Browsing Tag

dhenkanal

ଢେଙ୍କାନାଳର ବିରି ଚାଉଳରେ ତିଆରି ସୁସ୍ଵାଦୁ ବରା ଦେଖିଲେ ପାଟିରୁ ଗଡ଼ିବ ଲାଳ

ଢେଙ୍କାନାଳର ପ୍ରସିଦ୍ଧ ବରା ପାଇଁ ଆଜି ଦିନଟିଏ । ଯାହାକୁ ବରା ଦିବସ ଭାବେ ପାଳୁଛନ୍ତି ଢେଙ୍କାନାଳ ସହରବାସୀ। କଞ୍ଚାଲଙ୍କା ପିଆଜ ଆମ୍ବକଶିଆ ଅଦା, ଜିରା ସହ ସୁଆଦିଆ ଜିନିଷ ପକାଯାଇ ପ୍ରସ୍ତୁତ କରାଯାଇଥାଏ ଏହି ବରା। ଢେଙ୍କାନାଳର ବରାର ଚାହିଦା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ରହିଛି । ବିରି…

ପ୍ରଥମେ ପ୍ରେମ ପରେ ଶାରିରିକ ସମ୍ପର୍କ ଏବଂ ତାପରେ ପ୍ରତାରଣା, ଶେଷରେ ଥାନାରେ ମାମଲା

ଢେଙ୍କାନାଳ : ପ୍ରେମରେ ମିଳିଲା ଧୋକା ପ୍ରତାରଣା । ପ୍ରେମ ବାହାନାରେ ଶାରୀରିକ ସମ୍ପର୍କ ଆଉ ତାପରେ ପ୍ରତାରଣା। ପ୍ରେମିକା ବି ଛାଡ଼ିବା ଲୋକ ନୁହେଁ । ତେଣୁ ଶେଷରେ ମାମଲା ସିଧା ଯାଇ ପହଞ୍ଚିଲା ଥାନାରେ । ଦୀର୍ଘ ୬ବର୍ଷ ପ୍ରେମରେ ପଡିଲା ପୂର୍ଣ୍ଣଚ୍ଛେଦ। ପ୍ରେମ ସମ୍ପର୍କରେ ଫାଟ । ପ୍ରଥମେ…

ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ ଓ ଦେବଗଡ଼ ଏସପି, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ଼ ଏସପି । ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କଲେ ଭାରତୀୟ ନିର୍ବାଚନ କମିଶନ । ଢେଙ୍କାନାଳ ଜିଲ୍ଲାପାଳଙ୍କ ବଦଳି ନିର୍ଦେଶ ଦେଲେ । ଦେବଗଡ଼ ଓ କଟକ ଗ୍ରାମୀଣ ଏସପିଙ୍କ ମଧ୍ୟ ବଦଳି ନିର୍ଦେଶ ଦେଲେ ନିର୍ବାଚନ କମିଶନ । ନିର୍ବାଚିତ…

ଝିଅ ଟ୍ୟୁସନ ଯାଇ ଆଉ ଘରକୁ ଫେରି ନଥିଲା, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମା’ ବାପା

୧୬ ବର୍ଷର ଝିଅ ଟ୍ୟୁସନ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲା । ଛାତି ଫଟାଇ କାନ୍ଦୁଛି ମା । ବାଟରେ ତାକୁ କିଏ ଅତି ନିର୍ମମ ଭାବେ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ଫୋପାଡ଼ିଦେଇଥିଲା । ଥାନାରେ ଅଭିଯୋଗ ଦେଇଥିବା ସତ୍ତ୍ୱେ ବହୁତ ଖୋଜା ଖୋଜି ପରେ ଝିଅଟିର ମୃତ ଦେହ ମିଳିନଥିଲା। ସୁଚନା…

୧୧ କେଭି ତାର ଚୋରି ପରେ ଅନ୍ଧାରରେ ଥିଲା ଜୁଆଙ୍ଗ ସାହି, ପୁଣି ତାର ସଂଯୋଗ ପରେ ଗାଁକୁ ଗଲା ବିଜୁଳି

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମକୁଆକାଟେଣୀ ପଞ୍ଚାୟତ ଜୁଆଙ୍ଗ ସାହିକୁ ସଂଯୋଗ ହେଲା ବିଦ୍ୟୁତ ତାର । ଚୋରି ହୋଇଯାଇଥିବା ୧୧ କେଭି ବିଦ୍ୟୁତ ତାର କେହି ଚୋରୀ କରି ନେଇଯାଇ ଏହି ଖବର ଟିଭିରେ ପ୍ରସାରଣ ହେବାପରେ ବିଦ୍ୟୁତ ବିଭାଗ ତରଫରୁ ତ୍ୱରିତ ଭାବରେ ତାର ଟଣା ଆରମ୍ଭ ହୋଇଥିଲା ଆଉ…

ଆଜି ଠାରୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା, ଯୋଗ ଦେଇଛନ୍ତି ହଜାର ହଜାର ସାଧୁ ସନ୍ଥ

ଢ଼େଙ୍କାନାଳ ବିଶ୍ଵପ୍ରସିଦ୍ଧ ଯୋରନ୍ଦା ପୀଠରେ ମହିମା ଧର୍ମର ପ୍ରସିଦ୍ଧ ମାଘମେଳା ଆଜିଠାରୁ ଆରମ୍ଭ ହେବ । ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ସାଧୁ ସନ୍ଥ, ଧର୍ମାବଲମ୍ବି ଓ ଲକ୍ଷ ଲକ୍ଷ ପର୍ଯ୍ୟଟକ ମାନଙ୍କର ସମାଗମ ହେବ ସେଥିପାଇଁ ସଜେଇ ହେଇଛି ମହିମା ପୀଠ । ପ୍ରଶାସନ ଓ ପୋଲିସ ତଥା ଯୋରନ୍ଦା…

ହାତୀ ଆକ୍ରମଣରେ ଯୁବକ ମୃତ ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଢେଙ୍କାନାଳ (କେନ୍ୟୁଜ): ହାତୀ ଆକ୍ରମଣରେ ଯୁବକ ମୃତ । ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚାଉଳିଆ ଗାଁ ନିକଟରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବ୍ରହ୍ମାନନ୍ଦ ନାୟକ । ମୃତକ ପରିବାରକୁ ମନ୍ତ୍ରୀ…

ଆଖିବୁଜିଲା ଟ୍ରାଙ୍କୁଲାଇଜ୍ ଦନ୍ତା, କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ମୃତ୍ୟୁ

ଢେଙ୍କାନାଳ (କେନ୍ୟୁଜ): ଆଖିବୁଜିଲା ଟ୍ରାଙ୍କୁଲାଇଜ୍ ଦନ୍ତା। ଢେଙ୍କାନାଳ କପିଳାସ ପ୍ରାଣୀ ଉଦ୍ୟାନରେ ହାତୀର ମୃତ୍ୟୁ ହୋଇଛି। ଗତକାଲି ବୌଦ୍ଧରୁ ଆସିଥିଲା ଅସୁସ୍ଥ ହାତୀ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ବରଗାଁ ସେକସନର ଲୁଇସିଂ ଗାଁରୁ କାବୁ କରିଥିବା ଦନ୍ତାକୁ କପିଳାସକୁ ପଠାଇ ଦେଇଥିଲା ବନ…

ଢେଙ୍କାନାଳ ପ୍ରସିଦ୍ଧ ମଗଜି ଲଡୁକୁ ମିଳିଲା GI ଟ୍ୟାଗ୍ ମାନ୍ୟତା, ସୁଆଦ ଚାଖିବା ପାଇଁ ଲାଗିଛି ଲୋକଙ୍କ ଭିଡ଼

ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ମଗଜି ଲଡୁକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଫଳରେ ମଗଜି ଲଡୁର ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଏହାର ଆପ୍ଲିକେସନ ନମ୍ବର-୭୨୪ ରହିଥିବା ବେଳେ ସାର୍ଟିଫିକେଟ ନମ୍ବର-୫୩୫ ରହିଛି । ଢେଙ୍କାନାଳ ମହିଷାପାଟସ୍ଥିତ ଜିଲା କୃଷି…

ଢେଙ୍କାନାଳ : ଶିକାରୀ ତାରରେ ହାତୀ ଛୁଆ ମୃତ

ଢେଙ୍କାନାଳ (କେନ୍ୟୁଜ) :  ଶିକାରୀ ତାରରେ ହାତୀ ଛୁଆ ମୃତ। ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ ରାସୋଳ ରାମପାଳ ବନ୍ଧ ନିକଟରେ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି । ମୃତ ଛୁଆହାତୀର ବୟସ ୫ ବର୍ଷ ହୋଇଥିବା ସୂଚନା ମିଳିଛି । ଖବର ପାଇ ବନବିଭାଗ…

ନକଲି ଡାକ୍ତର ସାଜି ରୋଗୀଙ୍କୁ ଦେଉଥିଲା ଭୁଲ ମେଡ଼ିସିନ, ଜଣେ ବନ୍ଧା ହେବା ପରେ ଆଉ ଜଣେ ହୋଇଯାଇଛି ଫେରାର

ନକଲି ଡାକ୍ତର ସାଜି କରୁଥିଲେ ରୋଗୀଙ୍କ ଚିକିତ୍ସା । ମେଡ଼ିସିନ ର ମ ଅକ୍ଷର ବି ଜଣାନାହିଁ କିନ୍ତୁ ନିଜେ ଔଷଧ ଠାରୁ ଆରମ୍ଭ କରି ସବୁ ଇଂଜେକସନ ଦେଉଥିଲେ। ଲୋକଙ୍କ ଜୀବନକୁ ବାଜି ଲଗାଇ ସାଜିଥିଲେ ଡାକ୍ତର..ହେଲେ ଧରାପଡ଼ି ଗଲେ ଜେଲ.. ଘଟଣା ଟି ଘଟିଛି ଢେଙ୍କାନାଳ ଜିଲା ଆଦିବାସୀ ବହୁଳ ଅଞ୍ଚଳ…

ସରିଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଆଜି ମେଲାଣି ନେବେ ମା’

ଢେଙ୍କାନାଳ (କେନ୍ୟୁଜ): ସରିଲା ଢେଙ୍କାନାଳ ଜଗଲକ୍ଷ୍ମୀ ପୂଜା। ଆଜି ମେଲାଣି ନେବେ ମା ଲକ୍ଷ୍ମୀ । ୧୧ଦିନର ପୂଜା ପରେ ଆଜି ମେଲାଣି ନେବେ ମାଆ । ୩୮ଟି ପୂଜା ମଣ୍ଡପରେ ପୂଜା ପାଉଥିଲେ ମାଆ । ଚାନ୍ଦି ମେଢ ସାଙ୍ଗକୁ ସୁନା ମକୁଟରେ ଝଲସୁଥିଲେ ମାଆ । ପୂଜାର ଶେଷ ଦିନରେ ଗଣେଶ ବାଜରରେ ଲାଗିଥିବା…