ବାଇ ଲ’ ପ୍ରତ୍ୟାହାରକୁ ସ୍ୱାଗତ କଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ
ପୁରୀ : ପୁରୀ ଶ୍ରୀମନ୍ଦିର ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ-NMAର ବିବାଦୀୟ ଡ୍ରାଫ୍ଟ ବାଇ ଲ' ପ୍ରତ୍ୟାହାରକୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସ୍ୱାଗତ। ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ତ୍ୱରିତ ପଦକ୍ଷେପକୁ ସେ ସ୍ୱାଗତ ଜଣାଇଛନ୍ତି । ଏଠି ସହ ଶ୍ରୀଜଗନ୍ନାଥ…