ସୁଶାନ୍ତଙ୍କ ପର୍ସନାଲ ଡାଏରୀରୁ ଚିରାଯାଇଛି କିଛି ପୃଷ୍ଠା, ସେହି ପୃଷ୍ଠାରେ ନଥିଲା ତ କିଛି ରାଜ୍!
ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏବେ ଏହି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ମୁମ୍ବାଇ ପୋଲିସ ମାମଲାର ଯାଞ୍ଚ କରୁଥିବା ବେଳେ ତଦନ୍ତ ଠିକ୍ ହେଉନଥିବା ସୁଶାନ୍ତଙ୍କ ପିତା ଅଭିଯୋଗ କରିବା ପରେ…