ଢେଙ୍କାନାଳ ସେଲଟର ହୋମ୍ କେଳେଙ୍କାରୀ ମାମଲା, ଅଧ୍ୟକ୍ଷ ଫୈଜ ରେହମାନ୍ଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ପୋଲିସ
ଢେଙ୍କାନାଳ(କେନ୍ୟୁଜ୍) : ଢେଙ୍କାନାଳ ବେଲଟିକିରି ଡ୍ରିମ୍ ହୋମ୍ ସେଲଟର୍ କେଳେଙ୍କାରୀ ମାମଲାରେ ରିମାଣ୍ଡରେ ଗଲେ ଡାଡି। ୨ ଦିନିଆ ରିମାଣ୍ଡରେ ଯାଇଛନ୍ତି ଫୈଜ୍ ରେହମାନ। ଢେଙ୍କାନାଳ ପୋଲିସ ତାଙ୍କୁ ରିମାଣ୍ଡରେ ନେଇଛି। ଅଧିକ ପଚରା ଉଚରା ପାଇଁ ପୋଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା।…