ଜାଗରରେ ଅଘଟଣ: ଶ୍ୱାସ ରୁଦ୍ଧ ହୋଇ ଦୁଇ ମୃତ, ଜଣେ ଗୁରୁତର
ମୋହନା (କେନ୍ୟୁଜ): ଶ୍ୱାସରୁଦ୍ଧ ହୋଇ ୨ ମୃତ। ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର। ମୃତକ ଦୁଇ ଜଣ ଗଣେଶ ନାୟକ ଓ ଅମ୍ବିକା ନାୟକ। ଆର୍ ଉଦୟଗିରି ବ୍ଲକ ଶିଆଳିଲଟି ପଞ୍ଚାୟତ ବେତାରସିଂ ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ବିବାହ ଭୋଜି ପାଇଁ ଘର ସମ୍ମୁଖରେ…