Browsing Tag

dhabaleswar

କାଲିଠୁ କାର୍ତ୍ତିକ ପଞ୍ଚକ ବ୍ରତ: ଧବଳେଶ୍ୱରଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ବ୍ୟାପକ ପ୍ରସ୍ତୁତ

ଆଠଗଡ଼ (କେନ୍ୟୁଜ): ରାତି ପାହିଲେ ପଞ୍ଚକ । ମହା କାର୍ତ୍ତିକ ମାସର ଶେଷ ପର୍ଯ୍ୟାୟରେ ଏହି ମହାନ୍ ପର୍ବ ପାଇଁ ଶ୍ରୀ ଶ୍ରୀ ଧବଳେଶ୍ଵର ପୀଠରେ ପ୍ରସ୍ତୁତି ଏବେ ଶେଷ। ଶୃଙ୍ଖଳିତ ଦର୍ଶନ ପାଇଁ କଂକ୍ରିଟ ସେତୁ ଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ଧାଡି ଦର୍ଶନ କରିବା ପାଇଁ ବ୍ୟାରିକେଟ୍ ସହ…

ଆଜି ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଚନ୍ଦ୍ରଚୂଡ ବେଶ, ଭର୍ଚୁଆଲ୍‌ରେ ଦର୍ଶନ କରୁଛନ୍ତି ଭକ୍ତ

ଆଠଗଡ(କେନ୍ୟୁଜ୍):ପଞ୍ଚକରେ ଭର୍ଚୁଆଲ୍‌ରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଆଜି ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ରାତି ୪ଟାରୁ ପହଡ ଖୋଲାଯାଇ ୧୦୮ କଳସ…

ଧବଳେଶ୍ୱର ଝୁଲାପୋଲରେ ପଡିଲା ତାଲା: ସେତୁ ଅସୁରକ୍ଷିତ ଘୋଷଣା, ଅନିର୍ଦ୍ଦିଷ୍ଟ କାଳ ପାଇଁ ଦର୍ଶନ ବନ୍ଦ

ଆଠଗଡ(କେନ୍ୟୁଜ୍):ଚଳିତ ବର୍ଷ ଧବଳେଶ୍ୱର ଯାତ୍ରା ବନ୍ଦ। ୧୪୪ ଧାରା ଜାରି ହୋଇଥିବାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ନାହିଁ। ଏନେଇ ସୂଚନା ଦେଇଛନ୍ତି କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍‌ପି। ଝୁଲାପୋଲ ଅସୁରକ୍ଷିତ ଘୋଷଣା କରି ତାଲା ପକାଇବା ସହ ୧୪୪ ଧାରା ଜାରି କରାଯାଇଛି । ମରାମତି…

ଧବଳେଶ୍ୱର ଝୁଲାପୋଲରେ ତାଲା: ସେତୁ ଅସୁରକ୍ଷିତ ଘୋଷଣା କରି ତାଲା ପକାଇବା ସହ ଜାରି ହେଲା ୧୪୪ ଧାରା

ଆଠଗଡ(କେନ୍ୟୁଜ୍): ଧବଳେଶ୍ୱର ଝୁଲାପୋଲରେ ତାଲା । ସେତୁ ଅସୁରକ୍ଷିତ ଘୋଷଣା କରି ତାଲା ପକାଇବା ସହ ୧୪୪ ଧାରା ଜାରି କରାଯାଇଛି । ମରାମତି ପାଇଁ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରହିବ ଝୁଲାପୋଲ । ଗୁଜରାଟ ବ୍ରିଜ ଟ୍ରାଜେଡି ପରେ ଚେତିଛି ଓଡ଼ିଶା ପ୍ରଶାସନ । ଝୁଲାପୋଲ ସମ୍ପୁର୍ଣ୍ଣର୍ ମରାମତି…

ଗୁଜରାଟ ଟ୍ରାଜେଡି ପରେ ଚେତିଛି ଓଡ଼ିଶା ପ୍ରଶାସନ: ଧବଳେଶ୍ୱର ଝୁଲାପୋଲରେ ଲାଗୁ ହେବ ୧୪୪ ଧାରା

କଟକ(କେନ୍ୟୁଜ୍): ବନ୍ଦ ହେବ କି ଧବଳେଶ୍ୱର ଝୁଲାପୋଲ ? ଗୁଜରାଟ ଟ୍ରାଜେଡି ପରେ ଚେତିଛି ଓଡ଼ିଶା ପ୍ରଶାସନ । ଧବଳେଶ୍ୱରରେ ୧୪୪ ଧାରା ଲାଗୁ ହୋଇଛି । ଝୁଲାପୋଲ ମରାମତି ହେବା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ । ସେପର୍ଯ୍ୟନ୍ତ ଡଙ୍ଗା ମାଧ୍ୟମରେ ଦର୍ଶନ ପାଇଁ ଯାଇପାରିବେ ଶ୍ରଦ୍ଧାଳୁ । ଆଜି…

ଆସନ୍ତାକାଲିଠାରୁ ମରାମତି କାର୍ଯ୍ୟ ପାଇଁ ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ଵର ଝୁଲା ପୋଲ

ଆଠଗଡ(କେନ୍ୟୁଜ୍): ଗୁଜରାଟ ମୋର୍ବିରେ ଝୁଲା ପୋଲ ଦୁର୍ଘଟଣା ପରେ, ଧବଳେଶ୍ଵର ଝୁଲା ପୋଲ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ପ୍ରତିକ୍ରିୟା ରଖିଛନ୍ତି। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଠାରେ ଆସନ୍ତାକାଲିଠାରୁ ମରାମତି କାର୍ଯ୍ୟ ପାଇଁ ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ଵର ଝୁଲା ପୋଲ ।…

ଗୁଜରାଟ ବ୍ରିଜ୍‌ ଟ୍ରାଜେଡି ପରେ ଧବଳେଶ୍ୱର ଝୁଲା ପୋଲରେ ଲାଗିଲା କଟକଣା, ୬ଶହରୁ ୨୦୦କୁ କମିଲା କ୍ଷମତା

ଆଠଗଡ(କେନ୍ୟୁଜ୍): ଧବଳେଶ୍ୱର ଝୁଲା ପୋଲରେ ଲାଗିଲା କଟକଣା । ଗୁଜରାଟ ମଚ୍ଛୁ ନଦୀରେ ଝୁଲା ପୋଲ ଭୁଶୁଡ଼ିବା ପରେ କଟକଣା ଲଗାଯାଇଛି । ଝୁଲା ପୋଲର କ୍ଷମତା ୬ଶହ ଥିବାବେଳେ ଏହାକୁ କମାଯାଇ ୨୦୦ କରାଯାଇଛି । ୨୦୦୬ ମସିହାରେ ନିର୍ମିତ ହୋଇଥିଲା ଏହି ଝୁଲା ପୋଲ । ରକ୍ଷଣା ବେକ୍ଷଣା ଅଭାବରୁ ଏହାର…

ମହାଶିବରାତ୍ରୀ ଅବସରରେ ଶୈବପୀଠ ଧବଳେଶ୍ୱରରେ ୧୪୪ ଧାରା ଲାଗୁ, କପିଳାସରେ ବି ବାହାର ଜିଲ୍ଲାର ଭକ୍ତଙ୍କୁ ବାରଣ

କଟକ/ଢେଙ୍କାନାଳ(କେନ୍ଯୁଜ୍): ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ମହାଶିବରାତ୍ରୀ । କଟକ ଜିଲ୍ଲାର ପ୍ରମୁଖ ଶୈବପୀଠ ଧବଳେଶ୍ୱରରେ ୧୪୪ ଧାରା ଲାଗୁ କରାଯାଇଛି । କିନ୍ତୁ ଜିଲ୍ଲା ଅନ୍ୟ ସମସ୍ତ ଶୈବପୀଠରେ ଭକ୍ତଙ୍କ ଭିଡ଼ ଲାଗିଛି । ୧୪ଶହ ଖ୍ରୀଷ୍ଟାବ୍ଦର ଶୈବପୀଠ ହଂସନାଥଙ୍କ ପୀଠରେ…

କାର୍ତ୍ତିକ ପୂର୍ଣ୍ଣିମାରେ ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

ଆଠଗଡ଼ (କେନ୍ଯୁଜ୍): କାର୍ତ୍ତିକ ପୂର୍ଣ୍ଣିମାରେ ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ସରକାରଙ୍କ କୋଭିଡ୍‌ କଟକଣା ପାଇଁ ଏହି ଦେବ ଦୁର୍ଲଭ ବେଶକୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଧବଳେଶ୍ୱର ପୀଠରେ ୧୪୪ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ। ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା…

ଆଜି ହେଉଛି ପବିତ୍ର ବଡଓଷା: ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

ଆଠଗଡ(କେନ୍ଯୁଜ୍): ଆଜି ହେଉଛି ପବିତ୍ର ବଡଓଷା। ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ତେବେ କରୋନା କଟକଣା ପାଇଁ ପୀଠରେ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ । କେବଳ ପୂଜକ ସମିତି ପକ୍ଷରୁ ରୀତିନୀତି ଚାଲିଛି । ଭୋର ୪ ଟାରୁ ପହଡ ଖୋଲିବା ପରେ ସ୍ୱତନ୍ତ୍ର ଭାବେ ପ୍ରଥମେ…

ଧବଳେଶ୍ବରଙ୍କ ପୀଠରେ ଚାଲିଛି ଜାଗର ପର୍ବ, ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାପ୍ରଭୁ ୫୦କେଜି ରୂପାର ବିମାନରେ କରିବେ…

ଆଠଗଡ: ଆଜି ହେଉଛି ମହାଶିବରାତ୍ରି ବା ଜାଗର ପର୍ବ । ସେଥିପାଇଁ କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ବର ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପବିତ୍ର ଜାଗରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ଚଳିତ ବର୍ଷ କୋଭିଡ କଟକଣା ପାଇଁ ସକାଳ ୬ଟାରୁ ଆସନ୍ତା କାଲି…

ଶେଷ ହେଲା କାର୍ତ୍ତିକ ମାସର ମହାପର୍ବ ବଡ ଓଷା, ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ଗଜ ଭୋଗ ଓ ତରଣ

ଆଠଗଡ: ଶେଷ ହୋଇଛି କାର୍ତ୍ତିକ ମାସର ମହାପର୍ବ ବଡ ଓଷା। ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ତାଙ୍କର ପ୍ରିୟ ଭୋଗ ଗଜ ଭୋଗ ଓ ତରଣ। ରାତିରେ ହଜାର ହଜାର ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିଲେ ଏହି ଗଜ ଭୋଗ ପାଇବା ପାଇଁ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।…