Browsing Tag

diesel delivery

ଏଣିକି ମୋବାଇଲ ଆପ ସହାୟତାରେ ଘରେ ବସି ବି ପାଇପାରିବେ ଡିଜେଲ

ଦେଶର ଏକ ପ୍ରମୁଖ ପେଟ୍ରୋଲିୟମ କମ୍ପାନୀ 'ଭାରତ ପେଟ୍ରୋଲିୟମ' ସାଧାରଣ ଗ୍ରାହକ ମାନଙ୍କ ଏକ ନୂଆ ସୁବିଧା ଭେଟି ଦେଇଛନ୍ତି । ଏଣିକି ଘରେ ବସି ମୋବାଇଲ ଆପରେ ବୁକ କରି ଆପଣ ଡିଜେଲ ପାଇପାରିବେ । ଏହାକୁ ପ୍ରଥମେ ନୋଏଡାରେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଛି । ନୋଏଡା ସ୍ଥିତ ସେକ୍ଟର ୯୫…