ଏହି ସବୁ କାରଣରୁ ହୋଇପାରେ ଡାଇବେଟିସ; ଏବେଠୁ ରୁହନ୍ତୁ ସତର୍କ
ଆଜିକାଲି ପ୍ରତ୍ୟେକ ଘରେ ଡାଇବେଟିସ ବା ମଧୁମେହରେ ପୀଡିତ ସଦସ୍ୟଙ୍କୁ ଦେଖିବାକୁ ମିଳୁଛି। ବୈଜ୍ଞାନିକ ମାନେ ଆଜି ଯାଏଁ ଏହି ରୋଗର କୌଣସି ସମାଧାନ ପାଇନାହାଁନ୍ତି। କିନ୍ତୁ ଆପଣ ମଧୁମେହର କାରଣ ଜାଣିଥିଲେ ଏଥିରୁ ନିଜକୁ ଦୂରେଇ ରଖିପାରିବେ।
ମଧୁମେହ ଏଭଳି ଏକ ଗମ୍ଭୀର ରୋଗ ଯାହା ଥରେ କୌଣସି…