ଲକଡାଉନ ଯୋଗୁଁ ଟ୍ରାକ୍ଟର କିଣି ଅର୍ଗାନିକ ଚାଷ କଲେ ଧୋନୀ, ଭିଡିଓ ହେଉଛି ଭାଇରଲ
କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ସମୟରେ ସାଧାରଣ ଲୋକଙ୍କଠାରୁ ବଲିଉଡ୍ କଳାକାର ହୁଅନ୍ତୁ ଅବା କ୍ରିକେଟର ସମସ୍ତେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ସବୁକିଛି ବନ୍ଦ ପଡିଥିବା ଯୋଗୁଁ କ୍ରିକେଟ ଜଗତ ମଧ୍ୟ ଠପ୍ ହୋଇଯାଇଛି। ଆଇପିଏଲ୍ ୨୦୨୦ ଅନିଶ୍ଚିତତା କାଳ ପାଇଁ ସ୍ଥଗିତ…