ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି, ଶ୍ରୀମନ୍ଦିରରେ ଦିବା ପହୁଡ ନୀତି ପାଇଁ ବନ୍ଦ ରହିଥିଲା କାମ
ଗୋଟିଏ ଦିନର ବିରତି ପରେ ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି । ଏଏସଆଇ ପକ୍ଷରୁ ମରାମତି କାର୍ଯ୍ୟ କରାଯିବ। ଦ୍ବିତୀୟ ଭୋଗ ଶେଷ ହେବା ପରେ କାମ ଆରମ୍ଭ ହେବ । ପ୍ରଥମ ଦିନରେ ଲୁହା ଭାରା ବନ୍ଧା ସହ ଫାଟ ଥିବା ସ୍ଥାନରେ ପ୍ଲାଷ୍ଟର ଛଡ଼ା ଯାଇଥିଲା। ପ୍ରତିଦିନ ୫ରୁ ୬ ଘଣ୍ଟା ମରାମତି କାର୍ଯ୍ୟ…