ବାପାଙ୍କ ପାଇଁ କୁନି ଝିଅ ସାଜିଛି ଏ ଯୁଗର ଶ୍ରବଣ କୁମାର
ହରଭଙ୍ଗା: ହାତରେ ବାଡିଟିଏ ଧରି ଦୃଷ୍ଟିହୀନ ବାପାଙ୍କୁ ବାଟ କଢାଉଛି କୁନି ଝିଅ । ଘରୁ ବାହାରକୁ ଗଲେ ହେଉ କି ଘର ଭିତରେ ହେଉ । ଏପରିକି ଗାଧେଇବା,ଶୌଚ ସବୁ କିଛିରେ ସେ ସାଜିଛି ବାପାଙ୍କର ଆଶା ବାଡି । ଏ କୁନି ଝିଅଟି ଦୃଷ୍ଟିହୀନ ବାପାଙ୍କ ସେବାରେ ସମର୍ପିତ । ଝିଅଟିର ଏଭଳି କାର୍ଯ୍ୟ…