Browsing Tag

dhakkad

ଫିଲ୍ମ ‘ଧାକଡ଼’ର ସୁଟିଂ ଶେଷ କଲେ ଅର୍ଜୁନ ରାମପାଲ, ପ୍ରଥମ ଥର କଙ୍ଗନାଙ୍କ ସହିତ ଆସିବେ ନଜର

ଅଭିନେତା ଅର୍ଜୁନ ରାମପାଲଙ୍କ ଅପକମିଂ ଆକ୍ସନ ଫିଲ୍ମ ‘ଧାକଡ଼’ର ସୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମର ପ୍ରଥମ ଥର ପାଇଁ ଅର୍ଜୁନ ରାମପାଲ ଏବଂ କଙ୍ଗନା ରଣାୱତ ଏକାଠି ନଜର ଆସିବେ। ଫିଲ୍ମରେ କଙ୍ଗନା ନେଗେଟିଭ ଭୂମିକାରେ ନଜର ଆସିବେ। ଅର୍ଜୁନ ଇନଷ୍ଟାଗ୍ରାମରେ ଫିଲ୍ମର ସମସ୍ତ ସଦସ୍ଯଙ୍କ ସହିତ…