Browsing Tag

died

ଟପ ମାଓ ନେତା ରାମଚନ୍ଦ୍ର ରେଡ୍ଡୀଙ୍କ ହୃଦରୋଗରେ ମୃତ୍ୟୁ, ସ୍ପଷ୍ଟ କଲା ରାଜ୍ୟ ପୋଲିସ

ମାଲକାନଗିରି (କେନ୍ୟୁଜ): ଟପ ମାଓ ନେତା ମାଲ୍ଲା ରାଜି ରେଡ୍ଡୀର ମୃତ୍ୟୁ । ଛତିଶଗଡ଼ ବସ୍ତର ଜଙ୍ଗଲରେ ହୃଦରୋଗରେ ତାର ମୃତ୍ୟୁ ହୋଇଥିବା କୁହାଯାଇଛି । ସଶସ୍ତ୍ର ମହିଳା ଏବଂ ପୁରୁଷ ମାଓବାଦୀ ମୃତ ଶରୀରକୁ ଧରି କାନ୍ଦିବା ଦୃଶ୍ୟ ଦେଖିବାକୁ ମିଳିଛି। ମାଲ୍ଲା ରାଜି ରେଡ୍ଡୀ ମେସଲାନ୍ନା ଓରଫ…

ପୁଣି ଦୁର୍ଘଟଣା ନେଲା ଜୀବନ : କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା; ବାପା, ମା ଓ ଛୁଆ ମୃତ

କୋରାପୁଟ (କେନ୍ୟୁଜ): ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋରାପୁଟ ଜିଲ୍ଲା ପଟାଙ୍ଗୀ ନିକଟରେ ଏକ କାର୍ ସହ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ୩ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ…

ଚୀନ ସିଚୁଆନ ପ୍ରାନ୍ତରେ ଭୟଙ୍କର ଭୂସ୍ଖଳନ ହୋଇ ୧୯ ମୃତ, ଉଦ୍ଧାର କାର୍ଯ୍ୟରେ ୧୮୦ ଯବାନ ନିୟୋଜିତ

(କେନ୍ୟୁଜ ବ୍ୟୁରୋ): ଚୀନର ଦକ୍ଷିଣ-ପଶ୍ଚିମ ସ୍ଥିତ ସିଚୁଆନ ପ୍ରାନ୍ତରେ ଭୟଙ୍କର ଭୂସ୍ଖଳନ ହୋଇଛି । ଏହି ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଯୋଗୁଁ ଏହି ଭୂସ୍ଖଳନ ହୋଇଥିବା କୁହାଯାଉଛି । ଭୂସ୍ଖଳନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ…

ଥଣ୍ଡାରୁ ବଞ୍ଚିବା ପାଇଁ ଘରେ ଭିତରେ ନିଆଁ ଜାଳି ଶୋଇଥିଲେ ପରିବାର ଲୋକେ: ଶ୍ୱାସରୁଦ୍ଧ ହୋଇ ୩ ମୃତ, ୩ ମାସର ଶିଶୁ…

ଶୀତରୁ ରକ୍ଷା ପାଇବା ପାଇଁ ଘର ଭିତରେ ନିଆଁ ଜାଣି ଶୋଇଥିଲେ ପରିବାରର ଲୋକେ। ହେଲେ ରାତିସାରା ଚୁଲିରୁ ଧୂଆଁ ବ୍ୟାପିବା ଯୋଗୁଁ ଶ୍ୱାସରୁଦ୍ଧ ହୋଇ ପରିବାରର ୩ ଜଣ ମୃତ୍ୟୁବରଣ କରିଛନ୍ତି । ପ୍ରବଳ ଶୀତ ଏବଂ ଗ୍ରୀଷ୍ମ ପାଇଁ ସାରା ଦେଶରେ ଚୁରୁ ଜିଲ୍ଲାକୁ ନେଇ ଚର୍ଚ୍ଚା ଲାଗି ରହିଥାଏ । ହେଲେ…

ହୃଦ୍‌ଘାତରେ ରୁଷ ନାଗରିକ ସର୍ଗେଇ ମିଲ୍ୟାକୋଭଙ୍କ ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟରୁ ହେଲା ସ୍ପଷ୍ଟ

ପାରାଦୀପ (କେନ୍ୟୁଜ): ହୃଦ୍‌ଘାତରେ ରୁଷ ନାଗରିକ ସର୍ଗେଇ ମିଲ୍ୟାକୋଭଙ୍କ ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଏଥିରେ ହୃଦ୍‌ଘାତରେ ମିଲ୍ୟାକୋଭଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ଗତ ମଙ୍ଗଳବାର ପାରାଦୀପ ବନ୍ଦର…

ପରଲୋକରେ ‘ହ୍ୟାରି ପୋଟର୍’ର ହାଗ୍ରିଡ୍, ୭୨ ବର୍ଷରେ ଅଭିନେତା ରୋବି କୋଲଟ୍ରେନଙ୍କର ଦେହାନ୍ତ

ହଲିଉଡ୍‌ର ଫିଲ୍ମ ସିରିଜ୍ ‘ହ୍ୟାରି ପୋଟର୍’ରେ ହାଗ୍ରିଡ୍ ଭୂମିକାରେ ଅଭିନୟ କରିଥିବା ରୋବି କୋଲଟ୍ରେନଙ୍କ ଦେହାନ୍ତ ହୋଇଛି। ରୋବିଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କ ଏଜେନ୍ସି ଡବ୍ଲୁଏମଇ ଏହି ଦୁଃଖଦ ଖବର ଦେଇଛନ୍ତି। ଗତ କିଛି ଦିନ ହେବ ସ୍ଵାସ୍ଥ୍ୟସମସ୍ୟା ଥିବାରୁ ଅସୁସ୍ଥ ଥିଲେ।…

ଅଭାବନୀୟ ଘଟଣା: କୂଅରେ ପଡ଼ି ବିବାହିତା ମହିଳାଙ୍କ ମୃତ୍ୟୁ

ରାଇକିଆ (କେନ୍ୟୁଜ ): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ ବାନ୍ଦାଗୁଡା଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି କୂଅରେ ପଡ଼ି ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ବାନ୍ଦାଗୁଡା ଗ୍ରାମର ରଶ୍ମୀ ନାୟକଙ୍କ ସ୍ତ୍ରୀ ସୁଦୀପ୍ତା ନାୟକ । ସୂଚନା ଅନୁଯାୟୀ…

ବିବାହ ସମାରୋହରେ ଯୋଗଦେବାକୁ ଯାଉଥିଲେ, ଧକ୍କା ଦେଲା ଟ୍ରକ୍; ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବିବାହ କାର୍ଯ୍ୟକ୍ରମକୁ ଯାଉଥିଲା ପୁରା ପରିବାର । ହେଲେ ବାଟରେ ଜଗିଥିଲା ମୃତ୍ୟୁ । ଦୁର୍ଘଟଣାରେ ଚାଲିଗଲା ୮ ସଦସ୍ୟଙ୍କ ଜୀବନ । ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏକ ଏସ୍‌ୟୁଭି କାର୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଏହି ମର୍ମନ୍ତୁଦ…

ଭଦ୍ରକ : ବାଇକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ଦୁଇ ଗୁରୁତର

ଭଦ୍ରକ (କେନ୍ୟୁଜ): ଭଦ୍ରକ ଧାମନଗରରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀ ମୃତ, ଦୁଇ ଗୁରୁତର । ମୃତକ ଧାମନଗର ଥାନା ବିରୁଆଁ ଗାଁର ଅବିନାଶ ମହାଲ୍ଲିକ । ବାଇକ୍‌ରେ ତିନି ଜଣ ସାଙ୍ଗ ଧାମନଗର ଅଭିମୁଖେ ଯାଉଥିବା ବେଳେ ବିରୁଆଁ-ଧାମନଗର ରାସ୍ତାରେ ବିପରୀତ ଦିଗରୁ ଆସୁଥିବା…

ପାରାଦୀପ ପୋର୍ଟ ହସ୍ପିଟାଲ ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; ମାରି ଦିଆଯାଇଥିବା ଅଭିଯୋଗ କଲେ ଉତ୍ତ୍ୟକ୍ତ…

ପାରାଦୀପ (କେନ୍ୟୁଜ): ପାରାଦୀପ ପୋର୍ଟ ହସ୍ପିଟାଲ ଷ୍ଟାଫ ନର୍ସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଷ୍ଟାଫ ନର୍ସ ନିବେଦିତା ଜେନାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ କରି ଶତାଧିକ ଲୋକ ହସ୍ପିଟାଲ ଘେରାଉ କରିଛନ୍ତି । ହସ୍ପିଟାଲ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ଓ…

ମହଙ୍ଗା ପଡିଲା ମୋବାଇଲରେ କଥା ହେବା; ଗପିବା ବେଳେ ୧୨୦ ଫୁଟ୍ ତଳକୁ ଖସିପଡ଼ିଲେ ଯୁବକ, ଚାଲିଗଲା ଜୀବନ

ଚୂରୁ: ମୋବାଇଲ୍ ରେ କଥା ହୋଇ ହୋଇ ୧୨୦ ଫୁଟ୍ ତଳକୁ ଖସି ପଡ଼ିଛନ୍ତି ଜଣେ ୨୫ ବର୍ଷିୟ ଯୁବକ । ଏହିଭଳି ଏକ ଘଟଣା ଘଟିଛି ରାଜସ୍ଥାନର ଚୂରୁ ଜିଲ୍ଲାରେ । ଏଠାରେ ମୋବାଇଳ୍ ରେ କଥା ହୋଇ ହୋଇ ଜଣେ ଯୁବକ ୧୨୦ ଫୁଟ୍ ଗଭୀର କୂଅ ଭିତରେ ପଡ଼ିଯାଇଥିଲେ । କୂଅଟି ୧୫୦ ବର୍ଷ ତଳର ହୋଇଥିବା ବେଳେ ଏଥିରେ…

ଚାଲିଗଲେ ସଙ୍ଗୀତ ଜଗତର ବାଦଶାହ୍ ଏସ.ପି ବାଲ୍ ସୁବ୍ରମଣ୍ୟମ୍, ୭୪ ବର୍ଷ ବୟସରେ ଘରୋଇ ମେଡିକାଲରେ ବୁଜିଲେ ଆଖି

କେନ୍ୟୁଜ୍(ବ୍ୟୁରୋ): ପର ପାରିରେ ବିଶିଷ୍ଟ ଲୋକପ୍ରିୟ ସଙ୍ଗୀତକାର ଏସ.ପି ବାଲ ସୁବ୍ରମଣ୍ୟମ। ମୃତ୍ୟୁ ବେଳକୁ  ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଚେନ୍ନାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମ୍‌ତ୍ୟୁ ହୋଇଥିବା  ସୂଚନା ମିଳିଛି।…