ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ଅଡିଓ ପରେ ଲୋକସେବା ଭବନ ରାସ୍ତା ସିଲ, ହାଇଆଲର୍ଟରେ କମିଶନରେଟ ପୋଲିସ
ଭୁବନେଶ୍ୱର : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ଅଡିଓ ପରେ ଲୋକସେବା ଭବନ ରାସ୍ତା ସିଲ । ଲୋକସେବା ଭବନକୁ ସଂଯୋଗ କରୁଥିବା ସବୁ ରାସ୍ତା ସିଲ କରାଯାଇଛି । ଧମକପୂର୍ଣ୍ଣ ଅଡିଓ ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଏସପିଜି ଅଧିକାରୀ ଲୋକସେବା ଭବନ ସେଣ୍ଟର ବାହାରେ…