Browsing Tag

diarrhea

ଧର୍ମଶାଳାରେ ବ୍ୟାପୁଛି ଝାଡ଼ାବାନ୍ତି, ସ୍ଥିତି ପରଖିଲେ CDMO

ଯାଜପୁର : ଧର୍ମଶାଳାରେ ବ୍ୟାପୁଛି ଝାଡ଼ାବାନ୍ତି । ସ୍ଥିତି ପରଖିଲେ CDMO । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଉଁଶଡୋଳ ଗାଁରେ ଝାଡାବାନ୍ତିରେ ୫ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଉକ୍ତ ଗାଁର ଜଣେ ଯୁବକ…

ଇନ୍ଦୋରରେ ଦୂଷିତ ପାଣି ସମସ୍ୟା : ଆଇସିୟୁରେ ୩୨ ଜଣ, ୫୦୦ରୁ ଅଧିକଙ୍କୁ ଝାଡ଼ାବାନ୍ତି

ଇନ୍ଦୋର : ମଧ୍ୟପ୍ରଦେଶ ଇନ୍ଦୋରର ଭାଗିରଥପୁର ଅଞ୍ଚଳରେ ସଂକ୍ରମିତ ଜଳ ସଙ୍କଟ ଭୟଙ୍କର ରୂପ ନେଇଛି । ଦୂଷିତ ପାଣି ପିଇ ଅଞ୍ଚଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ୫୦୦ରୁ ଅଧିକ ଲୋକଙ୍କ ବାନ୍ତି ଏବଂ ଝାଡା ହେଉଥିବା ବେଳେ ୨୦୦ ଲୋକ ହସପିଟାଲରେ…

ରେଭେନ୍ସା ଇଷ୍ଟ ହଷ୍ଟେଲ୍‌ରେ ଝାଡ଼ାବାନ୍ତି: ୧୫ରୁ ଅଧିକ ଛାତ୍ର ଆକ୍ରାନ୍ତ, ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି

କଟକ: ରେଭେନ୍ସା ଇଷ୍ଟ ହଷ୍ଟେଲର ୧୫ ଛାତ୍ର ଅସୁସ୍ଥ । ଫୁଡ ପଏଜନ ପାଇଁ ୧୫ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରୁ ପିଇବା ପାଣିରୁ ଫୁଡ ପଏଜନ ହୋଇଥିବା ଜଣାପଡିଛି । ପାଣି ପରୀକ୍ଷା ପାଇଁ ପଠାଯାଇଛି । ଗତକାଲି…

ଘସିପୁ୍ରାରେ ଝାଡ଼ାବାନ୍ତି ଆତଙ୍କ, ଦୁଇ ମୃତ

ଆନନ୍ଦପୁର : ଝାଡ଼ାବାନ୍ତି ଆତଙ୍କ ।  ଦୁଇ ମୃତ ,ଅନେକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ଜିଲ୍ଲା ସ୍ବାସ୍ଥ୍ଯ ଟିମ୍ ପହଞ୍ଚି ପରଖିଲା ସ୍ଥିତି। କେନ୍ଦୁଝର ଜିଲ୍ଲା ଘସିପୁ୍ରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ ପଟିଲୋ ଗାଁରେ ଝାଡ଼ାବାନ୍ତି ଲାଗି ରହିଛି ।  ଜିଲ୍ଲା ସ୍ବାସ୍ଥ୍ଯ ବିଭାଗର…

ଝାଡାବାନ୍ତି ଆତଙ୍କ, ୨୫ ରୁ ଉର୍ଦ୍ଧ୍ବ ମେଡିକାଲରେ ଭର୍ତ୍ତି

ଆନନ୍ଦପୁର : ଘସିପୁରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ କୃଷ୍ଣପୁର ଗାଁରେ ଝାଡାବାନ୍ତି ଆତଙ୍କ । ଦୁଇ ଦିନରେ ୨୫ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ସ୍ଥାନୀୟ ସାଇଁକୁଳ ଗୋଷ୍ଠୀ  ସ୍ବାସ୍ଥ୍ଯ କେନ୍ଦ୍ର ସମେତ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା ।  ଅଶୋଧିତ ପାଣି  ଟାଙ୍କିରୁ ପାଣି…

ନୂଆପଡାରେ ଝାଡାବାନ୍ତି ଆତଙ୍କ, ୧୬ଜଣ ଆକ୍ରାନ୍ତ

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନଙ୍ଗଲବୋର୍ଡ ଗାଁରେ ଝାଡାବାନ୍ତି ଆତଙ୍କ ।  ଝାଡାବାନ୍ତିରେ ଗାଁର ୧୬ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି ।  ଦୁଇ ଜଣଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସମସ୍ତେ ସିନାପାଲି ଗୋଷ୍ଠୀ…

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ: ୪୭ ଜଣ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ

କଟକ: କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ । ପିଜି ହଷ୍ଟେଲର କିଛି ଛାତ୍ର ଅସୁସ୍ଥ ହୋଇଥିବାର ସୂଚନା ମିଳିଛି । ୪୭ ଜଣ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହେବା ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ହଷ୍ଟେଲ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି । ନିୟୁ ପିଜି ହଷ୍ଟେଲ…

ପୁରୀ ଜିଲ୍ଲାର ବିଭିନ୍ନ ବ୍ଳକରେ ଡାଇରିଆ, କଣାସରେ ବିଭିନ୍ନ ଅଞ୍ଚଳ ଅନୁଧ୍ୟାନ କଲେ ଜିଲ୍ଲାପାଳ

ପୁରୀ : ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଦିନ ୧୦ ରୁ ୧୫ ଝାଡ଼ାବାନ୍ତି ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ।  ଆଜି କଣାସରେ ବିଭିନ୍ନ ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା ।  ଗତ ୮ ଦିନରେ କଣାସର ଆଳିବାଡ଼,ବିଜିପୁର ଓ ବିନ୍ଧଣ ପଞ୍ଚାୟତର ପ୍ରାୟ ୧୫ ଜଣ…

ଝାଡ଼ାବାନ୍ତିରେ ୧୦ ଜଣ ଆକ୍ରାନ୍ତ, ସ୍ୱାସ୍ଥ୍ୟ ବିଭାଗ କର୍ମୀ ଗାଁରେ ପହଞ୍ଚିଲେ

ବ୍ରହ୍ମପୁର : ଝାଡ଼ାବାନ୍ତିରେ ୧୦ ଜଣ ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁର ପଂଚାୟତର ଏସ, ମର୍ଦ୍ଧରାଜପୁରରେ ଝାଡାବାନ୍ତି । ଆକ୍ରାନ୍ତଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଗାଁକୁ ଫେରିଥିବା ଜଣାପଡିଛି l ପାଣି ନମୁନା…

ଦିଗପହଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି, ଆଉ ୧୦ ଆକ୍ରାନ୍ତ ଚିହ୍ନଟ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି । ସାନଖେମୁଣ୍ଡି ପରେ ପାତ୍ରପୁରରେ ଆଉ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମସ୍ତ ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଗାଁକୁ ଫେରିଥିବା ଜଣାପଡିଛି ।…

ଡାଇରିଆ ନେଲା ୨ ଜୀବନ, ମେଡିକାଲରେ ଚିକିତ୍ସିତ ହେଉଛନ୍ତି ୧୨ ଜଣ

ବ୍ରହ୍ମପୁର : ଗୋଟିଏ ପରେ ଗୋଟିଏ ପରିବାର ଆକ୍ରାନ୍ତ ହେଉଛନ୍ତି ଡ଼ାଇରିଆ ରେ । ଏପରି ବାର ଜଣ ଆକ୍ରାନ୍ତ ହୋଇ ପଡ଼ିଥିବା ବେଳେ ଦୁଇ ଜଣ ଙ୍କ ଜୀବନ ମଧ୍ୟ ଚାଲିଯାଇଛି l ଏହା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଏସ, ଟିକରପଡା ପଂଚାୟତ ଉସ୍ତପଲ୍ଲୀ ଗାଁ ରେ l ଚାରି ଦିନ ତଳେ…

ରାୟଗଡ଼ା ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି, ସଜାଗ ରହିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ

ରାୟଗଡ଼ା:  ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି ।  ରାୟଗଡା ସଦର ବ୍ଳକର କୁର୍ଲି, ପେଣ୍ଟା ଓ ପିତାମହଲ ସମେତ କୋଲୋନରା ବ୍ଳକର ସୁରୀ ଗାଁରେ ଝାଡାବାନ୍ତିର ପ୍ରକୋପ ।  ପ୍ରତିଦିନ ୭ରୁ ୮ ଜଣ ରୋଗୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି । ବର୍ଷା ଲାଗିରହିଥିବାରୁ ଆଗକୁ…