ବିଦ୍ୟୁତ ଆଘାତରେ ଯୁବକ ମୃତ
ଭଦ୍ରକ : ବିଦ୍ୟୁତ ଆଘାତରେ ଯୁବକ ମୃତ । ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ରତିକାନ୍ତ ମଳିକ ବିଦ୍ୟୁତ ପଙ୍ଖାର ସୁଇଚ୍ ଅନ୍ କରୁଥିବା ବେଳେ ବିଦ୍ୟୁତ ଆଘାତ ହୋଇଥିଲା । ମୁମୂର୍ଷ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତିହିଡି ମେଡିକାଲରେ ଭର୍ତ୍ତି କରା ଯାଇଥିଲା । …