Browsing Tag

dharmasala

ଯାଜପୁରର ପ୍ରସିଦ୍ଧ ୧୮ତମ ଧର୍ମଶାଳା ମହୋତ୍ସବ ଉଦ୍‌ଘାଟିତ

ଯାଜପୁର(କେନ୍ୟୁଜ୍):ଯାଜପୁରର ପ୍ରସିଦ୍ଧ ୧୮ତମ ଧର୍ମଶାଳା ମହୋତ୍ସବ ଉଦ୍‌ଘାଟିତ । ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ମହୋତ୍ସବକୁ ଉଦଘାଟନ କରିଥିଲେ । ଧର୍ମଶାଳା ମାଟିରେ ଅନେକ ଇତିହାସ ଲୁଚି ରହିଥିବା ବେଳେ ଏହାର ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି…

ଧର୍ମଶାଳା ସିଡ଼ିପିଓଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ (ସିଡ଼ପିଓ)ଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ। ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା।ଆଜି ସକାଳ ପ୍ରାୟ ୮.୩୦ମି ସମୟରେ ସିଡିପିଓଙ୍କ କାର୍ଯ୍ୟାଳୟରୁ…

ଧର୍ମଶାଳା ନିକଟରୁ ଉଦ୍ଧାର ହେଲା ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ, ସେ ଜଣେ ଶ୍ରମିକ ହୋଇଥିବା ସୂଚନା

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକାସ୍ଥିତ ଜେମାଶୁଣୀ ପୀଠ ନିକଟରୁ ପୁଲିସ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତବ୍ୟକ୍ତିଙ୍କ ପରିଚୟ ମିଳି ନଥିବା ବେଳେ ସେ ଜଣେ ଶ୍ରମିକ ଶ୍ରେଣୀର ହୋଇଥିବା ଅନୁମାନ କରାଯାଉଛି । ଜେମାଶୁଣୀସ୍ଥିତ ଏକ ପୂଜା…

ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବାକୁ ଧର୍ମଶାଳା ପୋଲିସର ଫ୍ଲାଗମାର୍ଚ୍ଚ

ଯାଜପୁର (କେନ୍ୟୁଜ): ଆସନ୍ତା ୧୬ତାରିଖରେ ଯାଜପୁର ଜିଲ୍ଲା ଧର୍ମଶାଳାରେ ପ୍ରଥମ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା…

ବେଆଇନ ଗଞ୍ଜେଇ ବେପାରର ପର୍ଦ୍ଦାଫାସ କଲା ଧର୍ମଶାଳା ପୋଲିସ: ୫୫କେଜି ଗଂଜେଇ ସହ ୭ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୨…

ଯାଜପୁର (କେନ୍ୟୁଜ): ବେଆଇନ ଗଂଜେଇ ବ୍ୟବସାୟର ପର୍ଦ୍ଦାଫାସ କଲା ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ । ଧର୍ମଶାଳା ଥାନା କୁମାରୀ ଗାଁରେ ଚଢାଉ କରି ୫୫କେଜି ଗଂଜେଇ ଜବତ ସହ ନଗଦ ୭ଲକ୍ଷ ୫୧ହଜାର ୨୧୦ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି । ଏଥିସହ ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ବ୍ୟବସାୟୀ…

ଯାଜପୁର: ଧର୍ମଶାଳା ପୋଲିସ ପଞ୍ଝାରେ ୩ ହାଇୱେ ଲୁଟେରା, ବନ୍ଧୁକ ସହ ବାଇକ ଓ ମୋବାଇଲ ଜବତ

ଯାଜପୁର (କେନ୍ୟୁଜ): ଧର୍ମଶାଳା ପୋଲିସ ଏକ ଲୁଟ ଘଟଣାର ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ ଟି ଦେଶୀ ବନ୍ଧୁକ, ଗୋଟିଏ ବାଇକ ଓ ୫ଗୋଟି ମୋବାଇଲ ଜବତ କରିଛି । ସୂଚନା ମୁତାବକ ଗତ ୧୬ ତାରିଖ ରାତି ପ୍ରାୟ ୧୦ ଟା ସମୟରେ କାଏମା- ରମାପୁର ନଦୀବନ୍ଧ ରାସ୍ତାର…

ଯାଜପୁର:ଧର୍ମଶାଳା ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ

ଯାଜପୁର(କେନ୍ୟୁଜ୍):  ଯାଜପୁର ଜିଲ୍ଲା ଧର୍ମଶାଳା ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ କୋଭିଡରେ ସଂପୃକ୍ତ ରୋଗୀଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ମୃତକ ହେଲେ ଜେନାପୁର…

ପୁଅର ଅନଲାଇନ ପାଠପଢା ପାଇଁ ନିଜର ଏକମାତ୍ର ସମ୍ବଳକୁ ବିକିଦେଲେ ବାପା, କିଣିଲେ ସ୍ମାର୍ଟଫୋନ

ଦୁନିଆରେ ସବୁ ମିଛ ଗୋଟିଏ ସତ, ବାପା ମାଆ । ଏମାନଙ୍କ ଭଳି କେହି ହେବେନି । ପିଲାଙ୍କ ଅନଲାଇନକ୍ଲାସ ପାଇଁ ମୋବାଇଲ କିଣିବାକୁ ନିଜର ଏକମାତ୍ର ରୋଜଗାର ପନ୍ଥା ଗାଈଟିକୁ ବିକ୍ରି କରିଦେଲେ ମାତା ପିତା । ୟା ଠୁ ବଡ଼ ଉଦାହରଣ କଣ ହେଇପାରେ? ଯିଏ ଖଟୁଛି , ଯିଏ ଦରିଦ୍ର ଅବସ୍ଥା ଭୋଗୁଛି ସିଏ…

ଧର୍ମଶାଳା ପୋଲିସର ଅଭିନବ ପ୍ରୟାସ, କର୍ମଚାରୀଙ୍କ ସହ ସାଇକେଲ ଚଢି ଲୋକଙ୍କୁ କଲେ ସଚେତନ

ଯାଜପୁର (କେନ୍ୟୁଜ) ଲକଡାଉନକୁ ସଫଳ କରିବା ପାଇଁ ପୋଲିସ ପ୍ରଶାସନ ଦିନ ରାତି ଏକ କରିଦେଇଛି । ଆଇନଶୃଙ୍ଖଳାର ତଦାରଖ କରିବା ସହ ଲୋକମାନଙ୍କୁ ସଚେତନ କରାଇବା ଓ ସେମାନଙ୍କର ସୁରକ୍ଷା ମଧ୍ୟ ସେମାନଙ୍କ ଦାୟିତ୍ୱ । ଏଭଳିସ୍ଥଳେ ଲକଡାଉନ ସମୟରେ କିଛି ଅମାନିଆଙ୍କ ପାଇଁ ପୋଲିସ ପ୍ରଶାସନ କଠୋର…

୩୭ ଆଦିବାସୀ ପରିବାରଙ୍କ ଦୁଃଖ ବୁଝିଲେ ଧର୍ମଶାଳା ତହସିଲଦାର, ଯୋଗାଇ ଦେଲେ ଅଟା, ଜାଇ, ତେଲ, ସୁଜି, ଚୁଡା, ଚିନି ଓ…

ଯାଜପୁର (କେନ୍ୟୁଜ୍‌): କରୋନା ସହ ଏବେ ସାରା ରାଜ୍ୟ ଲଢୁଛି । ଲକ ଡାଉନ ପରିସ୍ଥିତି ଜାରି । ଏଭଳି ସ୍ଥଳେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ । ଲକଡାଉନ ଯୋଗୁ କାମଧନ୍ଦା ବନ୍ଦ ଥିବାରୁ ସେମାନେ ଘରୁ ବାହାରି ନପାରିବା ସହ ଭୋକ ଉପାସରେ ଦିନ କାଟୁଛନ୍ତି…

ରାଜସ୍ୱ ଆଦାୟ କ୍ଷେତ୍ରରେ ଧର୍ମଶାଳା ତହସିଲ ଯାଜପୁର ଜିଲ୍ଲାରେ ପ୍ରଥମ, ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ରାଜସ୍ୱ ଆଦାୟ କରି…

ଯାଜପୁର (କେନ୍ୟୁଜ୍‌): କରୋନା ପ୍ରଭାବରେ ପ୍ରଭାବିତ ହୋଇନାହିଁ ରାଜସ୍ୱ ବିଭାଗ । ରାଜସ୍ୱ ଆଦାୟ କ୍ଷେତ୍ରରେ ଧର୍ମଶାଳା ତହସିଲ ଯାଜପୁର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଲକ୍ଷଧାର୍ଯ୍ୟ ଠାରୁ ଅଧିକ ରାଜସ୍ୱ ଆଦାୟ କରି ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ଧର୍ମଶାଳା ତହସିଲକୁ…

ଦକ୍ଷିଣ ଆଫ୍ରିକା ସହ ଏକଦିବସୀୟ ମ୍ୟାଚ ପୂର୍ବରୁ ଚେତାବନୀ ଦେଲା ପ୍ରଶାସନ, କରୋନା ହେଲେ ଆମେ ଦାୟୀ ହେବୁ ନାହିଁ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମ୍ୟାଚ ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ଅରାଜି ଥିବା ବେଳେ ବିସିସିଆଇ କିନ୍ତୁ ନିକ ନିଷ୍ପତ୍ତିରେ ଅଟଳ ରହିଛି । କରୋନା ଭାଇରସକୁ ନେଇ ଜିଲ୍ଲା ପ୍ରଶାସନ,…