Browsing Tag

died by drinking hand sanitizer

ପାର୍ଟିରେ ମଦ ସରିଯିବାରୁ ସାନିଟାଇଜର ପିଇଦେଲେ ଲୋକେ; ୭ ମୃତ, ୨ କୋମାରେ

ପାର୍ଟିରେ ମଦ ସରିଯିବାରୁ ସାନିଟାଇଜର ପିଇଲେ ଲୋକେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଏଭଳି ଅଦ୍ଭୁତ ଘଟଣା ଘଟିଛି ଋଷରେ। ଋଷର ଏକ ଗାଁ ତୋମତୋରରେ ଘଟିଥିବା ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ କୋମାକୁ ଚାଲିଯାଇଛନ୍ତି। ଗାଁର ମୋଟ ୯ ଜଣ ହ୍ୟାଣ୍ଡ ସାନିଟାଇଜର…