dharmendra pradhan

ରେଙ୍ଗାଳି ବିସ୍ଥାପିତଙ୍କ ପାଇଁ ଘୋଷିତ କ୍ଷତିପୂରଣ ରାଶି ଓ ସ୍ଥାୟୀ ପଟ୍ଟା ପ୍ରଦାନ ସହ ଗ୍ରାମକୁ ‘ରାଜସ୍ୱ ଗ୍ରାମ’ର ମାନ୍ଯତା ଦିଆଯାଉ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୂର୍ବରୁ…

12 months ago

ଲୋକସଭା ନିର୍ବାଚନ ଲଢ଼ିବେ ଦୁଇ କେନ୍ଦ୍ରମନ୍ତ୍ରୀ, ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କ ସୂଚନା

କେନ୍ୟୁଜ୍(ବ୍ୟୁରୋ): ଲୋକସଭା ନିର୍ବାଚନ ଲଢ଼ିବେ ଦୁଇ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଶ୍ଚିତ ନିର୍ବାଚନ ଲଢ଼ିବେ, ଏଥିରେ ସନ୍ଦେହ ନାହିଁ । କେଉଁଠାରୁ ସେ ନିର୍ବାଚନ…

1 year ago

‘କୁଇ ତଥା ଦେଶୀଆ’ ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ ପାଇଁ ଗଠନ ହେଲା ୧୦ ଜଣିଆ କମିଟି,ଶିକ୍ଷାଦାନ ଓ ଶିକ୍ଷା ଆହରଣ କରାଇବା ଲକ୍ଷ୍ୟ

କେନ୍ୟୁଜ୍(ବ୍ୟୁରୋ): 'କୁଇ ତଥା ଦେଶୀଆ' ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବା ପାଇଁ ଏନସିଇଆରଟିର ୧୦ ଜଣିଆ କମିଟି ଗଠନ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

1 year ago

କୋଟିଆ ମାଟିରେ ପଶିପାରିବନି ଆନ୍ଧ୍ର, କଡ଼ା ଚେତାବନୀ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ): କୋଟିଆ ଓଡିଶାର, ଆନ୍ଧ୍ରର ନୁହେଁ। କୋଟିଆ ମାଟିରେ ଆନ୍ଧ୍ରପ୍ରଦେଶର ବଳପୂର୍ବକ ପ୍ରବେଶକୁ କଡ଼ା ଜବାବ ଦିଆଯିବ। ଉତ୍କଳ ଦିବସରେ କୋରାପୁଟ ଜିଲ୍ଲାର କୋଟିଆ ଗସ୍ତ କରି…

1 year ago

ଝାରସୁଗୁଡ଼ାର ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (କେନ୍ୟୁଜ): ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାରୁସୁଗୁଡ଼ାର ଗୋଁଣ୍ଡୱାନ ଛକକୁ 'ବୀର କରୁଣାକର ସିଂହ ନାଏକ…

1 year ago

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର (କେନ୍ୟୁଜ): ମହାନ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡା ସମେତ ସମ୍ବଲପୁର ଓ ଦେବଗଡ ଜିଲ୍ଳାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର…

1 year ago

ପଦ୍ମପୁରରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍, କହିଲେ -ପଦ୍ମପୁରରେ ବାସୀଙ୍କୁ କେବଳ ପ୍ରତିଶ୍ରୁତି ଦେଉଛି ବିଜେଡ଼ି

ଭୁବନେଶ୍ୱର (କେନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁରକୁ ଜିଲ୍ଲା କରିବାର ପ୍ରତିଶ୍ରୁତି ଏବେ ବି ଘୋଷଣାରେ ସୀମିତ । ଜିଲ୍ଲା ଘୋଷଣା କରିବାର ନିର୍ଦ୍ଧାରିତ ତାରିଖ ନ କହିବା ପଦ୍ମପୁରବାସୀଙ୍କ…

1 year ago

ଧର୍ମେନ୍ଦ୍ର ପ୍ରଧାନ ପଞ୍ଚାୟତିରାଜ ସମ୍ପର୍କରେ ଦେଇଥିବା ମନ୍ତବ୍ୟର ପାଲଟା ଜବାବ ରଖିଲା ବିଜେଡି, ସସ୍ମିତ କହିଲେ ଏପରି

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଞ୍ଚାୟତିରାଜ ସମ୍ପର୍କରେ ଦେଇଥିବା ମନ୍ତବ୍ୟର ପାଲଟା ଜବାବ ରଖିଲା ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରୀ ଅଛନ୍ତି…

1 year ago

ଢେଙ୍କାନାଳରେ ପର୍ଯ୍ୟଟନର ଭିତ୍ତିଭୂମିର ବିକାଶ ପାଇଁ  କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରିବାକୁ ଅନୁରୋଧ

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ଢେଙ୍କାନାଳରେ ପର୍ଯ୍ୟଟନର ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରିବାକୁ ଅନୁରୋଧ କଲେ…

1 year ago

ଦିନିକିଆ ତାଳଚେର ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ, ସାର କାରଖାନା ପରିଦର୍ଶନ ସହ ନିର୍ମାଣଧୀନ କାର୍ଯ୍ୟର କରିବେ ତଦାରଖ

(କେନ୍ୟୁଜ): ଦିନିକିଆ ତାଳଚେର ଗସ୍ତରେ ଦୁଇ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ଏଫସିଆଇ ସ୍ଥିତ ସାର…

1 year ago

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ): ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମମିତା ମେହେରଙ୍କ ଡିଏନଏ ରିପୋର୍ଟର ସାମଞ୍ଜସ୍ୟକୁ ନେଇ ସେ…

2 years ago

ରାଜ୍ୟରେ ଆଗୁଆ ହେବ କି ନିର୍ବାଚନ ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ପରେ ଚର୍ଚ୍ଚା ଜୋର

କେନ୍ୟୁଜ୍(ବ୍ୟୁରୋ): ସାଧାରଣ ନିର୍ବାଚନକୁ ୧୫-୧୬ ମାସ ସମୟ ବାକି। ଏ ସମୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା। ଏହାକୁ ଖୋରାକ୍‌ ଯୋଗାଇଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା। କହିଛନ୍ତି,…

2 years ago