ଗାଁ ଦାଣ୍ଡରେ ବୁଲୁଛି ଦନ୍ତା, ୩ ଦିନ ହେଲା ଆତଙ୍କ ଖେଳାଇଛି ଗୋଠ ଛଡ଼ା ହାତୀ
ଢ଼େଙ୍କନାଳ: ଗାଁ ଦାଣ୍ଡରେ ବୁଲୁଛି ଦନ୍ତା । ଢେଙ୍କାନାଳ ଗଁଦିଆ ଥାନା ଷଡ଼ଙ୍ଗୀ ରେଞ୍ଜରେ ଦନ୍ତା ଆତଙ୍କ। ୩ ଦିନ ହେଲା ଆତଙ୍କ ଖେଳାଇଛି ଗୋଠ ଛଡ଼ା ହାତୀ । ହାତୀଟି କାଶିପୁର, ଲହଡା ଗାଁ ଦାଣ୍ଡରେ ହାତୀଟି ବୁଲୁଛି । ଦିନବେଲା ଦନ୍ତାକୁ ଦେଖି ଗାଁଲୋକେ ଭୟଭୀତ ହୋଇପଡିଥିଲେ । ଛୋଟ ପିଲାଠାରୁ…