ରେକର୍ଡ କଲେ ଜେମ୍ସ ଆଣ୍ଡରସନ, ୭୦୦ ଓ୍ଵିକେଟ ଟେଷ୍ଟ କ୍ଲବରେ ହେଲେ ସାମିଲ
ଧର୍ମଶାଳା ଟେଷ୍ଟରେ ରେକର୍ଡ କଲେ ଜେମ୍ସ ଆଣ୍ଡରସନ୍ । ୭୦୦ ୱିକେଟ ଟେଷ୍ଟ କ୍ଲବରେ ସାମିଲ ହେଲେ ଇଂଲଣ୍ଡ ଫାଷ୍ଟ ବୋଲର ଆଣ୍ଡରସନ୍ । ଭାରତ ବିପକ୍ଷରେ ଧର୍ମଶାଳା ଟେଷ୍ଟର ତୃତୀୟ ଦିନରେ କୁଲଦୀପ ଯାଦବଙ୍କୁ ଆଉଟ୍ କରି ଏହି ରେକର୍ଡ କରିଛନ୍ତି । ମୁଥେୟା ମୁରଲୀଧରନ ଓ ସେନ୍ ୱାର୍ଣ୍ଣଙ୍କ ପରେ ୭୦୦…