ଜାଣନ୍ତୁ ଡାଇବେଟିସ୍ ରୋଗୀମାନେ କେଉଁ ଡାଲି ଖାଇବେ ଏବଂ କେଉଁ ଡାଲି ଖାଇବେ ନାହିଁ ?
ଖରାପ ଲାଇଫ୍ଷ୍ଟାଇଲ ଏବଂ ଖାଇବା ଅଭ୍ୟାସ ଯୋଗୁ ଡାଇବେଟିସ୍ ହେବାର ଆଶଙ୍କା ଦ୍ରୁତ ଗତିରେ ବଢିଚାଲିଛି । ଆଜିକାଲି ପିଲାମାନଙ୍କ ମଧ୍ୟରେ ଡାଇବେଟିସ୍ ସବୁଠୁ ବଡ ସମସ୍ୟା ପାଲଟିଛି । ଓଜନ ବଢିବା ମଧ୍ୟ ଡାଇବେଟିସ୍ର ଏକ ପ୍ରମୁଖ କାରଣ ହୋଇଥାଏ । ଡାଇବେଟିସ୍ ରୋଗୀମାନେ ସେମାନଙ୍କର ଖାଦ୍ୟରେ…