Browsing Tag

Dhanteras

ସୁନା ଦର ଆକାଶ ଛୁଆଁ, ତଥାପି ଧନତରେସରେ ବୋହି ନେଲେ ୨୫୦ କୋଟି ଟଙ୍କାର ସୁନା

ଧନତରେସରେ ବୋହି ନେଲେ ସୁନା, ଗହଣା । ଗୋଟିଏ ଦିନର ବୋହିନେଲେ ୨୫୦ କୋଟି ଟଙ୍କାର ସୁନା । ସୁନା ଦର ଏବେ ଆକାଶ ଛୁଆଁ । ତଥାପି କିଣିବାରେ ତିଳେମାତ୍ରେ କୁଣ୍ଠା ବୋଧ କଲେ ନାହିଁ ଗ୍ରାହକ । ରାଜ୍ୟର ବିଭିନ୍ନ ସହରାଞ୍ଚଳ, ଗ୍ରାମାଞ୍ଚଳରେ ଥିବା ସୁନା ଦୋକାନ ଗୁଡିକରେ ଗହଣା ଦୋକାନ ଓ ସୋରୁମ…

ଆଜି ଧନତେରାସରେ ଘରକୁ ନିଶ୍ଚୟ ଆଣନ୍ତୁ ଏହି ୫ ଜିନିଷ, ବର୍ଷଯାକ ହେବ ଧନ ବର୍ଷା

ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳିତ ହୋଇଥାଏ । ଏହି ଦିନଟିକୁ ଧନ୍ବନ୍ତରୀ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଏ । ଧନତେରାସ୍‍ ଦିନ ଲୋକେ ଧନର ଦେବୀ ମା’ଲକ୍ଷ୍ମୀ ଓ କୁବେର, ଭଗବାନ ଧନ୍ବନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ…

ଧନତେରସ ଦିନ ଯମରାଜାଙ୍କୁ ଦୀପ ଦାନ କଲେ ଦୂର ହୁଏ ଅକାଳ ମୃତ୍ୟୁର ଭୟ

ଆଜି ଧନତେରାସ । ଏହି ଦିନରେ କିଛି କିଣିବାର ପରାମ୍ପରା ରହିଛି। ଏମିତି କୁହାଯାଏ ଯେ ଏହି ଦିନରେ କିଣାଯାଇଥିବା ଦ୍ରବ୍ୟର କ୍ଷୟ ହୁଏ ନାହିଁ। ଦ୍ରବ୍ୟ କ୍ରୟ କରିବା ଛଡା ଏହି ଅବସରରେ ଦୀପଦାନ ନିହାତି କରିବା ଆବଶ୍ୟକ। ପୁରାଣ ଶାସ୍ତ୍ରରେ କୁହାଯାଇଛି, ଏହି ଦିନରେ ଦୀପ ଦାନ କରିବା ଦ୍ବାରା ଅକାଳ…

ଆଜି ଧନତେରସ, ରାଜଧାନୀରେ ସବୁ ସୁନା ଦୋକାନରେ ଗ୍ରାହକଙ୍କ ଭିଡ଼

ଆଜି ପିବତ୍ର ଧନତେରସ । ଭଗବାନ କୁବେର ଓ ଲକ୍ଷ୍ମୀଙ୍କୁ ଆରାଧନା କରାଯାଏ। କିମ୍ବଦନ୍ତୀ ଅନୁସାରେ, ଏହି ଦିନ ଦେବୀ ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ଉତ୍ପନ୍ନ ହୋଇଥିଲେ ଏବଂ ତାଙ୍କ ସହିତ ସମୃଦ୍ଧି ଆଣିଥିଲେ। ଏହି ଦିନ ଆପଣ ଯାହା ବି କିଣନ୍ତି ତାହା ବର୍ଷସାରା ବ୍ୟକ୍ତିକୁ ଲାଭ ଦେଇଥିବାର ବିଶ୍ବାସ…

ଧନତେରସର ୨ ଦିନ ପୂର୍ବରୁ କରନ୍ତୁ ଏହି ସବୁ ଉପଚାର, ରାତାରାତି ଗାଏବ ହେବ ସମସ୍ୟା

ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ ପାଳନ କରାଯାଏ । ଏହି ପର୍ବ ଭଗବାନ ଧନ୍ୱନ୍ତରୀଙ୍କୁ ସମର୍ପିତ । ଏହି ପବିତ୍ର ପର୍ବ ଅବସରରେ ଭଗବାନ ଧନ୍ୱନ୍ତରୀଙ୍କୁ ଭକ୍ତି ସହିତ ପୂଜା କରାଯାଏ । ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ଦିନ, ଭଗବାନ ଧନ୍ୱନ୍ତରୀ, କୁବେର ଦେବତା ଏବଂ…

ଧନତେରସରେ ଏହି ୩ଟି ରାଶିରେ ହେବାକୁ ଯାଉଛି ବିରଳ ସଂଯୋଗ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ଆଗକୁ ଆସୁଛି ଧନତେରସ । ଅକ୍ଟୋବର ୧୮ ତାରିଖରେ ଧନତେରସ ପାଳନ ହେବାକୁ ଯାଉଛି ।ଧନତେରସ ଭଳି ଦିନରେ ମା’ ଲକ୍ଷ୍ମୀ,କୁବେର ଦେବତା ଏବଂ ଭଗବାନ ଧନ୍ତୱରୀଙ୍କୁ ଆରାଧନା କରାଯାଏ । ସେଥିପାଇଁ ଧନତେରସକୁ ମଧ୍ୟ ଧନ ତ୍ରୟୋଦଶୀ ନାମରେ ଜଣାଯାଏ । ଏହା ଛଡ଼ା ଧନତେରସରେ ସୁନା, ଗହଣା ଏବଂ ଅଳଙ୍କାର କିଣିବା…

ଧନତେରସ-ଦିୱାଲୀରେ କିଣନ୍ତୁ ଏହି ବଜେଟ୍ ଫ୍ରେଣ୍ଡଲି କାର୍, ଦାମ୍ ୮ ଲକ୍ଷରୁ ବି କମ୍

ଧନତେରସ୍-ଦିୱାଲୀ ଅବସରରେ ଅନେକ ଲୋକ ସୁନା ଓ ରୂପାରେ ନିର୍ମିତ ଜିନିଷ ସହିତ ନୂଆ କାର୍ ମଧ୍ୟ କିଣୁଛନ୍ତି । ଲୋକମାନେ ବିଶ୍ୱାସ କରନ୍ତି ଯେ ଧନତେରସରେ ଏକ ନୂତନ କାର କିଣିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧତା ଆସିଥାଏ । ଲୋକମାନେ କାର କିଣିବା ପୂର୍ବରୁ ପ୍ରଥମେ ସେମାନଙ୍କ ବଜେଟ ପ୍ରତି ଧ୍ୟାନ…

ଧନତେରସରେ ଏଭଳି ସ୍ମାର୍ଟ ଉପାୟରେ କରନ୍ତୁ ସପିଂ, ସଞ୍ଚୟ କରିପାରିବେ ଟଙ୍କା

ଆଜି ଧନତେରସ୍ । ଧନତେରସର ଶୁଭ ମୁହୂର୍ତ୍ତରେ ସୁନା, ରୂପା ଏବଂ କିଛି ଘରୋଇ ଜିନିଷ କିଣିବାର ପରମ୍ପରା ଅଛି । ଆପଣ ମଧ୍ୟ ନିଶ୍ଚିତ ଭାବରେ ଏହି ଧନତେରସରେ ସପିଂ କରିବାକୁ ଯିବେ । ଏହି ଦିନ ସମସ୍ତେ ସପିଂ କରିବା ପାଇଁ ଚାହିଁଥାନ୍ତି ତେଣୁ ଧନତେରସ୍ ଅବସରରେ ବଜାରରେ ଖୁବ ଭିଡ଼ ମଧ୍ୟ ହୋଇଥାଏ ।…

ଆଜି ଧନତେରାସ, ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ! ଗଢାମୂଲ୍ୟରେ ଆକର୍ଷଣୀୟ ରିହାତି ଦେଉଛନ୍ତି ଦୋକାନୀ

ଆଜି ଧନତେରାସ୍ । ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି । ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ଖବର। ସୁନା ଓ ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି…

ଆସନ୍ତା କାଲି ଧନତେରାସରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ବର୍ଷ ସାରା ବର୍ଷିବ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ

ଆସନ୍ତା କାଲି ଧନତେରସ। ଏହି ଦିନ ଭଗବାନ ଧନ୍ୱନ୍ତରୀ, ମା' ଲକ୍ଷ୍ମୀ ଏବଂ କୁବେରଙ୍କର ପୂଜାର୍ଚ୍ଚନା କରାଯାଏ। କୁହାଯାଏ ଧନତେରାସ ରେ ମାତା ଙ୍କ ବିଶେଷ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ଧନତେରାସ୍ ଆସନ୍ତା କାଲି ୧୦ ନଭେମ୍ୱର ଶୁକ୍ରବାର ଦିନ ପଡୁଛି। ଏହି…

ଡିଜିଟାଲ ସୁନା କିଣିବାର ଅନେକ ଲାଭ, ପାଇପାରିବେ ଏହି ସବୁ ସୁବିଧା

ଧନ୍ତେରସ ପର୍ବ ଲୋକଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ପର୍ବ ଅବସରରେ ଲୋକମାନେ ବହୁତ ବିଶେଷ ଜିନିଷ କିଣନ୍ତି । ଏଗୁଡ଼ିକରେ ସୁନା ମଧ୍ୟ ଅନ୍ତର୍ଭୁକ୍ତ । ସୁନାର ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୨ ହଜାର ଟଙ୍କା । ଏଭଳି ପରିସ୍ଥିତିରେ…

ଧନତେରସ ଓ ଦୀପାବଳୀରେ Phone Pay ର ଖାସ ଅଫର, ହଜାର ଟଙ୍କାର ସୁନାରେ ମିଳିବ ୩ ହଜାର ଟଙ୍କା କ୍ୟାସବ୍ୟାକ

ଧନତେରସ ଏବଂ ଦୀପାବଳୀ ଅବସରରେ ଗ୍ରାହକଙ୍କ ପାଇଁ ଫୋନ ପେ ଆଣିଛି ବଢିଆ ସୁଯୋଗ ... ସୁନା କିଣିବା ଉପରେ ଫୋନ୍ ପେ ପକ୍ଷରୁ ସମସ୍ତଙ୍କୁ ଦିଆଯାଉଛି ଆକର୍ଷଣୀୟ ଅଫର । ପାର୍ବଣ ଋତୁ ପାଇଁ ଫୋନପେ ପକ୍ଷରୁ ୨୪କ୍ୟାରେଟ ସୁନା ଉପରେ ଆକର୍ଷଣୀୟ କ୍ୟାସବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ…