କରୋନାକୁ ମାତ୍ ଦେବା ପାଇଁ ସୁରତର ବ୍ୟବସାୟୀ ତିଆରି କଲେ ହୀରା ଖଚିତ ମାସ୍କ, ଦାମ୍ ଜାଣିଲେ ଉଡିଯିବ ହୋସ
ଆପଣ ନିକଟରେ ପୁନେର ଜଣେ ବ୍ୟବସାୟୀ ସୁନା ମାସ୍କ ପିନ୍ଧିଥିବା ଖବର ବିଷୟରେ ଜାଣିଥିବେ। ଯିଏକି ୩ ଲକ୍ଷ ଟଙ୍କାର ସୁନା ମାସ୍କ ପିନ୍ଧି ଚର୍ଚ୍ଚା ପରିସରକୁ ଆସିଥିଲେ। କରୋନା ମହାମାରୀରୁ ବଞ୍ଚିବା ପାଇଁ ସାମାଜିକ ଦୂରତା ବଜାୟ ରଖିବା ଆଉ ମାସ୍କ ପିନ୍ଧିବା ନିତାନ୍ତ ଜରୁରୀ। ମହାମାରୀ କରୋନା…