୯ ଦିନ ପରେ ଧାରଣାରୁ ଓହରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍
ନୂଆଦିଲ୍ଲୀ : ୯ ଦିନ ପରେ ଧାରଣାରୁ ଓହରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ସଚିବାଳୟରେ ଆପ୍ ମନ୍ତ୍ରୀମାନଙ୍କ ସହ ଆଇଏଏସ୍ ଅଧିକାରୀଙ୍କ ବୈଠକ ପରେ କେଜ୍ରିୱାଲ୍ ଧାରଣାରୁ ଓହରିଛନ୍ତି । ଆପ୍ ମନ୍ତ୍ରୀମାନେ ଡାକିଥିବା ଭିନ୍ନଭିନ୍ନ ବୈଠକରେ ମୁଖ୍ୟ ସଚିବଙ୍କ ସମେତ ଅନ୍ୟ…