ଧନ୍ଵନ୍ତରୀ କିଏ ଏବଂ ଧନତେରସରେ କାହିଁକି ତାଙ୍କୁ ପୂଜା କରାଯାଏ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଦୀପାବଳି ହେଉଛି ଏକ ପାଞ୍ଚ ଦିନିଆ ପର୍ବ, ଯାହା ଧନତେରସ ଦିନରୁ ଆରମ୍ଭ ହୋଇଥାଏ । ଧନତେରସକୁ ଧନତ୍ରୟୋଦଶୀ ମଧ୍ୟ କୁହାଯାଏ । ଧନତେରସ ଦିନ ମା ଲକ୍ଷ୍ମୀ ଏବଂ କୁବେର ଦେବଙ୍କୁ ପୂଜା କରାଯାଏ । ଏତଦ୍ ବ୍ୟତୀତ, ଏହି ଦିନ ଧନ୍ଵନ୍ତରୀଙ୍କର ପୂଜା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ପଞ୍ଚାଙ୍ଗ…