Browsing Tag

dhanu yatra

ଜମୁଛି ବରଗଡ ଧନୁଯାତ୍ରା: ପ୍ରଥମ ଦିନରେ ଉଗ୍ରସେନ ଗାଦିଚ୍ୟୁତ, ସିଂହାସନରେ ବସିଲେ କଂସ

ବରଗଡ଼: ମଥୁରା ନଗରୀରେ ଆରମ୍ଭ ହେଲା ମହାରାଜ କଂସଙ୍କ ରାଜୁତି । ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦଘାଟିତ ହୋଇଛି ୭୭ ତମ ବରଗଡ଼ ଧନୁଯାତ୍ରା । ବରଗଡ଼ ସହର ପାଲଟିଛି ଦ୍ବାପର ଯୁଗର ମଥୁରା ନଗରୀ । ଅମ୍ବାପାଲି ପାଲଟିଛି ଗୋପପୁର ।  ଆଉ ଜୀରା ନଦୀ ଏବେ ଯମୁନା ।  ୧୧ ଦିନ ଧରି ବିଶ୍ବର…

ଆସନ୍ତା ୩ରୁ ବରଗଡ ପାଲଟିଯିବ ମଥୁରା ନଗରୀ ଓ ଅମ୍ବାପାଲି ହେବ ଗୋପପୁର

ବରଗଡ଼: ଶ୍ରୀକୃଷ୍ଣଙ୍କୁ ହତ୍ୟା ପାଇଁ ମହାରାଜ କଂସାସୁର ରଚୁଛନ୍ତି ବ୍ୟୁହ ରଚନା । ତ୍ରିପୁର ବିଜୟୀ କଂସ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଭିତରେ ଚାଲିଛି ଜୋରଦାର ଲଢେଇ । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ଦିନ କେଇଟା ଥିବାବେଳେ ନୂଆ ନୂଆ ସଂଳାପକୁ ନେଇ ଅଭ୍ୟାସକୁ ଜୋରଦାର କରିଛନ୍ତି କଳାକାର ।…

ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପଡିବ ଯବନିକା, ଶ୍ରୀ କୃଷ୍ଣଙ୍କ ହାତରେ ବଧ ହେବେ କଂସାସୁର

ବରଗଡ଼(କେନ୍ୟୁଜ): ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପଡିବ ଯବନିକା । ଦଶମ ଦିନରେ ମଥୁରା ପହଞ୍ଚିଛନ୍ତି ବନ ବିହାରୀ । ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ଆନନ୍ଦ ଓ ଉତ୍ସାହ । ପ୍ରଭୁ ଗୋଲକ ବିହାରୀ ସୁଦାମା ମାଳି ରଜକଙ୍କ ସହ ସାକ୍ଷାତ ସହ ଅସୁନ୍ଦରୀ କୁବୁଜାଙ୍କୁ ଉଦ୍ଧାର…

ଜାନୁଆରୀ ୧୫ରୁ ବରଗଡର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ୧୧ ଦିନ ଧରି ରାଜୁତି କରିବେ ମହାରାଜ କଂସ

ବରଗଡ (କେନ୍ୟୁଜ): ଜାନୁଆରୀ ୧୫ରୁ ବରଗଡର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଚଳିତ ବର୍ଷ ୧୧ ଦିନ ଧରି ଅର୍ଥାତ ଜାନୁଆରୀ ୧୫ରୁ ଆରମ୍ଭ ହୋଇ ୨୫ ଯାଏଁ ଚାଲିବ ଏହି ଧନୁଯାତ୍ରା । ଏନେଇ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ…

ଆଜିଠୁ କଂସ ରାଜୁତି, ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଦୁଲୁକିବ ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚ

ବରଗଡ(କେନ୍ୟୁଜ୍): ଆଜିଠୁ କଂସ ରାଜୁତି । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଦୁଲୁକିବ ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚ । ପ୍ରବଳପ୍ରତାପୀ କଂସଙ୍କ ପ୍ରକୋପରେ ଥରହର ମଥୁରାନଗରୀ ପାଲଟିଥିବା ବରଗଡ ସହର । ୧୧ଦିନ ଧରି ମଥୁରାଧିପତି ମହାରାଜ କଂସଙ୍କ ରାଜୁତି ଚାଲିବ । ଅନ୍ୟପଟେ କୃଷ୍ଣଙ୍କ ପ୍ରେମରେ…

ଡିସେମ୍ବର ୨୭ରୁ ବରଗଡ ଧନୁଯାତ୍ରା: ଶ୍ରେୟସଙ୍କ ଅକାଳ ବିୟୋଗ ପରେ ବଳରାମ ଭୂମିକାରେ ନଜର ଆସିବେ କିଷନ କୁମାର

ବରଗଡ(କେନ୍ୟୁଜ୍): ବଳରାମ ହେବେ କିଷନ କୁମାର ବିର୍ତ୍ତିଆ । ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବେ ଅମ୍ବାପାଲି ଗାଁର କିଷନ କୁମାର ବିର୍ତ୍ତିଆ । ବଳରାମ ଭୂମିକା ପାଇଁ କିଷନଙ୍କୁ ଚୟନ କରାଯାଇଛି । ଶ୍ରେୟସଙ୍କ ଅକାଳ ବିୟୋଗ ପରେ ବଳରାମ ଭୂମିକା ପାଇଁ ଚୟନ…

ଆସନ୍ତା ଡିସେମ୍ବର ୨୭ରୁ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ନଭେମ୍ବର ୧୦ ସୁଦ୍ଧା କଂସ ଭୂମିକା ପାଇଁ ହେବ ଚୟନ

ବରଗଡ଼(କେନ୍ୟୁଜ୍): ଚଳିତ ବର୍ଷ ଧନୁଯାତ୍ରାରେ ଚୟନ ହେବେ କଂସ ମହାରାଜ। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକା ସହ ଅନ୍ୟାନ୍ୟ କଳାକାରଙ୍କ ହେବ ଚୟନ। ଆସନ୍ତା ଡିସେମ୍ବର ୨୭ରୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ। କଂସ…

କଂସ ରାଜାଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ଗଗନ ପବନ: ଡିସେମ୍ବର ୨୭ରୁ ଜାନୁୟାରୀ ୬ ଯାଏଁ ବିଶ୍ଵ ପ୍ରସିଦ୍ଧ ବରଗଡ…

ବରଗଡ଼(କେନ୍ୟୁଜ୍): ଚଳିତ ବର୍ଷ ଅନୁଷ୍ଠିତ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା। ଡିସେମ୍ବର ୨୭ ତାରିଖରୁ ଜାନୁୟାରୀ ୬ ତାରିଖ ଯାଏ ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ଧନୁଯାତ୍ରା। ୧୦ ଦିନ ଧରି ହେବାକୁ ଥିବା ଯାତ୍ରାରେ ବରଗଡ଼ ସହର ମଥୁରା ନଗରୀ ଏବଂ ଅମ୍ବାପାଲି ଗୋପପୁର…

କୋଭିଡ ଗାଇଡ ଲାଇନ ଅନୁସାରେ ବଡ ସମାଗମ ହୋଇପାରିବ ନାହିଁ: ସ୍ଥଗିତ ହେଲା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼(କେନ୍ଯୁଜ୍) : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସ୍ଥଗିତ । ଏ ନେଇ ବରଗଡ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ବୈଠକରେ ନିଷ୍ପତ୍ତି ହୋଇଛି । ବର୍ତ୍ତମାନର କୋଭିଡ ଗାଇଡ ଲାଇନ ଅନୁସାରେ ବଡ ସମାଗମ ହୋଇପାରିବ ନାହିଁ । ଜାନୁଆରୀ ମାସ ଗାଇଡ ଲାଇନ ଆସିଲେ ସେହି…

ଆସନ୍ତାକାଲିଠୁ ଆରମ୍ଭ ହେବ କଂସ ରାଜୁତି

ବରଗଡ଼ : ଆସନ୍ତାକାଲିଠୁ ଆରମ୍ଭ ହେବ ବରଗଡ଼ର ୭୦ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆୟୋଜନ ପାଇଁ ଚାଲିଛି ପ୍ରସ୍ତୁତି। କିଏ ରଙ୍ଗୀନ କପଡ଼ାକୁ ସିଲେଇ କରିବାରେ ବ୍ୟସ୍ତ ତ, କିଏ କାଠରେ ଫ୍ରେମ୍‌ ତିଆରି କରିବାରେ ବ୍ୟସ୍ତ। ଆଉ କିଏ କାଠ ଫ୍ରେମ୍‌ରେ କପଡ଼ା ଲଗାଇ…

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ପୋଷ୍ଟର ଓ ୱେବସାଇଟ୍‌ ଉନ୍ମୋଚନ

ବରଗଡ଼ : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ପୋଷ୍ଟର ଓ ୱେବସାଇଟ୍‌ ଉନ୍ମୋଚନ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ମହୋତ୍ସବର ସଭାପତି ଇନ୍ଦ୍ରମଣୀ ତ୍ରିପାଠୀ ପୋଷ୍ଟର ଓ ୱେବସାଇଟ୍‌କୁ ଶୁଭ ଉଦ୍‌ଘାଟନ କରିଥିଲେ। ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଧନୁଯାତ୍ରାର ସମସ୍ତ ତଥ୍ୟାବଳୀ…