Browsing Tag

dharmasala

ଯାଜପୁର: ଧର୍ମଶାଳା ପୋଲିସ ପଞ୍ଝାରେ ୩ ହାଇୱେ ଲୁଟେରା, ବନ୍ଧୁକ ସହ ବାଇକ ଓ ମୋବାଇଲ ଜବତ

ଯାଜପୁର (କେନ୍ୟୁଜ): ଧର୍ମଶାଳା ପୋଲିସ ଏକ ଲୁଟ ଘଟଣାର ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ ଟି ଦେଶୀ ବନ୍ଧୁକ, ଗୋଟିଏ ବାଇକ ଓ ୫ଗୋଟି ମୋବାଇଲ ଜବତ କରିଛି । ସୂଚନା ମୁତାବକ ଗତ ୧୬ ତାରିଖ ରାତି ପ୍ରାୟ ୧୦ ଟା ସମୟରେ କାଏମା- ରମାପୁର ନଦୀବନ୍ଧ ରାସ୍ତାର…

ଯାଜପୁର:ଧର୍ମଶାଳା ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ

ଯାଜପୁର(କେନ୍ୟୁଜ୍):  ଯାଜପୁର ଜିଲ୍ଲା ଧର୍ମଶାଳା ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ କୋଭିଡରେ ସଂପୃକ୍ତ ରୋଗୀଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ମୃତକ ହେଲେ ଜେନାପୁର…

ପୁଅର ଅନଲାଇନ ପାଠପଢା ପାଇଁ ନିଜର ଏକମାତ୍ର ସମ୍ବଳକୁ ବିକିଦେଲେ ବାପା, କିଣିଲେ ସ୍ମାର୍ଟଫୋନ

ଦୁନିଆରେ ସବୁ ମିଛ ଗୋଟିଏ ସତ, ବାପା ମାଆ । ଏମାନଙ୍କ ଭଳି କେହି ହେବେନି । ପିଲାଙ୍କ ଅନଲାଇନକ୍ଲାସ ପାଇଁ ମୋବାଇଲ କିଣିବାକୁ ନିଜର ଏକମାତ୍ର ରୋଜଗାର ପନ୍ଥା ଗାଈଟିକୁ ବିକ୍ରି କରିଦେଲେ ମାତା ପିତା । ୟା ଠୁ ବଡ଼ ଉଦାହରଣ କଣ ହେଇପାରେ? ଯିଏ ଖଟୁଛି , ଯିଏ ଦରିଦ୍ର ଅବସ୍ଥା ଭୋଗୁଛି ସିଏ…

ଧର୍ମଶାଳା ପୋଲିସର ଅଭିନବ ପ୍ରୟାସ, କର୍ମଚାରୀଙ୍କ ସହ ସାଇକେଲ ଚଢି ଲୋକଙ୍କୁ କଲେ ସଚେତନ

ଯାଜପୁର (କେନ୍ୟୁଜ) ଲକଡାଉନକୁ ସଫଳ କରିବା ପାଇଁ ପୋଲିସ ପ୍ରଶାସନ ଦିନ ରାତି ଏକ କରିଦେଇଛି । ଆଇନଶୃଙ୍ଖଳାର ତଦାରଖ କରିବା ସହ ଲୋକମାନଙ୍କୁ ସଚେତନ କରାଇବା ଓ ସେମାନଙ୍କର ସୁରକ୍ଷା ମଧ୍ୟ ସେମାନଙ୍କ ଦାୟିତ୍ୱ । ଏଭଳିସ୍ଥଳେ ଲକଡାଉନ ସମୟରେ କିଛି ଅମାନିଆଙ୍କ ପାଇଁ ପୋଲିସ ପ୍ରଶାସନ କଠୋର…

୩୭ ଆଦିବାସୀ ପରିବାରଙ୍କ ଦୁଃଖ ବୁଝିଲେ ଧର୍ମଶାଳା ତହସିଲଦାର, ଯୋଗାଇ ଦେଲେ ଅଟା, ଜାଇ, ତେଲ, ସୁଜି, ଚୁଡା, ଚିନି ଓ…

ଯାଜପୁର (କେନ୍ୟୁଜ୍‌): କରୋନା ସହ ଏବେ ସାରା ରାଜ୍ୟ ଲଢୁଛି । ଲକ ଡାଉନ ପରିସ୍ଥିତି ଜାରି । ଏଭଳି ସ୍ଥଳେ ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି ଦିନ ମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ । ଲକଡାଉନ ଯୋଗୁ କାମଧନ୍ଦା ବନ୍ଦ ଥିବାରୁ ସେମାନେ ଘରୁ ବାହାରି ନପାରିବା ସହ ଭୋକ ଉପାସରେ ଦିନ କାଟୁଛନ୍ତି…

ରାଜସ୍ୱ ଆଦାୟ କ୍ଷେତ୍ରରେ ଧର୍ମଶାଳା ତହସିଲ ଯାଜପୁର ଜିଲ୍ଲାରେ ପ୍ରଥମ, ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ରାଜସ୍ୱ ଆଦାୟ କରି…

ଯାଜପୁର (କେନ୍ୟୁଜ୍‌): କରୋନା ପ୍ରଭାବରେ ପ୍ରଭାବିତ ହୋଇନାହିଁ ରାଜସ୍ୱ ବିଭାଗ । ରାଜସ୍ୱ ଆଦାୟ କ୍ଷେତ୍ରରେ ଧର୍ମଶାଳା ତହସିଲ ଯାଜପୁର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଲକ୍ଷଧାର୍ଯ୍ୟ ଠାରୁ ଅଧିକ ରାଜସ୍ୱ ଆଦାୟ କରି ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ଧର୍ମଶାଳା ତହସିଲକୁ…

ଦକ୍ଷିଣ ଆଫ୍ରିକା ସହ ଏକଦିବସୀୟ ମ୍ୟାଚ ପୂର୍ବରୁ ଚେତାବନୀ ଦେଲା ପ୍ରଶାସନ, କରୋନା ହେଲେ ଆମେ ଦାୟୀ ହେବୁ ନାହିଁ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମ୍ୟାଚ ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ଅରାଜି ଥିବା ବେଳେ ବିସିସିଆଇ କିନ୍ତୁ ନିକ ନିଷ୍ପତ୍ତିରେ ଅଟଳ ରହିଛି । କରୋନା ଭାଇରସକୁ ନେଇ ଜିଲ୍ଲା ପ୍ରଶାସନ,…

ମନ ଜିଣିଗଲେ ସାମ୍ବାଦିକ, ହଜିଥିବା ଏକ ଦାମୀ ମୋବାଇଲକୁ ପାଇ ଫେରସ୍ତ କଲେ ଧର୍ମଶାଳାର ସାମ୍ବାଦିକ କିଶୋର କୁମାର ରାଉତ

ଯାଜପୁର(କେନ୍ୟୁଜ): ଅନେକ ସମୟରେ ଦେଖାଯାଏ ଯେ କିଛି ଲୋକ ଲୋଭର ବଶବର୍ତ୍ତୀ ହୋଇ ମାନବିକତାକୁ ମାରିଦିଅନ୍ତି।। ନିଜର ନ୍ୟସ୍ତ ସ୍ୱାର୍ଥ ପାଇଁ ଅନ୍ୟର ତଣ୍ଟି ଚିପିବାକୁ ମଧ୍ୟ ପଛାନ୍ତି ନାହିଁ। ହେଲେ ଆଜି ବି ଏମିତି ଲୋକ ଅଛନ୍ତି ନିଜର ମାନବିକତାକୁ ଶ୍ରେଷ୍ଠ ସମ୍ପତି ଭାବି ନିଃସ୍ୱାର୍ଥପର…

 ଯାଜପୁର: ହାଇଟେକ୍ ହାଟରେ ପରିଣତ ହେବ ଧର୍ମଶାଳାର ସାପ୍ତାହିକ ହାଟ, ଚାଷୀମାନଙ୍କ ସୁବିଧା ପାଇଁ ନିଆଯାଉଛି ପଦକ୍ଷେପ

 ଯାଜପୁର (କେନ୍ୟୁଜ):  ଯାଜପୁର ଜିଲ୍ଲା ଧର୍ମଶାଳା ହାଟ ହେଉଛି ସର୍ବପୁରାତନ । ଏହି ସାପ୍ତାହିକ ହାଟକୁ ଏକ ହାଇଟେକ ହାଟରେ ପରିଣତ କରିବାକୁ ନିଆଯାଉଛି ପଦକ୍ଷେପ । ଏନେଇ ଆଜି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ହାଟ ଅଂଚଳ ପରିଦର୍ଶନ…

ଉଦ୍‌ଘାଟିତ ହେଲା ଯାଜପୁରର ଧର୍ମଶାଳା ମହୋତ୍ସବ, ସୃଷ୍ଟି କଲା ବାଲିଯାତ୍ରା ମହୋତ୍ସବର ଭ୍ରମ

ଯାଜପୁର(କେନ୍ୟୁଜ): ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‌ଘାଟିତ ହୋଇଯାଇଛି ଯାଜପୁର ଜିଲ୍ଲାର ଧର୍ମଶାଳା ମହୋତ୍ସବ । କଳା, ଐତିହ୍ୟ ଓ ପ୍ରତିଭାର ମହାମିଳନ ହେଉଛି ଏହି ମହୋତ୍ସବ । ଆଜି ସଂଧ୍ୟାରେ ପଂଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ।…

ଯାଜପୁର: ଦୀର୍ଘ ୩୬ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ, ଗୁରୁମାନଙ୍କୁ ଦେଲେ ସମ୍ବର୍ଦ୍ଧନା

ଯାଜପୁର (କେନ୍ୟୁଜ): ଦୀର୍ଘ ୩୬ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ। ଅତୀତର ସ୍ମୃତିକୁ କଲେ ରୋମନ୍ଥନ। ଖାଲି ସେତିକି ନୁହେଁ ସେହି ସମୟରେ ପାଠ ପଢ଼ାଉଥିବା ସ୍କୁଲର ଶିକ୍ଷକମାନଙ୍କୁ ନିମନ୍ତ୍ରଣ କରି ପୂଜ୍ୟପୂଜାର ସମ୍ମାନକୁ ରକ୍ଷା କରିଛନ୍ତି। ଦୀର୍ଘ ବର୍ଷ ପରେ ଗୁରୁମାନଙ୍କୁ…

ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଟି ସଦସ୍ୟ, ରୋଗୀଙ୍କୁ ପଚାରି ବୁଝିଲେ ଚିକିତ୍ସାର ସୁବିଧା ଓ ଅସୁବିଧା

ଯାଜପୁର(କେନ୍ୟଜ୍):  ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଟି ଟିମ। ମେଡିକାଲ ଏଜୁକେସନ ଟ୍ରେନିଙ୍ଗ ଯୁଗ୍ମ ନିର୍ଦେଶକ ଅନିଲ କୁମାର ସାହୁଙ୍କ ନେତୃତ୍ୱରେ ଏକ ୩ଜଣିଆ ପ୍ରତିନିଧି ଦଳ ଅଚାନକ ଆଜି ମେଡିକାଲ ପରିଦର୍ଶନ କରିଛନ୍ତି।  ପ୍ରଥମେ ମେଡିକାଲରେ ଆଡ଼ମିଟ ହୋଇଥିବା ରୋଗୀମାନଙ୍କ…