Browsing Tag

diabetes

ପିଲାଙ୍କ ଠାରେ ମଧୁମେହକୁ ନେଇ CBSEର ଚିନ୍ତା, ସ୍କୁଲରେ ଗଠନ ହେବ ସୁଗାର ବୋର୍ଡ

ସିବିଏସଇ ଅନୁବନ୍ଧିତ ସ୍କୁଲରେ ଗଠନ ହେବ ସୁଗର ବୋର୍ଡ । ସୁଗର ବୋର୍ଡ ଗଠନ ନେଇ ସିବିଏସଇ ପକ୍ଷରୁ ଅନୁବନ୍ଧିତ ସ୍କୁଲର ସବୁ ପ୍ରିନ୍ସିପାଲଙ୍କୁ ଚିଠି ଲେଖି ଅବଗତ କରାଇଛି । ଛାତ୍ରଛାତ୍ରୀ ଦୈନିକ ସେବନ କରୁଥିବା ଶର୍କରା ଜାତୀୟ ଖାଦ୍ୟର ପରିମାଣ ଯାଞ୍ଚ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ଏହି…

କ୍ୟାନ୍ସର ଓ ମଧୁମେହ ରୋଗୀଙ୍କୁ ଝଟକା, ସରକାର ବଢାଇବେ ଔଷଧ ଦାମ୍

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମହଙ୍ଗା ଝାଟ୍ । ବଢ଼ିବ ବିଭିନ୍ନ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବଢିପାରେ । କ୍ୟାନ୍ସର, ମଧୁମେହ, ହୃତଘାତ୍ ଜନିତ ରୋଗର ଆଣ୍ଟିବାଟିକ୍ ଏବଂ ଜରୁରୀ ଔଷଧର ଦାମ୍ ବଢ଼ାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଖବର ମୁତାବକ, ଜରୁରୀ ମେଡିସିନ ଦାମ୍ ୧.୭ ପ୍ରତିଶତ ବଢ଼ିପାରେ…

ପ୍ରତିଦିନ ଚାଲନ୍ତୁ ୩୦ ମିନିଟ୍, ନିୟନ୍ତ୍ରଣରେ ରହିବ ଡାଇବେଟିସ୍‌

ଖରାପ ଖାଦ୍ୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ଡାଇବେଟିସ୍‌ ଲୋକମାନଙ୍କ ମଧ୍ୟରେ ଏକ ସାଧାରଣ ରୋଗ ପାଲଟି ଗଲାଣି । ତେବେ ଭାରତରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି ରୋଗ ଯୁବକମାନଙ୍କୁ ଅଧିକ ପ୍ରଭାବିତ କରୁଛି । ଏହାର ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର…

ମଧୁମେହ ଏବଂ ମୋଟାପଣରେ ପୀଡିତ ଲୋକଙ୍କଠାରେ ରକ୍ତ ଚର୍ବି ହେବାର ଅଧିକଥାଏ ଆଶଙ୍କା, ଯାହା ସୃଷ୍ଟି କରାଏ ବଡ଼ ରୋଗ

ବର୍ତ୍ତମାନ ଲୋକ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି। ଯାହା ତାଙ୍କ ଜୀବନ ଶୈଳୀ ପାଇଁ ହେଉଛି। ପୁଣି ମଧୁମେହ ଏବଂ ମୋଟାପଣ ବର୍ତ୍ତମାନ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ଯାହା ରୋଗୀଙ୍କ କ୍ଷେତ୍ରରେ ଅଧିକ ଗୁରୁତର ହେଉଛି। ତେବେ ମଧୁମେହ ରୋଗୀଙ୍କ ପାଇଁ ରକ୍ତ ଚର୍ବିର ଅଧିକ ବିପଦ…

ଡାଇବେଟିସ୍‌ ରୋଗରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ, ଖାଆନ୍ତୁ ଏହି ଫଳ

ଆଜିକାଲିର ଲୋକମାନଙ୍କ କ୍ଷେତ୍ରରେ ଅନେକ ପ୍ରକାରର ରୋଗ ଦେଖାଦେଉଛି । ଏମିତି କିଛି ରୋଗ ରହିଛି ଯାହାକୁ ଯେତେ ପ୍ରକାରର ଔଷଧ ଖାଇଲେ ମଧ୍ୟ ଭଲ ହୋଇନଥାଏ । କିନ୍ତୁ ଆଜିକାଲି ଡାଇବେଟିସର ରୋଗ ବେସ୍‌ ବୃଦ୍ଧି ପାଇଛି । ଡାଇବେଟିସ୍‌ ହେଲେ ଲୋକମାନେ ବହୁତ ପ୍ରକାର ହଇରାଣ ହୋଇଥାନ୍ତି ।…

ଡାଇବେଟିସ୍‌ ଔଷଧ କେତେବେଳେ ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଭାରତରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି । ତେବେ ଅନେକ ତଥ୍ୟ ଅନୁସାରେ, ଭାରତରେ ଅଧିକାଂଶ ଡାଇବେଟିସ୍‌ ରୋଗୀ ଅଛନ୍ତି । କିନ୍ତୁ ଏପରି କ’ଣ ପାଇଁ ହେଉଛି କେବେ ଚିନ୍ତା କରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ଏପରି ହେବା କାରଣ କ’ଣ ? ଏହାର ସବୁଠାରୁ ବଡ କାରଣ…

ଜାଣନ୍ତୁ ଟାଇପ୍ ୪ ଡାଇବେଟିସ୍ କ’ଣ ? କିପରି ପାଇବେ ଏଥିରୁ ରକ୍ଷା

ବର୍ତ୍ତମାନ ଓଜନ ବଢିବା ଏବଂ ଖରାପ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁଁ ଲୋକଙ୍କ ମଧ୍ୟରେ ଡାଇବେଟିସ୍‌ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ଆଜିକାଲି ବୃଦ୍ଧମାନଙ୍କ ବ୍ୟତୀତ ଛୋଟ ପିଲାମାନେ ମଧ୍ୟ ଡାଇବେଟିସ୍‌ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେତେବେଳେ ଶରୀରରେ ସୁଗାର ଲେବଲ ବଢିଯାଏ, ଏହା ଶରୀରର…

ଡାଇବେଟିସ୍‌ ରୋଗୀ ଆମ୍ବ ଖାଇବା ଉଚିତ କି ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ବର୍ତ୍ତମାନ ବଜାରରେ ଆମ୍ବ ବିକ୍ରି ହେବାକୁ ଲାଗିଛି । ତେବେ ଆମ୍ବ ଖାଇବାକୁ ପସନ୍ଦ କରୁଥିବା ଲୋକମାନେ ଗ୍ରୀଷ୍ମରେ ଆମ୍ବକୁ ଅପେକ୍ଷା କରନ୍ତି । ଆଜିକାଲି ବଜାରରେ ଅନେକ ପ୍ରକାରର ଆମ୍ବ ଉପଲବ୍ଧ ହେଉଛି । ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଆମ୍ବକୁ ପସନ୍ଦ କରନ୍ତି । ଏହା ସହ…

ଡାଇବେଟିସ୍ ସହ ଅନେକ ରୋଗ ପାଇଁ ଔଷଧ ଭାବେ କାମ କରେ ଅର୍ଜୁନ ଗଛର ଛାଲ, ଏପରି କରନ୍ତୁ ବ୍ୟବହାର

ଆୟୁର୍ବେଦରେ ଅନେକ ଔଷଧ ଅଛି ଯାହା ସମସ୍ତ ରୋଗ ପାଇଁ ବହୁତ ପ୍ରଭାବଶାଳୀ ଭାବରେ କାମ କରେ । ଏଥିମଧ୍ୟରୁ ଗୋଟିଏ ହେଉଛି ଅର୍ଜୁନ ଗଛ । ଏହି ଗଛର ଛାଲ ସୁଗର ଏବଂ ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ବିଶେଷ ଉପକାରୀ ବୋଲି ବିବେଚନା କରାଯାଏ । ଅର୍ଜୁନ ଗଛରେ ଅନେକ ପୋଷକ ତତ୍ତ୍ୱ ଏବଂ ଫାଇଟୋକେମିକାଲ୍…

ଦ୍ରୁତ ଗତିରେ ବଢି ଚାଲିଛି ପିଲାଙ୍କ ମଧ୍ୟରେ ଡାଇବେଟିସ୍‌ର ଆଶଙ୍କା, ଜାଣନ୍ତୁ କାରଣ

ବିଶ୍ୱର ବହୁ ସଂଖ୍ୟକ ପିଲା ଡାଇବେଟିସ୍‌ର ଶିକାର ହେଉଛନ୍ତି । ଅନେକ ଥର ବ୍ଲଡ ସୁଗାର ଲେବଲ ମା’ଙ୍କ ଗର୍ଭରୁ ପିଲାମାନଙ୍କଠାରେ ଅଧିକ ଦେଖାଯାଏ । ଡାଇବେଟିସ୍ ହେଉଛି ଏକ ଏପରି ରୋଗ ଯାହା ଧୀରେ ଧୀରେ ଆପଣଙ୍କ ଶରୀରକୁ ଖାଲି କରିଦିଏ । ଶରୀରରେ ବ୍ଲଡ ସୁଗାର ଲେବଲ ବଢିବା ଅନ୍ୟ ଅଙ୍ଗକୁ ମଧ୍ୟ…

ଡାଇବେଟିସ୍‌ ରୋଗୀ ତରଭୁଜ ଖାଇବା ଉଚିତ କି ? ଜାଣନ୍ତୁ ଏହାକୁ ଦିନରେ କେତେ ପରିମାଣ ଖାଇପାରିବେ

ଆପଣମାନେ ତ ଜାଣିଥିବେ ଯେ ଡାଇବେଟିସ୍‌ ରୋଗୀମାନେ ସେମାନଙ୍କ ଖାଇବା ପ୍ରତି ଅଧିକ ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ । ଖାଇବା ଏବଂ ପିଇବା କାରଣରୁ ସୁଗାର ଲେବଲ ଦ୍ରୁତ ଗତିରେ ବଢି ଯାଇଥାଏ । ତେବେ ସୁଗାର ଲେବଲ ଠିକ୍‌ ରଖିବା ପାଇଁ ଖାଦ୍ୟାରେ ହେଲଦି ଜିନିଷ ସାମିଲ କରିବା ଉଚିତ । ସେଥିପାଇଁ…

ଜାଣନ୍ତୁ ଡାଇବେଟିସ୍‌ ରୋଗୀମାନେ କେଉଁ ଡ୍ରାଏ ଫ୍ରୁଟ୍ସ ଖାଇବେ ଏବଂ କେଉଁ ଡ୍ରାଏ ଫ୍ରୁଟ୍ସ ଖାଇବେ ନାହିଁ

ଲୋକମାନେ ପ୍ରତିଦିନ ଶାରୀରିକ ବ୍ୟାୟାମ କମ୍‌ କରିବା ଏବଂ ଖରାପ ଖାଇବା ଅଭ୍ୟାସ ଯୋଗୁ ଡାଇବେଟିସ୍‌ ରୋଗୀମାନେ ଦ୍ରୁତ ଗତିରେ ବୃଦ୍ଧି ପାଉଛନ୍ତି । ସୂଚନା ମୁତାବକ, ଏକ ଆକଳନ ଅନୁଯାୟୀ, ୨୦୪୫ ସୁଦ୍ଧା ଭାରତରେ ୧୩୫ ନିୟୁତ ଲୋକ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ତେବେ ବର୍ତ୍ତମାନ…