ଦୁବ ଘାସ ସ୍ୱାସ୍ଥ୍ୟ ପାଇଁ ବରଦାନ, ହାଇ ବ୍ଳଡପ୍ରେସର ସହ ମାଇଗ୍ରେନ୍ ପରି ଅନେକ ସମସ୍ୟା ହେବ ଦୂର
ଆମ ଦେଶରେ ଅନେକ ରୀତିନୀତି ଏବଂ ପରମ୍ପରା ପାଳନ କରାଯାଏ । ସବୁଆଡ଼େ ପୂଜା ପଦ୍ଧତି ମଧ୍ୟ ଅଲଗା । ଦୁବ ଘାସ ମଧ୍ୟ ପୂଜାରେ ବ୍ୟବହୃତ ହୁଏ । ପାରମ୍ପାରିକ ରୀତିନୀତି ଅନୁଯାୟୀ ଦୁବ ଘାସ ଅତ୍ୟନ୍ତ ପବିତ୍ର । ଏହି ଘାସ ଶାରୀରିକ ଅସୁସ୍ଥତା ଓ ରୋଗ ଭଲ କରିବାରେ ମଧ୍ୟ ବହୁତ ପ୍ରଭାବଶାଳୀ । ଏହି ଘାସ…