ସମ୍ବଲପୁର ମହାସଂଗ୍ରାମ-୨୦୨୪, ଧର୍ମେନ୍ଦ୍ର-ପ୍ରଣବ ଲୋକସଭା ନିର୍ବାଚନରେ ମୁହାଁମୁହିଁ ହେବା ନେଇ ଚର୍ଚ୍ଚା
ସମ୍ବଲପୁରରେ ବିଗ୍ ଫାଇଟ୍ ପାଇଁ ବଡ଼ ତୟାରି। ସମ୍ବଲପୁର ସଂଗ୍ରାମ କେତେ ତୀବ୍ର ହେବ, ତାର ଝଲକ ଏବେଠାରୁ ମିଳିଲାଣି। ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ଷେପ ପରେ, ତାଙ୍କୁ ଆଇନା ଦେଖାଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗତ କିଛିଦିନ ହେଲା…