ସାମ୍ନାକୁ ଆସିଲା ଧନୁଷଙ୍କ ଫିଲ୍ମ ‘ରାୟନ’ର ଦ୍ୱିତୀୟ ଦିନ କଲେକ୍ସନ୍, ଦର୍ଶକଙ୍କ ଠାରୁ ମିଳୁଛି ଭିନ୍ନ…
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଧନୁଷଙ୍କ ଜବରଦସ୍ତ ଆକ୍ସନ୍ ଫିଲ୍ମ 'ରାୟନ' ରିଲିଜ୍ ହେବା ଠାରୁ ଚର୍ଚ୍ଚାରେ ରହିଛି । ଅନେକ ଦିନ ହେବ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଗୁଜବ ସୃଷ୍ଟି ହୋଇଥିଲା । ୧୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ସାଉଥ୍ ଫିଲ୍ମରେ ଧନୁଷ ପୁଣି ଥରେ ତାଙ୍କ…