Browsing Tag

DHONI

ଧୋନୀ ପ୍ରଶଂସକଙ୍କୁ ବଡ଼ ଝଟକା! CSK ଏହି ଅପଡେଟ୍‌ ଜାରି କରି ସମସ୍ତଙ୍କୁ କଲା ନିରାଶ

ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି। ଖବରରୁ ଜଣାପଡ଼ିଛି, IPL 2022ର ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ଏନ୍‌ ଶ୍ରୀନିବାସନ, ଏମ୍‌ଏସ୍‌ ଧୋନୀଙ୍କୁ ନେଇ ବଡ଼ ଅପଡେଟ୍‌ ଜାରି କରିଛନ୍ତି, ଯାହାକି ତାଙ୍କ ଫ୍ୟାନ୍‌ମାନଙ୍କୁ…

ଟି-୨୦ ବିଶ୍ୱକପ୍‌ରେ ମେଣ୍ଟରର ଭୂମିକା ନିଭାଇବେ ମହେନ୍ଦ୍ର ସିଂହ ଧୋନୀ, ନେବେ ନାହିଁ କୌଣସି ଫିସ୍‌; ଜୟ ଶାହ ଜଣାଇଲେ…

ଆଇପିଏଲ୍‌ ଶେଷ ହେବାର ତୁରନ୍ତ ପରେ ଭାରତୀୟ ଟିମ୍‌ ଟି-୨୦ ବିଶ୍ୱକପ୍‌ର ମିଶନ ପାଇଁ ଲାଗି ପଡ଼ିବ। ଏଥର ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଟିମ୍‌ ଇଣ୍ଡିଆ ସହିତ ମେଣ୍ଟର ରୂପେ ରହିବେ। ଏହା ପ୍ରଥମ ଥର ହେବ, ଯେତେବେଳେ ଧୋନୀ ଏହି ଭୂମିକା ନିଭାଇବେ। ଖାସ୍‌ କଥା ହେଉଛି…

ନିଜର ଓ୍ଵିନିଙ୍ଗ୍‌ ଶଟ୍‌ରେ କଇଁ କଇଁ ହୋଇ କାନ୍ଦିଥିବା ସେହି କୁନି ଝିଅର ହୃଦୟ ଜିତିନେଲେ ଧୋନୀ, ମ୍ୟାଚ୍‌ ପରେ ଦେଲେ…

ଚେନ୍ନାଇ ସୁପର କିଙ୍ଗ୍ସକୁ ଶେଷ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ବିଜୟ ଦେଇ ଫାଇନାଲରେ ପହଞ୍ଚାଇଥିବା ମ୍ୟାଚ୍‌ ଫିନିଶର ମହେନ୍ଦ୍ର ସିଂହ ଧୋନୀ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ଏହି ମ୍ୟାଚ୍‌ରେ ଧୋନୀ ଯେମିତି ଭାବେ ଓ୍ଵିନିଙ୍ଗ୍‌ ଚଉକା ମାରି ମ୍ୟାଚ୍‌ ଫିନିଶ୍‌ କରିଥିଲେ, ତ ଦୁବାଇ…

ଖେଳାଳିଙ୍କ ପିଲାମାନଙ୍କର କ୍ୟୁଟ୍‌ ଭିଡିଓ ସେୟାର କଲା CSK, ନଜର ଆସିଲେ ଜିଭା; ଦେଖନ୍ତୁ

ଚେନ୍ନାଇ ସୁପରକିଙ୍ଗ୍‌ସକୁ ଏକ ପରିବାର ବୋଲି କୁହାଯାଏ। ଏହି ଟିମ୍‌ ‘ଡ୍ୟାଡିସ୍‌ ଆର୍ମି’ ଭାବେ ମଧ୍ୟ ଜଣାଶୁଣା। କାରଣ ଏହି ଟିମ୍‌ର ଅଧିକାଂଶ ଖେଳାଳି ୩୦ ବର୍ଷରୁ ବଡ଼। କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ମଧ୍ୟ ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସିଏସ୍‌କେର ଯେବେ ବି କୌଣସି ମ୍ୟାଚ୍‌ ଥାଏ,…

ପତ୍ନୀଙ୍କ ସହ ଡ୍ୟାନ୍ସ କରୁଥିବାର ନଜର ଆସିଲେ ଧୋନୀ, ଝିଅ ଜିଭା ମଧ୍ୟ ଦେଲେ ସାଥ୍

ଭାରତୀୟ ଟିମ୍ ର ପୂର୍ବ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ ଏବେ ନିଜ ପରିବାର ସହ ଦୁବାଇରେ ସମୟ ବିତାଉଛନ୍ତି। ଧୋନୀଙ୍କ ପତ୍ନୀ ସାକ୍ଷୀଙ୍କ ଜନ୍ମଦିନ ଥିଲା ଗତ ସପ୍ତାହରେ । ଏହି ଦିନକୁ ଖାସ୍ କରିବା ପାଇଁ ଧୋନୀ ଦୁବାଇ ଯାଇଛନ୍ତି। ସୂଚନା ମୁତାବକ, ଗତ ୧୫ ଅଗଷ୍ଟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ…

IPL ଇତିହାସରେ ପ୍ରଥମ ଥର ପାଇଁ ପ୍ଲେ-ଅଫ୍‌ରୁ ବିଦା ହେଲା CSK, ସାକ୍ଷୀ ଧୋନି ସେୟାର କଲେ ଇମୋସନାଲ ପୋଷ୍ଟ

ଲଗାତାର ହାରିବା ପରେ ଚେନ୍ନାଇ ସୁପରକିଙ୍ଗସ୍‌ ଚଳିତବର୍ଷ ଆଇପିଏଲ୍‌ ପ୍ଲେ ଅଫ୍‌ରୁ ବିଦା ହୋଇଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୦ର ୪୫ ତମ ମୁକାବିଲାରେ ମୁମ୍ବାଇ ବିପକ୍ଷରେ ରାଜସ୍ଥାନର ୮ ଓ୍ଵିକେଟ୍‌ରେ ବିଜୟ ସହ ସିଜନ ୧୩ ର ପ୍ଲେ-ଅଫ୍‌ରେ ଚେନ୍ନାଇ ପହଞ୍ଚିବାର ସମସ୍ତ ରାସ୍ତା ବନ୍ଦ…

ଧୋନି ରାଗିବାରୁ ନିଜ ନିଷ୍ପତ୍ତି ବଦଳାଇଲେ ଅମ୍ପାୟାର, ଏବେ ଚେନ୍ନାଇ ସୁପରକିଙ୍ଗସ୍‌କୁ ବ୍ୟାନ୍‌ କରିବା ଜୋର୍‌ ଧରିଛି…

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ପୂର୍ବବର୍ଷ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ର କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଅମ୍ପାୟାରଙ୍କ ଉପରେ ରାଗିଥିବା ଦେଖିବାକୁ ମିଳିଥିଲା। ଏହା ପରେ ସେ ଚର୍ଚ୍ଚା…

କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ପରେ ୱେବ୍‌ସିରିଜ୍‌ ତିଆରି କରିବାକୁ ଯାଉଛନ୍ତି ମହେନ୍ଦ୍ର ସିଂହ ଧୋନି, ସାକ୍ଷୀ ଦେଲେ…

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା କମିନି। ଧୋନି ଖେଳ ଯୋଗୁ ଯେତିକି ଲୋକପ୍ରିୟତା ପାଇଛନ୍ତି ଏବେ ତାକୁ ଆଉ ଏକ ଫିଲ୍ଡରେ କାମରେ ଲଗାଇବାକୁ ଯାଉଛନ୍ତି। କୁହାଯାଉଛି ଯେ ଧୋନି…

ଆଉ ମାତ୍ର ୨ ଦିନ ପରେ IPL, CSKର ପ୍ରାକ୍ଟିସ୍‌ ମ୍ୟାଚ୍‌ରେ ଛକା-ଚଉକା ବର୍ଷାଇଲେ ଧୋନି; ଦେଖନ୍ତୁ ଭିଡିଓ

ଆଉ ମାତ୍ର ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଚଳିତଥର ଆଇପିଏଲ୍‌ର ୧୩ ତମ ସଂସ୍କରଣ ଖେଳାଯିବ। କରୋନା ମହାମାରୀ ଯୋଗୁ ଚଳିତବର୍ଷର ଆଇପିଏଲ୍‌ ୟୁନାଇଟେଡ୍‌ ଅରବ ଅମିରାତ (ୟୁଏଇ)ରେ ହେବ। ଏଥିପାଇଁ ସମସ୍ତ ଟିମ୍‌ ପ୍ରସ୍ତୁତ ହୋଇସାରିଲେଣି।…

ବଗିଚାରେ ଛଟପଟ ହେଉଥିବା ଚଢ଼େଇକୁ ଦେଖି ପାପା ଧୋନିଙ୍କୁ ଡାକି ଚଢ଼େଇର ଜୀବନ ବଞ୍ଚାଇଲା ଝିଅ ଜିଭା

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୋସିଆଲ ମିଡିଆରେ ଏତେଟା ଆକ୍ଟିଭ୍‌ ରହୁନଥିଲେ ମଧ୍ୟ ତାଙ୍କ ଝିଅ ଜିଭା ଓ ପତ୍ନୀ ସାକ୍ଷୀ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି। ସେମାନେ ଧୋନିଙ୍କର ଅଧିକାଂଶ ଭିଡିଓ ଓ ଫଟୋ ସେୟାର କରିଥାନ୍ତି। ଏଥରକ ଜିଭା ଧୋନିଙ୍କ ଫଟୋ…

କ୍ରିକେଟ୍‌ ପରେ ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଭାଗ୍ୟ ପରୀକ୍ଷା କରିବେ ମହେନ୍ଦ୍ର ସିଂହ ଧୋନି, ଏହି ଫିଲ୍ମରେ କରିବେ ଅଭିନୟ

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଦୀର୍ଘ ଦିନ ହେବ କ୍ରିକେଟ୍‌ ଜଗତରୁ ଦୂରରେ ଅଛନ୍ତି। ଏବେ ତାଙ୍କ ଅବସର କଥା ମଧ୍ୟ ଶୁଣିବାକୁ ମିଳିଛି। ତେବେ ଇତି ମଧ୍ୟରେ ଧୋନିଙ୍କୁ ନେଇ ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି। ଆଗକୁ ଫ୍ୟାନ୍‌ମାନେ ଧୋନିଙ୍କୁ…

ଟ୍ଵିଟରରେ ପୁଣି ଟ୍ରେଣ୍ଡ୍‌ ହେଲା #DhoniRetires, ଅସନ୍ତୋଷ ଜାହିର କଲେ ମାହିଙ୍କ ଫ୍ୟାନ୍‌

ଭାରତର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନି ଦୀର୍ଘ ଦିନ ହେବ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ସେ ଗତ ବର୍ଷ ଜୁଲାଇରେ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ୱ କପ୍‌ରେ ଶେଷ ଥର ପାଇଁ ପଡ଼ିଆକୁ ଓହ୍ଲାଇଥିଲେ। ତା ’ପରେ ତାଙ୍କ ସନ୍ନ୍ୟାସର ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଏବେ ଯାଏଁ ମାହି…