Browsing Tag

DGP Abhay

ମାଲକାନଗିରି ଗସ୍ତରେ ଡିଜିପି: ତୁଳସୀ ପାହାଡ଼ରେ ଏନକାଉଣ୍ଟର ପରେ ଆଜି ସୁରକ୍ଷା ବ୍ୟବସ୍ଥାର କରିବେ ସମୀକ୍ଷା

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଗସ୍ତରେ ଡିଜିପି। ତୁଳସୀ ପାହାଡ଼ରେ ଏନକାଉଣ୍ଟର ପରେ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ। ଗତକାଲି ଦିନ ତମାମ ଜଙ୍ଗଲରେ ଚାଲିଥିଲା କମ୍ବିଂ ଅପରେସନ୍‌। ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ଡିଜିପି। କାଲି ପୋଲିସ ଗୁଳିରେ ଟଳିଥିଲେ ୨ ମହିଳାଙ୍କ…

ମାଲକାନଗିରିର ହନ୍ତାଳଗୁଡ଼ା ବିଏସ୍‌ଏଫ୍‌ କ୍ୟାମ୍ପ‌ରେ DGP ଅଭୟ, ବିଭିନ୍ନ ଦିଗକୁ ନେଇ କରିଛନ୍ତି ଆଲୋଚନା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ବିଏସ୍‌ଏଫ୍‌ କ୍ୟାଂପ୍‌ରେ DGP ଅଭୟ । ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ରଣନୀତିର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଏବଂ ବିକାଶ କାର୍ଯ୍ୟକୁ କିଭଳି ସୁରକ୍ଷା ଦିଆଯାଇପାରିବ ସେନେଇ ପୋଲିସ ଡିଜି ଆଲୋଚନା କରିଛନ୍ତି। ଆଲୋଚନାରେ…

ବାର୍ଷିକ ୩୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ, କୋରାପୁଟ ଜିଲ୍ଲାରୁ ସର୍ବାଧିକ: ଡିଜି ଅଭୟ

ଭୁବନେଶ୍ବର: କୋରାପୁଟ ଜିଲ୍ଲାରୁ ସର୍ବାଧିକ ଗଞ୍ଜେଇ ଜବତ। ଗତ ୧୦ ବର୍ଷରେ ବାର୍ଷିକ ୩୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ୫ ବର୍ଷ ଭିତରେ ବାର୍ଷିକ ୪୧୪କ୍ୱିଣ୍ଟାଲ ଗଞ୍ଜେଇ ଓ ଚଳିତ ସେପ୍ଟେମ୍ବର ସୁଦ୍ଧା ୧ହଜାରରୁ ଊର୍ଦ୍ଧ୍ୱ କ୍ୱିଣ୍ଟାଲ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ…

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା: ନିଲମ୍ବିତ ପୂର୍ବତନ IICଙ୍କୁ ବହିଷ୍କୃତ କଲେ ଡିଜିପି

ରାଉରକେଲା: ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା। ନିଲମ୍ବିତ ହୋଇଥିବା ବୀରମିତ୍ରପୁର ଥାନାର ପୂର୍ବତନ IIC ଆନନ୍ଦ ଚନ୍ଦ୍ର ମାଝୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କଲେ ଡିଜିପି ଅଭୟ । ଏହାସହ ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ ବୋଲି କହିଛନ୍ତି ଡିଜିପି ।…

ଭକ୍ତଙ୍କୁ ପୁରୀ ନଯିବାକୁ ପରାମର୍ଶ ଦେଲେ ଡିଜିପି ଅଭୟ

ପୁରୀ(କେନ୍ଯୁଜ୍): ଗୁଣ୍ଡିଚା ମନ୍ଦିରରେ ଲାଗିଛି ତିନି ରଥ। କେତେବେଳେ ମହାପ୍ରଭୁ ବିଜେ କରିବେ ଜନ୍ମବେଦୀ ସେ ନେଇ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଆସିବା ପରେ ଚଳଚଞ୍ଚଳ ହୋଇଉଠିଛି ଜନ୍ମବେଦୀ। ଏନେଇ ଆଡପ ମଣ୍ଡପ ବିଜେ ପାଇଁ…