Browsing Tag

dhadi darshan

ଶ୍ରୀମନ୍ଦିରରେ ଫେବୃଆରୀ ପହିଲାରୁ ଧାଡ଼ି ଦର୍ଶନ, ଘୁଞ୍ଚିବା ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ

ପୁରୀ : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ପୁଣି ନୂଆ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୂର୍ବରୁ ଏହି ଧାଡ଼ି ଦର୍ଶନ ଜାନୁଆରୀ ୨୦ରୁ ଆରମ୍ଭ ହେବାକୁ ଥିବାବେଳେ ଏବେ କିନ୍ତୁ ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ଫେବୃଆରୀ…

୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ, ଘଣ୍ଟିଦ୍ବାର ଓ ଗାରଦଦ୍ୱାର ଦେଇ ପ୍ରସ୍ଥାନ କରିବେ ଭକ୍ତ

ପୁରୀ : ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ଧାଡ଼ି ଦର୍ଶନ ପାଇଁ ର‌୍ୟାମ୍ପ ଓ ବ୍ୟାରିକେଡ୍‌ ଲଗାଇବା ପ୍ରକିୟା ଆରମ୍ଭ ହୋଇଛି ।  ଆଉ ପରୀକ୍ଷାମୂଳକ ନୁହେଁ ଏଣିକି ସିଧାସଳଖ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ମନ୍ତ୍ରୀ ।  ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ…

୨୦ରୁ ହେବ ଶ୍ରୀ ମନ୍ଦିରରେ ଧାଡ଼ି ଦର୍ଶନ, ଏବେ ଟ୍ରାଏଲ୍ ରନ୍ କରିବା ସମ୍ଭବ ନୁହଁ: ଆଇନ ମନ୍ତ୍ରୀ

ପୁରୀ : ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି ।  ଆସନ୍ତା ୨୦ ତାରିଖରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।  ତେବେ ଆସନ୍ତା ୨୦ ତାରିଖ ମଧ୍ୟରେ ଧାଡ଼ି ଦର୍ଶନ ପାଇଁ ଟ୍ରାଏଲ ରନ୍ କରାଇବାକୁ ସରକାର…

ଅଶାନ୍ତ ପୁରୀ ସହର, ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ

ପୁରୀ(କେନ୍ଯୁଜ୍) : ଅଶାନ୍ତ ପୁରୀ ସହର। ଜାରି ହୋଇଛି ୧୪୪ଧାରା। ଟାଉନ ଥାନାରୁ ସିଂହଦ୍ୱାର ପର୍ଯ୍ଯନ୍ତ ୧୪୪ଧାରା ଜାରି କରାଯାଇଛି। ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।  ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ…

ଆଜି ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାର ଦ୍ୱିତୀୟ ଦିନ, ତ୍ରୁଟି ସୁଧାରିବାକୁ ପ୍ରଶାସନର ପ୍ରୟାସ

ପୁରୀ(କେନ୍ଯୁଜ୍) : ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥାର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନର ତ୍ରୁଟି ସୁଧାରିବାକୁ ପ୍ରୟାସ କରିବ ପ୍ରଶାସନ । ପ୍ରଥମ ଦିନର ତ୍ରୁଟି ବିଚ୍ୟୁତି ଓ ଅସୁବିଧାକୁ ଦେଖି ବ୍ୟାପକ ସଂଶୋଧନ କରାଯାଇଛି । ବ୍ୟାରିକେଡରେ ସିଂହଦ୍ୱାର ଦେଇ…