IPL ୨୦୨୪ ପ୍ରଥମ ପ୍ରୋମୋ ରିଲିଜ : ନଜର ଆସିଲେ ହାର୍ଦ୍ଦିକ, ପନ୍ତ, ରାହୁଲ ଏବଂ ଶ୍ରେୟସ, ଦେଖିବାକୁ ମିଳିଲେନି ଧୋନି…
ଆଇପିଏଲ ନୂଆ ସିଜିନକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଇପିଏଲ୍ ମ୍ୟାଚ ଆରମ୍ଭ ହେବା ତାରିଖ ଘୋଷଣା ହୋଇସାରିଥିବା ବେଳେ ମ୍ୟାଚର ପ୍ରସାରଣ କରୁଥିବା ଚ୍ୟାନେଲ ତରଫରୁ ଲିଗର ପ୍ରଥମ ପ୍ରୋମୋ ଜାରି ହୋଇଛି । ଆଇପିଏଲ୍ ୨୦୨୪ ପ୍ରୋମୋ ସାମ୍ନାକୁ ଆସିଛି । ଏଥିରେ ହାର୍ଦ୍ଦିକଙ୍କ ସମେତ ଅନ୍ୟ…