Browsing Tag

Dhanteras

ଆଜି ଧନତେରାସ, ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ! ଗଢାମୂଲ୍ୟରେ ଆକର୍ଷଣୀୟ ରିହାତି ଦେଉଛନ୍ତି ଦୋକାନୀ

ଆଜି ଧନତେରାସ୍ । ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି । ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ଭଲ ଖବର। ସୁନା ଓ ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି…

ଆସନ୍ତା କାଲି ଧନତେରାସରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ବର୍ଷ ସାରା ବର୍ଷିବ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ

ଆସନ୍ତା କାଲି ଧନତେରସ। ଏହି ଦିନ ଭଗବାନ ଧନ୍ୱନ୍ତରୀ, ମା' ଲକ୍ଷ୍ମୀ ଏବଂ କୁବେରଙ୍କର ପୂଜାର୍ଚ୍ଚନା କରାଯାଏ। କୁହାଯାଏ ଧନତେରାସ ରେ ମାତା ଙ୍କ ବିଶେଷ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଚଳିତ ବର୍ଷ ଧନତେରାସ୍ ଆସନ୍ତା କାଲି ୧୦ ନଭେମ୍ୱର ଶୁକ୍ରବାର ଦିନ ପଡୁଛି। ଏହି…

ଡିଜିଟାଲ ସୁନା କିଣିବାର ଅନେକ ଲାଭ, ପାଇପାରିବେ ଏହି ସବୁ ସୁବିଧା

ଧନ୍ତେରସ ପର୍ବ ଲୋକଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ପର୍ବ ଅବସରରେ ଲୋକମାନେ ବହୁତ ବିଶେଷ ଜିନିଷ କିଣନ୍ତି । ଏଗୁଡ଼ିକରେ ସୁନା ମଧ୍ୟ ଅନ୍ତର୍ଭୁକ୍ତ । ସୁନାର ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୨ ହଜାର ଟଙ୍କା । ଏଭଳି ପରିସ୍ଥିତିରେ…

ଧନତେରସ ଓ ଦୀପାବଳୀରେ Phone Pay ର ଖାସ ଅଫର, ହଜାର ଟଙ୍କାର ସୁନାରେ ମିଳିବ ୩ ହଜାର ଟଙ୍କା କ୍ୟାସବ୍ୟାକ

ଧନତେରସ ଏବଂ ଦୀପାବଳୀ ଅବସରରେ ଗ୍ରାହକଙ୍କ ପାଇଁ ଫୋନ ପେ ଆଣିଛି ବଢିଆ ସୁଯୋଗ ... ସୁନା କିଣିବା ଉପରେ ଫୋନ୍ ପେ ପକ୍ଷରୁ ସମସ୍ତଙ୍କୁ ଦିଆଯାଉଛି ଆକର୍ଷଣୀୟ ଅଫର । ପାର୍ବଣ ଋତୁ ପାଇଁ ଫୋନପେ ପକ୍ଷରୁ ୨୪କ୍ୟାରେଟ ସୁନା ଉପରେ ଆକର୍ଷଣୀୟ କ୍ୟାସବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ…

ଚଳିତ ବର୍ଷ କେବେ ପଡୁଛି ଧନତରେସ୍‌? ଜାଣନ୍ତୁ ପୂଜାର ଶୁଭ ମୁହୂର୍ତ୍ତ

ଦୀପାବଳି ପୂର୍ବରୁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଧନତରେସ୍‌ ପର୍ବକୁ ବହୁତ ଖାସ୍ ଧରାଯାଏ । ଏହି ପର୍ବ ସବୁ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥୀରେ ପାଳନ କରାଯାଇଥାଏ । ଯାହାକି ଚଳିତ ବର୍ଷ ୧୦ ନଭେମ୍ବର ଶୁକ୍ରବାର ଦିନ ଏହି ଧନ୍ଵନ୍ତରୀ ଜୟନ୍ତୀ ବା ଧନତରେସ୍‌…

ଧନତେରସ : ଦୁଇ ଦିନରେ ଦେଶରେ ୨୫ ହଜାର କୋଟି ଟଙ୍କାର ଗହଣା କିଣିଛନ୍ତି ଲୋକେ,ବିକ୍ରି ହୋଇଛି ୨0 ହଜାର କୋଟି ଟଙ୍କାର…

ନୂଆଦିଲ୍ଲୀ : ଚଳିତ ବର୍ଷ ୨ ଦିନ ଧରି ଧନତେରସ ଅବସରରେ ଦେଶରେ ଲୋକେ ମନଭରି କିଣିଛନ୍ତି | ଧନତେରସ ରେ ୨ ଦିନ ମଧ୍ୟରେ ଦେଶରେ 45 ହଜାର କୋଟି ଟଙ୍କାର ଜିନିଷ କିଣା ହୋଇଛି | ତା ମଧ୍ୟରେ 25 ହଜାର କୋଟି ଟଙ୍କାର ସୁନା ରୁପା ଗହଣା କିଣା ହୋଇଥିବା ବେଳେ 20 ହଜାର କୋଟି ଟଙ୍କାର ଗାଡି ଓ…

ଆଜି ଧନତେରସ୍‌: ଜୁଏଲରୀ ଦୋକାନରେ ଲାଗିଛି ଗ୍ରାହକଙ୍କ ଗହଳି

କେନ୍ୟୁଜ୍(ବ୍ୟୁରୋ): ଧନତେରସ୍‌ ପାଇଁ ବଜାର ଭିଡ଼ । ଜୁଏଲରୀ ଦୋକାନରେ ଲାଗିଛି ଗ୍ରାହକଙ୍କ ଗହଳି । ସୁନା ଦୋକାନକୁ ଯାଇ ମନ ପସନ୍ଦର ଅଳଙ୍କାର କିଣୁଛନ୍ତି ଗ୍ରାହକ । ଏଥିପାଇଁ ବିଭିନ୍ନ ଜୁଏଲରୀ ସୋ’ରୁମ୍‌ ଆକର୍ଷଣୀୟ ଅଳଙ୍କାର ରଖିଛନ୍ତି । ଏପରିକି ଧନତେରସ୍‌ ପାଇଁ ସ୍ପେଶାଲ ଅଫର୍‌ ମଧ୍ୟ…

ଆଜି ଧନତେରାସ୍‌ ତିଥିରେ ଏହି ସ୍ଥାନରେ ଦୀପ ଜଳାନ୍ତୁ , ମିଳିବ ମାତା ଲକ୍ଷ୍ମୀ ଓ ଗଣେଶଙ୍କ ସହ କୁବେରଙ୍କ ଆଶିବାର୍ଦ

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ। ଆଜି ଠାରୁ ଆରମ୍ଭ ହୋଇଛି ପାର୍ବଣର ପର୍ବ ଧନତେରାସ। ଏହି ଦିନରେ ଦୀପାବଳିର ପର୍ବ ଆରମ୍ଭ ହୋଇଯାଏ ମାନ୍ୟତା ରହିଛି। ଚଳିତ ବର୍ଷ ଧନତେରାସ ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ହିଁ ପଡୁଛି। ଏହି ଦିନ କୁବେର…

ଶନି ମାର୍ଗି ହେବାକୁ ଆଉ କିଛି ଦିନ ରହିଛି ବାକି, ଧନତେରସ ଦିନ ବଦଳୁଛି ଏହି ରାଶି ଭାଗ୍ୟ

କର୍ମଫଳ ପ୍ରଦାନକାରୀ ଶନି ମାର୍ଗିକୁ ମାତ୍ର ଅଳ୍ପ ଦିନ ବାକି ଅଛି। ସେ କେବଳ ଧନତେରସ୍ ଦିନ ଗତି ପରିବର୍ତ୍ତନ କରିବେ। ଶନି ଦେବଙ୍କ ପଥ ଯୋଗୁଁ ଅନେକ ରାଶିର ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ହେବାର ଅଛି। ପଞ୍ଚାଙ୍ଗ ଅନୁସାରେ, ଶନି ଦେବ ୨୩ ଅକ୍ଟୋବରରେ ମକର ରାଶିରେ ରହିବେ। ଏଥର ଧନତେରସ୍…

ଧନତେରାସ୍‌ ଉପଲକ୍ଷେ Google pay ଓ Patymରେ ମିଳୁଛି ବଢ଼ିଆ ଗୋଲ୍ଡ ଅଫର, ଏପରି ସହଜରେ କିଣନ୍ତୁ ଡିଜିଟାଲ ଗୋଲ୍ଡ

ଆଗକୁ ଆସୁଛି ଧନତେରାସ୍‌। ସୁନା ପ୍ରେମୀ ମାନେ ଖାସ କରି ଏହି ସିଜିନକୁ ଅପେକ୍ଷା କରି ରହିଥାନ୍ତି। ଏବେ ପୁଣି ଥରେ ଗ୍ରାହକଙ୍କୁ ଖୁସି କରିବା ପାଇଁ ୟୁପିଆଇ ପେମେଣ୍ଟ ସିଷ୍ଟମ ତରଫରୁ ବଢ଼ିଆ ଅଫର୍ସ ରଖାଯାଇଛି। ପ୍ରାୟତଃ ଲୋକମାନେ ଧନତେରାସ୍‌ ଉପଲେକ୍ଷେ ସୁନା କିଣିବାକୁ ଚାହିଁଥାନ୍ତି। ଏହି…

ଧନତେରସରେ କିଣନ୍ତୁ ଏହି ଜିନିଷ, ଲକ୍ଷ୍ମୀଙ୍କ ଆଶୀର୍ବାଦ ସହିତ ଧନରେ ପରିପୂର୍ଣ୍ଣ ହେବ ଆପଣଙ୍କ ଘର

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, କାର୍ତ୍ତିକ ମାସରେ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପର୍ବ ପାଳନ କରାଯାଏ। ତେବେ ଚଳିତ ବର୍ଷ ୨୩ ଅକ୍ଟୋବରରେ ଧନତେରସ ପାଳନ କରାଯିବ। ଏହା ଧନ ତ୍ରୟୋଦଶୀ ବା ଧନୱନନ୍ତରୀ ଜୟନ୍ତୀ ଭାବରେ ମଧ୍ୟ ଜଣାଶୁଣା। ପୌରାଣିକ ବିଶ୍ଵାସ ଅନୁଯାୟୀ, ଏହି ଦିନ ଭଗବାନ…

Flipkart ଓ Amazon ଠୁ ବି ଶସ୍ତା ଦାମରେ ଜିନିଷ ବିକ୍ରି କରୁଛି ଏହି ୱେବସାଇଟ, ଜାଣନ୍ତୁ ଓ ଫେଷ୍ଟିଭ ସିଜିନର ବମ୍ପର…

ଭାରତରେ ଅନେକ ଏଭଳି ୱେବସାଇଟ ରହିଛି ଯାହା ବଢ଼ିଆ ଡିସକାଉଣ୍ଟ ଦେଇ ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ। ବଢ଼ିଆ ପ୍ରଡ଼କ୍ଟ ଉପରେ ଭାରି ଅଫର ଦେଇଥାଏ। ଖାସ କରି ଫେଷ୍ଟିଭାଲ ସିଜିନରେ ସବୁ ଇକମର୍ସ ପ୍ଲାଟଫର୍ମ ଏହି କାମରେ ଲାଗିପଡ଼ନ୍ତି ଯେ ସେ ନିଜ ଆଡ଼କୁ ଗ୍ରାହକଙ୍କୁ ଯେପରି ଅଧିକ ଆକର୍ଷିତ…