Browsing Tag

dharana

ଧାରଣାରେ ବନ କର୍ମଚାରୀ, ଅବସରକୁ ମାତ୍ର ବର୍ଷେ ଥିବାବେଳେ ଏଯାଏ ମିଳିଲାନି ସରକାରୀ କର୍ମଚାରୀର ମାନ୍ୟତା

ଚାନ୍ଦବାଲି(କେନ୍ୟୁଜ୍): ଧାରଣାରେ ବସିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଜଣେ ବନ କର୍ମଚାରୀ । ନିଜର ଜୀବନ ଓ ଜୀବିକା ପାଇଁ ଦିର୍ଘ ୪୦ ବର୍ଷ ଧରି ଚାକିରି କରିବା ପରେ ବି ସରକାରୀ କର୍ମଚାରୀ ମାନ୍ୟତା ନପାଇବାରୁ ସେ ଏହି ଧାରଣାରେ ବସିଛନ୍ତି । ଚାକିରି ମାତ୍ର ଗୋଟିଏ ବର୍ଷ ଥିବା ବେଳେ ସେ…

ଶୁକୃଳି ବ୍ଳକ କାର୍ଯ୍ୟାଳୟରେ ପଡିଲା ତାଲା, ଧାରଣାରେ ବସିଲେ ବ୍ଳକର ସମସ୍ତ ନିର୍ବାଚିତ ପ୍ରତିନିଧି

କରଞ୍ଜିଆ: ଶୁକୃଳି ବ୍ଳକ କାର୍ଯ୍ୟାଳୟରେ ପଡିଲା ତାଲା । ବିଭିନ୍ନ ଦାବି ସହିତ ବ୍ଳକ BDOଙ୍କୁ ତୁରନ୍ତ ରିଲିଫ ଦାବିରେ ବ୍ଳକ କାର୍ଯ୍ୟାଳୟ ସମତେ ମୁଖ୍ୟ ଗେଟରେ ତାଲା ପକେଇଲେ ବିଜେଡି ଦଳର ବ୍ଲକ ଅଧ୍ୟକ୍ଷା । ଏଥି ସହିତ ବ୍ଲକ ସମ୍ମୁଖରେ ଧାରଣାରେ ବସିଲେ ବ୍ଳକର ସମସ୍ତ ନିର୍ବାଚିତ ପ୍ରତିନିଧି ।…

ବେଙ୍ଗାଲୁରୁ : ବକେୟା ଦରମା ଦେବା ଦାବିରେ ଧାରଣାରେ ୪୦୦ରୁ ଅଧିକ ଓଡିଆ ମହିଳା କର୍ମଚାରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ପାଲିଆ ଓଁମ୍ ଶକ୍ତି ଲେଆଉଟ୍ ୟୁନିଟ୍-୪ଠାରେ ଥିବା  ପୁନିତ୍ କ୍ରିଏସନ୍ ଗର୍ମେଣ୍ଟ କମ୍ପାନୀ ସମ୍ମୁଖରେ କର୍ମଚାରୀଙ୍କ ଧାରଣ । ବକେୟା ଦରମା ଓ କମ୍ପାନୀ ବନ୍ଦ ନେଇ ଧାରଣା ଦେଇଛନ୍ତି ୪୦୦ରୁ ଅଧିକ ଓଡିଆ ମହିଳା କର୍ମଚାରୀ। ଦୀର୍ଘ ୮ଦିନ ହେବ କମ୍ପାନୀ ବନ୍ଦ…