Browsing Tag

dhanujatra

ଧନୁଯାତ୍ରାରୁ ନିଖୋଜ ଥିଲେ ଯୁବତୀ, ୪୮ ଘଣ୍ଟା ପରେ ଜଙ୍ଗଲରୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର

ବରଗଡ଼: ଗତ ୧୨ ତାରିଖ ସନ୍ଧ୍ୟାରେ ଧନୁଯାତ୍ରା ଦେଖିବା ପାଇଁ ଘରୁ ବାହାରି ଆସିଥିଲେ ଯୁବତୀ ଜଣକ । କିନ୍ତୁ ସେ ଜାଣିନଥିଲେ ତାଙ୍କ ସହ ଏମିତି କିଛି ଘଟିଯିବ ବୋଲି । ଧନୁଯାତ୍ରା ବୁଲି ଦେଖୁ ଦେଖୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ହେଲେ ଝିଅକୁ ପାଇନଥିଲେ । ପରେ…

ଧନୁଯାତ୍ରା କାରଣରୁ ବେଶ ପ୍ରସିଦ୍ଧ ଅରିଗାଁ, ଯାତ୍ରାକୁ ବଞ୍ଚାଇ ରଖିବା ପାଇଁ ଚାଲିଛି ଚେଷ୍ଟା

ଦୀର୍ଘ ୧୧ ଦିନ ଧରି ପାଳିତ ହେଉଥିବା ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ଥିତ ଅରିଗାଁ ୨୦ ତମ ଆଞ୍ଚଳିକ ଧନୁଯାତ୍ରା ଉଦଯାପିତ ହୋଇଯାଇଛି । ଆଧ୍ୟାତ୍ମିକ ପରିବେଶ ସହ ପୂର୍ବ ପରମ୍ପରା ରୀତିନୀତି ଅନୁସାରେ କୃଷ୍ଣ ବଳରାମଙ୍କ ସମସ୍ତ ଲୀଳା ଖେଳ ସହ କଂସ ମହାରାଜାଙ୍କ ବଧ ପର୍ୟ୍ୟନ୍ତ ସମସ୍ତ…

ଉଦଘାଟିତ ହେଲା ୭୭ ତମ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ : ଉଦଘାଟିତ ହେଲା ୭୭ ତମ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ୧୧ ଦିନ ଧରି ବିଶ୍ବର ସର୍ବବୃହତ ମୁକ୍ତାକାଶ ରଂଗ ମଞ୍ଚରେ ଧନୁଯାତ୍ରା । ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।  ଅତାବିରା…

ଗୋପପୁର ଧନୁଯାତ୍ରାର ପଞ୍ଚମ ଦିନରେ ଗୋପିଙ୍କ ସହିତ ଲିଳା କଲେ ଭଗବାନ ଶ୍ରୀକୃଷ୍ଣ

ଝାରସୁଗୁଡ଼ା : କୃଷ୍ଣ ଜନ୍ମ ପରେ ଗୋପପୁରରେ ଧୁମଧାମରେ ନନ୍ଦୋତ୍ସବ ପାଳନ ହୋଇଥିଲା। ମହାମାନୀ କଂସାସୁର ଭଗବାନ କୃଷ୍ଣଙ୍କୁ ନିଧନ କରିବା ସକାଶେ ଅଷ୍ଟମଲ୍ଲଙ୍କୁ ଗୋପପୁର ପ୍ରେରଣ କରିଥିଲେ । ସେଠାରେ ଅଷ୍ଟମଲ୍ଲଙ୍କ ନିଧନ ହୋଇଥିଲା । ପୁତନା ରାକ୍ଷସୀ, ଅଷ୍ଟମଲ୍ଲଙ୍କ ନିଧନର ଖବର ରାଜ ଦରବାରରେ…

ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼ : ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।  ୧୧ ଦିନ ଧରି ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଂଗ ମଞ୍ଚ ।  ଏନେଇ ଆଜି ସ୍ଥାପନ ହେବ ଶୁଭ ଖୁଣ୍ଟି ।  ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ଵରୀଙ୍କ ଠାରେପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ବାହାରୀ…

ନବମ ଦିନରେ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା : କୃଷ୍ଣ ବଳରାମଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଛନ୍ତି ମହାରାଜା କଂସ

ବରଗଡ଼ (କେନ୍ୟୁଜ): ଗୋପପୁର ଛାଡ଼ି ମଥୁରା ଅଭିମୁଖେ ବାହାରିଲେ କୃଷ୍ଣ ବଳରାମ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ନବମ ଦିନରେ ଦୁଇ ଭାଇ କୃଷ୍ଣ- ବଳରାମଙ୍କୁ ସାଙ୍ଗରେ ନେଇ କଂସ ମହାରାଜଙ୍କ ମନ୍ତ୍ରୀ ଅକୃର ମଥୁରା ନଗରୀ ଅଭିମୁଖେ ଯାତ୍ରା କରିଛନ୍ତି । କୃଷ୍ଣ ବଳରାମଙ୍କୁ ହତ୍ୟା…

ଅଷ୍ଟମ ଦିବସରେ ବରଗଡ଼ ଧନୁଯାତ୍ରା, ସମ୍ପନ୍ନ ହୋଇଛି ରାଧା କୃଷ୍ଣଙ୍କ ନାବକେଳୀ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅଷ୍ଟମ ଦିବସରେ ଗୋପରେ କୃଷ୍ଣମୟ ପରିବେଶ । ଗୋଟିଏ ପରେ ଗୋଟିଏ ଲୀଳା ଦେଖାଇ ମନ ମୋହୁଛନ୍ତି କାଳିଆ ସୁନା । ଏସବୁ ଭିତରେ ସମ୍ପନ୍ନ ହୋଇଛି ରାଧା କୃଷ୍ଣଙ୍କ ନାବକେଳୀ । ଏହି ମନୋରମ ଦୃଶ୍ୟ ଦେଖିବାକୁ ବରଗଡ଼ ମନାବନ୍ଧରେ ଜମିଥିଲା ହଜାର ହଜାର…

ସପ୍ତମ ଦିନରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ମୃତ୍ୟୁ ଭୟରେ ଆତଙ୍କିତ ତ୍ରିପୁର ବିଜୟୀ କଂସାସୁର

ସୀମା ଲଂଘିଲା ମୃତ୍ୟୁ ଭୟ । ଶୂନ୍ୟବାଣୀକୁ ବିଫଳ କରିବାକୁ ମହାରାଜ କଂସ ଡକାଇଲେ ରଙ୍ଗ ସଭା । ବିଭିନ୍ନ ରାଜ୍ୟର ରାଜାଙ୍କୁ ଭେଟି କୃଷ୍ଣଙ୍କୁ ହତ୍ୟା କରିବାକୁ କଲେ ଗୋଟି ଚାଳନା । ସେପଟେ ନଟଖଟିଆ କାହ୍ନାର ଡୋରୀରେ ବନ୍ଧା ସାରା ଗୋପପୁର । ଗୋପୀଙ୍କ ବସ୍ତ୍ର ହରଣ ଭଳି ଗୋଟିଏ ପରେ ଗୋଟିଏ…

ଜମୁଛି ବରଗଡ ଧନୁଯାତ୍ରା, ଚତୁର୍ଥ ଦିନରେ ଗୋପପୁରରେ କୃଷ୍ଣଙ୍କ ହାତରେ ରାକ୍ଷସ-ରାକ୍ଷସୀ ବଦ୍ଧ

ବରଗଡ଼ (କେନ୍ୟୁଜ): ଜମୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେଉଛି କୃଷ୍ଣ ଲୀଳା । ଗତକାଲି ଥିଲା ଧନୁଯାତ୍ରାର ଚତୁର୍ଥ ଦିନ । ପୃଥିବୀକୁ ଥରହର କରୁଥିବା ମହାରାଜ କଂସ ଆଜି ନିଜେ ବିଚଳିତ । ଆଖିକୁ ନିଦ ନାହଁ । ଭୋକ ଶୋଷ କୁଆଡେ…

କଣ ଘଟିଗଲା? ଖେଳୁଥିବା ସମୟରେ ପଡିଯାଇ ଆଖି ବୁଜିଲେ ବରଗଡ଼ ଧନଯାତ୍ରାର କୁନି କଳାକାର ବଳରାମ

ବରଗଡ଼(କେନ୍ୟୁଜ୍): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପୂର୍ବରୁ ଦୁଃଖଦ ଖବର । ଅକାଳରେ ଚାଲିଗଲେ ବଳରାମ ଭୂମିକାରେ ଅଭିନୟ କରୁଥିବା କଳାକାର ଶ୍ରେୟସ ପୂଜାରୀ । ଧନୁଯାତ୍ରାର କୁନି କଳାକାର ଶ୍ରେୟସ ପୂଜାରୀଙ୍କ ଦେହାନ୍ତ ହୋଇଛି । ନିଜ ଗାଁ ଅମ୍ବାପାଲୀରେ ଖେଳୁଥିଲାବେଳେ ସେ ପଡ଼ି ଯାଇଥିଲେ ।…

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ

ବରଗଡ଼(କେନ୍ୟୁଜ୍):କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ । ୪୧ ଜଣ କଳାକାରଙ୍କୁ ପଛରେ ପକାଇ କଂସ ପାଇଁ ଚୟନ ହୋଇଛନ୍ତି ହୃଷିକେଷ । କଳାକାର ଚୟନ କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା…

ବରଗଡ: ଏବର୍ଷ ଶୁଭିବନି କଂସ ମହାରାଜଙ୍କ ହସ ଆଉ ଡାଇଲଗ୍‌, ବନ୍ଦ ହେଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ବରଗଡ(କେନ୍ୟୁଜ୍): ଏବର୍ଷ ଶୁଭିବନି କଂସ ମାମୁଁର ଅଟ୍ଟହାସ୍ୟ। ପ୍ରକମ୍ପିତ ହେବନି ଗଗନ ପବନ। ଶୂନଶାନ ହୋଇଯିବ ଧନୁଯାତ୍ରା ପେଣ୍ଡାଲ। ପ୍ରଥମ ଥର ପାଇଁ ବିଶ୍ବପ୍ରସିଦ୍ଧ ମୁକ୍ତକାଶ ରଙ୍ଗ ମଞ୍ଚ ‘ଧନୁଯାତ୍ରା’କୁ ବନ୍ଦ କରଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ…