Browsing Tag

Dhanteras

ଧନତେରସ୍‌ ରାତିରେ ଅବଶ୍ୟ ଜଳାନ୍ତୁ ଯମ ଦୀପ, ରହିବନି ଅକାଳ ମୃତ୍ୟୁ ଭୟ; ଶତ୍ରୁ ଭୟ ପାଇଁ ହନୁମାନଙ୍କ ପାଖରେ ଜଳାନ୍ତୁ…

ଧନତେରସ୍‌ ଦିନଠାରୁ ହିଁ ଦୀପାବଳି ପର୍ବ ଆରମ୍ଭ ହୋଇ ଯାଇଥାଏ। ଏହି ଦିନଠାରୁ ଦେବୀ, ଦେବତାଙ୍କ ପୂଜା ବିଧି ବିଧାନର ସହ କରିବା ଦ୍ୱାରା ଘରେ ସୁଖ, ଶାନ୍ତି, ଉନ୍ନତି ଓ ପ୍ରଗତି ଆସିଥାଏ। ଶାସ୍ତ୍ର ଅନୁସାରେ, ଧନତେରସ୍‌ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାମାନଙ୍କର ଚିକିତ୍ସକ ଭଗବାନ ଧନ୍ଵନ୍ତରୀ…

ଜାଣନ୍ତୁ ଧନତେରସ୍‌ରେ କ’ଣ କିଣିବେ, କ’ଣ କିଣିବେ ନାହିଁ; ଦୁର୍ଭାଗ୍ୟକୁ ଡାକି ଆଣିଥାଏ ଏହି ଜିନିଷର କ୍ରୟ

କାର୍ତ୍ତିକ ମାସ ଆରମ୍ଭ ହୋଇ ଯାଇଛି। ଏଥି ସହିତ ଘରେ ଘରେ ଦୀପାବଳିର ପ୍ରସ୍ତୁତି ମଧ୍ୟ ଜୋର୍‌ସୋରରେ ଆରମ୍ଭ ହୋଇ ଗଲାଣି। ଲୋକେ ନିଜ ନିଜ ଘରକୁ ସଫାସୁତରା କରିବା ସହିତ ଶପିଙ୍ଗ୍‌ ମଧ୍ୟ ଆରମ୍ଭ କରି ଦେଲେଣି। ଖାସ୍‌ କରି ଧନତେରସ୍‌ ପାଇଁ କ’ଣ ସବୁ କିଣାକିଣି କରିବେ, ତାକୁ ନେଇ ଏବେଠୁ ଯୋଜନା…

ଧନ୍ତେରସର ଶୁଭ ଅବସରରେ ଘରକୁ ନେଇ ଆସନ୍ତୁ ଏହିସବୁ ଗାଡି, ଜାଣନ୍ତୁ କଣ ରହିଛି ଆକର୍ଷକ ଅଫର

ପର୍ବପର୍ବାଣୀର ଦେଶ ଭାରତରେ ଗତକାଲି ଓ ଆଜି ଧନ୍ତେରସର ଉତ୍ସବ ଚାଲିଛି। ଦୀପାବଳିର ଦୁଇ ଦିନ ପୂର୍ବରୁ ଏହି ପର୍ବ ପଡିଥାଏ ଓ ଲୋକମାନେ ଏହି ପର୍ବରେ ଘରକୁ କିଛି ନୂତନ ଧାତୁ ବା ଗାଡି ଆଣିଥାନ୍ତି।ତେବେ ଚଳିତ ବର୍ଷ କରୋନା କାଳରେ ଅନେକ ଗାଡି କମ୍ପାନୀ ଆକର୍ଷକ ଅଫର ଆଣିଛନ୍ତି।ଏହି ଅଫରରେ…

ଧନତେରାସ୍‌ ଦିନ ଏହି ଜିନିଷକୁ ଭୁଲରେ ବି କିଣନ୍ତୁନାହିଁ, ନଚେତ ଆପଣ ହୋଇପାରନ୍ତି କାଙ୍ଗାଳ

କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ। ଆଜି ହେଉଛି ପାର୍ବଣର ପର୍ବ ଧନତେରାସ। ଏହି ଦିନରେ ଦୀପାବଳିର ପର୍ବ ଆରମ୍ଭ ହୋଇଯାଏ ମାନ୍ୟତା ରହିଛି। ଚଳିତ ବର୍ଷ ଧନତେରାସ ଦୀପାବଳିର ଠିକ ଗୋଟିଏ ଦିନ ପୂର୍ବରୁ ହିଁ ପଡୁଛି। ଏହି ଦିନ କୁବେର ଦେବତା ଏବଂ…

ଆଜି ଧନତେରାସ୍: ରାଜଧାନୀରେ ଗହଣା ଦେକାନ ଗୁଡିକରେ ଦେଖାଯାଇଛି ଗହଳି, କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା…

ଭୁବନେଶ୍ବର: ହିନ୍ଦୁ ପରମ୍ପରାରେ ଘରକୁ ଲକ୍ଷ୍ମୀ ଆଣିଲେ ସୌଭାଗ୍ୟ ପ୍ରାପ୍ତି ହୁଏ । ଆଉ ଧନତେରାସରେ ସୁନା କିଣିଲେ ଐଶ୍ୱର୍ଯ୍ୟ ଲାଭ ହୁଏ ବୋଲି ରହିଛି ବିଶ୍ୱାସ। କରୋନା କାଳରେ ସୁନାବଜାର ମାନ୍ଦା ଥିବା ବେଳେ ଧନତେରାସ ପାଇଁ ଏବେ ଚଳଚଞ୍ଚଳ। ଗ୍ରାହକଙ୍କ ପାଇଁ ବିଭିନ୍ନ ରକମର, ଡିଜାଇନର…

ଧନତେରସ୍‌ରେ ନିଶ୍ଚୟ କିଣନ୍ତୁ ଝାଡ଼ୁ, ପ୍ରସନ୍ନ ହୋଇ ଧନ ବର୍ଷା କରିବେ ମହାଲକ୍ଷ୍ମୀ

ଦୀପାବଳି ପର୍ବ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହା ପୂର୍ବରୁ ଗୁରୁବାର ପଡ଼ୁଛି ଧନତେରସ୍‌। ଧନ୍‌ତେରସ୍‌ରେ ଭଗବାନ ଧନ୍ଵନ୍ତରୀଙ୍କୁ ପୂଜା କରାଯାଏ ଓ ଧାତୁ କିଣିବା ପରମ୍ପରା ରହିଛି। ଧନ୍‌ତେରସ୍‌ରେ ସୁନା, ରୂପା କିଣିବା ଶୁଭ ହୋଇଥାଏ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ…

ଏଠାରେ ଧନତେରସ୍‌ ଦିନ ଖୋଲିଥାଏ ମାଁ ମହାଲକ୍ଷ୍ମୀଙ୍କ ମନ୍ଦିର, ପ୍ରସାଦ ରୂପେ ମିଳିଥାଏ ସୁନା ଏବଂ ରୁପାର ମୁଦ୍ରା

୧୪ ନଭେମ୍ବର ପାଇଁ ଆଉ କିଛି ଦିନ ବାକି ରହିଛି। ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏସବୁ ମଧ୍ୟରେ ଆଜି ଆମେ ଆପଣଙ୍କୁ ମାଁ ମହାଲକ୍ଷ୍ମୀଙ୍କ ଏଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ଅତ୍ୟନ୍ତ ଖାସ୍‌। ପ୍ରତ୍ୟେକ ମନ୍ଦିରର ବିଶେଷତା ଭିନ୍ନ ଭିନ୍ନ ହେବା ସହ କାହାଣୀ ମଧ୍ୟ ଭିନ୍ନ…

ଭୁଲରେ ବି ଧନତେରାସ୍‌ ଦିନ କିଣନ୍ତୁ ନାହିଁ ଏହିସବୁ ଜିନିଷ, ଜୀବନରେ ପଡିପାରେ ଅଶୁଭ ପ୍ରଭାବ

କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନାତେରାସ୍‌ ପାଳନ କରାଯାଇଥାଏ। ଦୀପାବଳୀ ପୂର୍ବରୁ ଧନତେରାସ୍‌ ପର୍ବ ପାଳନ କରାଯାଇଥାଏ। ଚଳିତ ବର୍ଷ ଧନତେରାସ୍‌ ୧୩ ନଭେମ୍ବରରେ ପାଳନ କରାଯିବ। ଏହି ଦିନ ଲୋକମାନେ କିଛି ନା କିଛି କିଣିବା ପାଇଁ ବିଭିନ୍ନ ଦୋକାନରେ ଭିଡ ଜମାଇଥାନ୍ତି। ଏସବୁ…

ଧନ୍‌ତେରସ୍‌ରେ ଶ୍ରୀହରି ବିଷ୍ଣୁ ବଳି ବନ୍ଧନରୁ ମୁକ୍ତ ହୋଇଥିଲେ, ଜାଣନ୍ତୁ ଏହି ଦିନର ବିଶେଷତ୍ୱ

ଦକ୍ଷିଣ ଭାରତରେ ରାଜା ବଳି ଓ ବାମନ ପୂଜା ପ୍ରଥା ପ୍ରଚଳନ ରହିଛି । ଧନ୍‌ତରେସ୍‌, ନରକ ଚତୁର୍ଦ୍ଦଶୀ ଓ ଓଣମ୍‌ ପର୍ବ ରାଜା ବଳିଙ୍କ ସ୍ମୃତିରେ କରାଯାଇଥାଏ । ରାଜା ବଳିଙ୍କୁ କେରଳରେ ‘ମାବେଲୀ’ କୁହାଯାଏ । ସଂସ୍କୃତରେ ଏହାକୁ ‘ମହାବଳି’ କୁହାଯାଏ । କଥା ଅନୁସାରେ ରାଜା ମହାବଳି ସ୍ୱର୍ଗରେ ବିଜୟ…

ଧନତେରାସରେ ସୁନା ନୁହେଁ କିଣନ୍ତୁ ଏହି ଜିନିଷ, ଯାହା ଆପଣଙ୍କୁ ରଖିବ ଧନୀ

ଧନତେରାସ୍‌ରେ ମହିଳାମାନେ ସବୁବେଳେ ସୁନା କିମ୍ବା ରୂପାର ଜିନିଷ କିଣିବାକୁ ପସନ୍ଦ କରନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଧନତେରାସ୍‌ରେ ସୁନା ନୁହେଁ ବରଂ ଲୌହ (ଆଇରନ) କିଣିବା ପାଇଁ ଜୋର ଦିଆଯାଇଛି। ଏହା ପଢି ଆପଣ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ସତରେ…

ଧନତେରାସ୍‌ରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସମୟରେ ଧନତେରାସ୍‌ ପର୍ବକୁ କେବଳ ସୁନା, ରୂପା ଏବଂ ବାସନ କିଣିବାରେ ସିମୀତ କରି ରଖିଦିଆଯାଇଛି। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଧନତେରାସ୍‌ ଦିନ ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ମଧ୍ୟ ବଡ ମହତ୍ୱ ରହିଛି। ଏହିଦିନ ଆୟୁର୍ବେଦର ଜନକ କୁହାଯାଉଥିବା ଭଗବାନ ଧନନ୍ତ୍ୱରୀଙ୍କ ମଧ୍ୟ…

ଆଜି ଧନତେରାସ୍‌, ଜାଣନ୍ତୁ ଘର ପାଇଁ କଣ କିଣିବେ ଆଉ କଣ କିଣିବେ ନାହିଁ

ଦୀପାବଳିର ଦୁଇଦିନ ପୂର୍ବରୁ ଧନତେରାସ ପାଳନ କରାଯାଏ। ସମୁଦ୍ର ମନ୍ଥନ ବେଳେ ଧନତେରାସ ଦିନ ଭଗବାନ ଧନ୍ଵନ୍ତରୀ ନିଜ ସହିତ ଅମୃତ କଳସ ଏବଂ ଆୟୁର୍ବେଦ ନେଇ ପ୍ରକଟ ହୋଇଥିଲେ। ଆୟୁର୍ବେଦ ନେଇ ଆସିଥିବାରୁ ତାଙ୍କୁ ଔଷଧର ଜନକ ବୋଲି କୁହାଯାଏ। ଧନତେରାସ ଦିନ ଧନ ଦେବତା କୁବେରଙ୍କୁ ପୂଜା କରାଯାଏ।…