Dhauli festival

ଜମୁଛି ୧୭ତମ ଧଉଳୀ କଳିଙ୍ଗ ମହୋତ୍ସବ: ୨ୟ ସଂଧ୍ୟାରେ ଗୁରୁ ଇଲିୟାନା ସୀତାରିଷ୍ଟଙ୍କ ଦ୍ୱାରା ମହାକବି କାଳିଦାସଙ୍କ ‘ମେଘଦୂତମ୍‌’ ଦଶର୍କ ମାନଙ୍କ କରତାଳି ସାଉଁଟିଥିଲା

ପିପିଲି: ଧଉଳି ପାହାଡ ପାଦଦେଶରେ ଜମୁଛି ୧୭ତମ ଧଉଳୀ କଳିଙ୍ଗ ମହୋତ୍ସବ । ମହୋତ୍ସବର ୨ୟ ସଂଧ୍ୟାରେ ଆର୍ଟ ଭିଜନର ଶିଳ୍ପୀ ମାନଙ୍କ ଦ୍ୱାରା ପ୍ରଥମ ପ୍ରସ୍ତୁତିରେ…

3 years ago