Browsing Tag

diabetes control

ଡାଇବେଟିସ୍‌କୁ ନିୟନ୍ତ୍ରଣ କରାଇବାରେ ସାହାଯ୍ୟ କରିଥାଏ ଏହି ଉଦ୍ଭିଦ, ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର

ବର୍ତ୍ତମାନ ସାରା ବିଶ୍ୱରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ତେବେ ଏହା ଏକ ଏପରି ରୋଗ ଯାହା ଆପଣଙ୍କୁ ପୂରା ଜୀବନ ପାଇଁ ହୋଇଥାଏ । ଏଥିପାଇଁ ଆପଣ ନିଜ ଲାଇଫ୍‌ଷ୍ଟାଇଲ୍‌କୁ ଠିକ୍‌ ଭାବେ ରଖିବାକୁ ପଡିବ, ଯାହା ଫଳରେ ଆପଣ ନିଜ ଡାଇବେଟିସ୍‌କୁ ସହଜରେ ନିୟନ୍ତ୍ରଣ…

ପ୍ରାକୃତିକ ଉପାୟରେ ଡ଼ାଇବେଟିସ କଣ୍ଟ୍ରୋଲ କରିବାର ଜାଣନ୍ତୁ ୩ଟି ଆୟୁର୍ବେଦିକ ଉପାୟ

ଏବେ ପ୍ରାୟ ସମସ୍ତେ ଡାଇବେଟିସର ରୋଗର ଶିକାର ହେଉଛନ୍ତି । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଅନୁସାରେ, ଡାଇବେଟିସ ରୋଗୀଙ୍କ ସଂଖ୍ୟା ୨୦୩୦ ବେଳକୁ ତାହା ଦ୍ୱିଗୁଣ ହୋଇଯିବ । ଯାହାକି ଚିନ୍ତାର ବିଷୟ ଅଟେ । ଏହା ଜୀବନଘାତକ ହୋଇପାରେ, କିନ୍ତୁ ଏହାକୁ ନିଜର ଜୀବନଶୈଳୀ ସୁଧାରୀ ଏବଂ କିଛି ଘରୋଇ ଉପଚାର…

ମଧୁମେହ ରୋଗୀ ସକାଳୁ ସକାଳୁ ଚୋବାଇ ଖାଆନ୍ତୁ ଏହି ୪ ପତ୍ର, ନିୟନ୍ତ୍ରଣରେ ରହିବ ଡାଇବେଟିସ୍

ଡାଇବେଟିସ୍ ଏକ ସାଧାରଣ ରୋଗ ହୋଇଗଲାଣି, ଆଉ ଏହି ଡାଇବେଟିସ୍ ନିଜ ସହ ଏକାଧିକ ରୋଗକୁ ମଧ୍ୟ ଆମନ୍ତ୍ରଣ କରିପାରେ । ଘରେ ଘରେ ଲୋକମାନେ ଏବେ ଏହି ରୋଗର ଶିକାର ହେଉଛନ୍ତି । ଏହି ରୋଗରେ ପାକସ୍ଥଳୀରେ ଇନସୁଲିନ୍ କମ୍ ସୃଷ୍ଟି ହୋଇଥାଏ । ଇନସୁଲିନ୍ ହିଁ କାର୍ବୋହାଇଡ୍ରେଟକୁ ହଜମ କରାଇ ଶକ୍ତିରେ…

ଜଲଦି ବଦଳାନ୍ତୁ ଏହି ଅଭ୍ୟାସ, ନଚେତ ଆପଣଙ୍କୁ ମଧ୍ୟ ହୋଇପାରେ ଡାଇବେଟିସ୍

ଡାଇବେଟିସ୍ ଦୁନିଆର ପ୍ରତ୍ୟେକ ଲୋକଙ୍କୁ ନିଜର ଶିକାର ବନାଉଛି । ଭାରତକୁ ମଧୁମେହ ରୋଗର ରାଜଧାନୀ କୁହାଯାଉଛି । କାରଣ ଏଠାରେ ଅଧିକାଂଶ ଲୋକଙ୍କୁ ଡାଇବେଟିସ ହୋଇଥାଏ । ହେଲେ ଏହି ରୋଗ ଜୀବନରେ ଥରେ ହେବା ମାତ୍ରେ ମରିବା ପର୍ଯ୍ୟନ୍ତ ପିଛା ଛାଡେ ନାହିଁ । ଯେଉଁମାନଙ୍କୁ ଡାଇବେଟିସ ହୋଇଛି…

ମୋଟାପଣ ଠାରୁ ଆରମ୍ଭ କରି ମଧୁମେୟ ରୋଗ ପର୍ଯ୍ୟନ୍ତ, ଅନେକ ରୋଗ ଦୂର କରିଥାଏ ଡ୍ରାଗନ୍ ଫୁଡ୍

ଯଦି ଆପଣ ଜଣେ ମଧୁମେହ ରୋଗୀ ଓ ଆପଣଙ୍କର ମୋଟାପଣ ଦ୍ୱାରା ବିଭିନ୍ନ ଅସୁବିଧାରେ ପଡୁଛନ୍ତି, ତେବେ ଆଜିଠାରୁ ନିଜ ଖାଦ୍ୟରେ ସାମିଲ କରନ୍ତୁ ଡ୍ରାଗନ୍ ଫୁଡ୍ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଥାଏ , ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରି ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ…

ଏହି ଯୋଗାସନ କଲେ ଲାଇଫରେ କେବେବି ହେବନାହିଁ ଡାଇବେଟିସ୍‌, ଥରେ ଟ୍ରାଏ କରି ଦେଖନ୍ତୁ

ଡାଇବେଟିସ ଏବଂ କବ୍ଜ ଆଜିକାଲିର ଏକ ବହୁତ ବଡ ସମସ୍ୟା ହୋଇ ଛିଡା ହୋଇଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମସ୍ତଙ୍କ ଠାରେ ସାଧାରଣ ହୋଇଗଲାଣି ଏହି ଦୁଇ ରୋଗ। ତେବେ ଏଥିପାଇଁ ଏକ ବଢ଼ିଆ ଯୋଗାସନ ରହିଛି, ଯାହାର ନାମ ମୟୁରାସନ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯେଉଁ ବ୍ୟକ୍ତି ନିୟମାନୁସାରେ…

ଯଦି ଆପଣ ଡାଇବେଟିସ୍‌ ରୋଗୀ ଏହିସବୁ ଜିନିଷରୁ ଆରମ୍ଭ କରନ୍ତୁ ଦିନ, ନିୟନ୍ତ୍ରଣରେ ରହିବ ସୁଗାର

ଡାଇବେଟିସ ସମସ୍ୟା ଦିନକୁ ଦିନ ସାଧାରଣ ହୋଇଗଲାଣି । ଏହା ଏବେ ଛୋଟ ପିଲାଙ୍କ ମଧ୍ୟରେ ବି ଦେଖିବାକୁ ମିଳୁଛି। ଏହା ହେବାର ମୁଖ୍ୟ କାରଣ ହେଉଛି ସୁଗାରର ସ୍ତର ବଢ଼ିବା। ତେବେ ଯଦି ଏହାକୁ କଣ୍ଟ୍ରୋଲରେ ନ ରଖାଯାଏ ତାହେଲେ ଆଖି, କିଡନୀ ଏବଂ ହୃଦ ସମ୍ବନ୍ଧୀୟ ରୋଗର ଭୟ ରହିଥାଏ। ଏମିତିରେ ସକାଳୁ…

ଏହି ଉପାୟରେ ନିଜ ବ୍ଲଡ୍‌ ସୁଗାର ସ୍ତରକୁ ନିୟନ୍ତ୍ରଣ କରିପାରିବେ ଡାଇବେଟିସ୍‌ ରୋଗୀ

ବର୍ତ୍ତମାନ ଖରାପ ଜୀବନଶୈଳୀ ଯୋଗୁ ପ୍ରାୟ ଲୋକ ମଧୁମେହ ବା ଡାଇବେଟିସ୍‌ରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି। ମଧୁମେହ ହେବା ପରେ ବ୍ୟକ୍ତିଙ୍କର ରକ୍ତ ଶର୍କରା ସ୍ତର ପ୍ରଭାବିତ ହୋଇଥାଏ। କେବଳ ସେତିକି ନୁହେଁ ଶରୀରରେ ଇନ୍‌ସୁଲିନ୍‌ ଉତ୍ପାଦନ ମଧ୍ୟ କମିଥାଏ। ଖାସ୍‌ କରି ହାଇ ବ୍ଲଡ୍‌ ପ୍ରେସର…

ମିଠା ଖାଇବା ଦ୍ୱାରା ବଢ଼େନି ବ୍ଲଡସୁଗାର! ତେବେ କାହିଁକି ହୁଏ ଡାଇବେଟିସ୍‌, ଜାଣନ୍ତୁ ଏହାର ପ୍ରକୃତ କାରଣ

ଆଜିକାଲି ପ୍ରାୟ ଅଧିକାଂଶ ଲୋକ ଡାଇବେଟିସ୍‌ରେ ପୀଡ଼ିତ ଥିବା ଦେଖିବାକୁ ମିଳିଛି। ଏହି ରୋଗ ଥିଲେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଜରୁରୀ ହୋଇଥାଏ। ଡାଇବେଟିସ୍‌ର ପ୍ରାଥମିକ ଉପଚାର ଭାବେ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିଥାଏ। ଡାଇବେଟିସ୍‌ର ଲକ୍ଷଣ ଦେଖିଲେ ତୁରନ୍ତ…

ଆଜି ବିଶ୍ୱ ମଧୁମେହ ଦିବସ: ନିୟନ୍ତ୍ରଣ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ

ବିଶ୍ୱରେ ଆଜି ମଧୁମେହ (ଡାଇବେଟିଜ୍‌) ଦିବସ ପାଳନ କରାଯାଇଥାଏ। ଦୁନିଆରେ ପାଖାପାଖି ୪୨.୫୦ କୋଟି ଲୋକମାନେ ଏହି ରୋଗରେ ପୀଡିତ। ଇଣ୍ଡିଆନ ଡାଇବେଟିଜ୍‌ ଫେଡରେସନ ଅନୁଯାୟୀ ଭାରତରେ ପାଖାପାଖି ୭ କୋଟି ଲୋକ ମଧୁମେହ ଗ୍ରସ୍ତ। ଏହି କାରଣରୁ ଡାଇବେଟିଜ୍‌ କୁ ଆଧୁନିକ ଜୀବନ ଶୈଳୀ ମଧ୍ୟ…

ମଧୁମେହରୁ ମୁକ୍ତି ଦେବ ଏହି ୩ଟି ଯୋଗାସନ, ନିୟମିତ ଅଭ୍ୟାସ ଦ୍ୱାରା ନିୟନ୍ତ୍ରିତ ରହିବ ବ୍ଲଡ୍‌ ସୁଗାର

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଆଜିକାଲି ସମସ୍ତେ ଚିନ୍ତିତ। ଯେତେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଲେ ମଧ୍ୟ ଆପଣ ଯଦି ଯୋଗ ପ୍ରାଣାୟାମ କରୁନାହାନ୍ତି ତେବେ ରୋଗରୁ ସହଜରେ ମୁକ୍ତି ପାଇପାରିବେ ନାହିଁ। ଯୋଗ ମାଧ୍ୟମରେ ବ୍ଲଡ ସୁଗାର, ରକ୍ତଚାପ, ହୃଦ୍‌ ସମ୍ବନ୍ଧୀୟ ରୋଗ ଆଦିକୁ ନିୟନ୍ତ୍ରଣ…

ଡାଇବେଟିଜ ରୋଗୀମାନଙ୍କ ପାଇଁ ଲାଭଦାୟକ ହୋଇଥାଏ କ୍ଷୀର, ଏହାକୁ ଜଳଖିଆରେ ନିହାତି କରନ୍ତୁ ସାମିଲ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକମାନଙ୍କ ପାଖରେ ଡାଇବେଟିଜର ସମସ୍ୟା ଦେଖାଯାଇଥାଏ। ଏହି ବ୍ୟକ୍ତିମାନେ ନିଜର ଖାଦ୍ୟ- ପାନୀୟରେ ସବୁଠାରୁ ଅଧିକ ଧ୍ୟାନ ରଖିଥାନ୍ତି। ଏହି ବ୍ୟକ୍ତିମାନଙ୍କୁ ମଧ୍ୟ ବହୁତ ଜିନିଷ ଖାଇବା ପୂର୍ବରୁ ଖାଇବେ କି ନାହିଁ ଭାବିବାକୁ ପଡ଼ିଥାଏ। ଯଦି ଏହି ବ୍ୟକ୍ତିମାନେ ଅଧିକ…