Browsing Tag

diesel petrol price hike

ବଢିଛି ତେଲ ଦର, ଗାଡ଼ିରେ ପକାଇବା ପୂର୍ବରୁ ନଜର ପକାନ୍ତୁ କେତେ ଅଛି ରେଟ୍

କେନ୍ୟୁଜ୍(ବ୍ୟୁରୋ):  ବଢିଛି ତେଲ ଦର।  ଭୁବନେଶ୍ୱରରେ ଆଜି ଗତକାଲି ଅପେକ୍ଷା ଆଜି ସାମାନ୍ୟ ପେଟ୍ରୋଲ ଓ ଡିଜେଲ ଦାମ୍‌ ବଢିଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୪୭ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୫ ଟଙ୍କା ୦୩ ପଇସା ରହିଛି। ସେହିପରି ଦେଶର ପ୍ରମୁଖ…

ହୁ ହୁ ହୋଇ ବଢୁଛି ତେଲ ଦାମ, ଜାଣନ୍ତୁ ଆଜି ପେଟ୍ରୋଲ ଡିଜେଲ କେତେ ?

ପ୍ରତିଦିନ ଯଦି ଆପଣ ତୈଳ ଦରର ତାଜା ଅପଡେଟ୍ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ନିଶ୍ଚିତ ପଢନ୍ତୁ। ଆଜି ଭୁବନେଶ୍ୱର ସହରରେ ପେଟ୍ରୋଲ ଦର ରହିଛି ୧୦୨ଟଙ୍କା ୬୬ପଇସା । ଏଥିସହିତ ଡିଜେଲ ଦର ଲିଟର ପିଛା ରହିଛି ୯୨ ଟଙ୍କା ୪୮ପଇସା। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ…

ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ହେଲା ଦାମ୍

ପୁଣି ଆଜି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୫୯ ପଇସା ବଢି ୯୨ ଟଙ୍କା ୮୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୬୪ ପଇସା କମି ୯୦ ଟଙ୍କା ୦୩ ପଇସା ଅଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ…

ତାଜା ଅପଡେଟ : ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୩୦ ଟଙ୍କା ବୃଦ୍ଧି ପାଇ ୯୧ ଟଙ୍କା ୪୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୨୯ ପଇସା ବୃଦ୍ଧି ପାଇ ୮୮ ଟଙ୍କା ୨୬ ପଇସା ଅଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ…

ଜାଣନ୍ତୁ ଆଜି କେତେ ଅଛି ପେଟ୍ରୋଲ ଓ ଡିଜେଲ ଦର

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ସାମାନ୍ଯ ବଢିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୯୧ ଟଙ୍କା ୯୦ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୮ ଟଙ୍କା ୭୯ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ହେଲା ଲିଟର ପ୍ରତି ଦାମ୍

ଭୁବନେଶ୍ବରରେ ଖୁବଶୀଘ୍ର ସେଞ୍ଚୁରୀ ମାରିବାକୁ ଯାଉଛି ପେଟ୍ରୋଲ ଦର। ପ୍ରତିଦିନ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଯାହା ସାଧାରଣ ଗ୍ରାହକଙ୍କ ପକେଟ ଉପରେ ବେଶ ପ୍ରଭାବ ପକାଉଛି। ଆଜି ମଧ୍ୟ ଭୁବନେଶ୍ବରରେ ପେଟ୍ରୋଲ ଦର ୨ ପଇସା ବଢିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୯୦ ଟଙ୍କା ୧୭ ପଇସା ରହିଥିବା…

ଲଗାତାର ୧୯ ଦିନ ପାଇଁ ତୈଳ ଦର ବୃଦ୍ଧି: ସାଧାରଣରେ ବଢିବାରେ ଲାଗିଛି ଅସନ୍ତୋଷ, ଜାଣନ୍ତୁ ଆଜିର ମୂଲ୍ଯ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଭାରୀ ଏକ୍ସାଇଜ୍‌ ଡ୍ୟୁଟି ବଢାଇଦେଇଥିବାରୁ ତୈଳ ଦର ଲାଗାତାର ବଢି ଚାଲିଛି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୦ ଟଙ୍କା ଓ ଡିଜେଲ ଉପରେ ୧୩ ଟଙ୍କା ଏକ୍ସସାଇଜ ଡ୍ୟୁଟି ଲଗାଇଛନ୍ତି । ଯାହାଫଳରେ୮୦ଟଙ୍କା ପାର୍‌ କରିଛି ଡିଜେଲ ଦର। ଯାହା…

ଲଗାତର ୯ ଦିନ ଧରି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜି କେତେ ଅଛି ଆପଣଙ୍କ ସହରରେ ଦାମ୍‌

କରୋନା ସଂକଟ ମଧ୍ୟରେ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ ହେଉଛି। ଲଗାତର ୯ ଦିନ ଧରି ବଢ଼ିଲା ତୈଳ ଦର। କରୋନା ମହାମାରୀ ଏବଂ କରୋନା କଟକଟାରେ ଲୋକେ ଆର୍ଥିକ ସଂକଟ ଦେଇ ଗତି କରୁଥିବାବେଳେ ଏବେ ଚିନ୍ତା ବଢ଼ାଇଛି ତୈଳ ଦର। ଗତ ୯ ଦିନ ଧରି ବୃଦ୍ଧି ପାଉଛି ତୈଳ ଦର। ଆଜି ପେଟ୍ରୋଲ ପ୍ରତି ଲିଟର…

ଆଜି ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର, ଏଇଠି ଜାଣନ୍ତୁ ଆପଣଙ୍କ ସହରରେ ଆଜି କେତେ ଅଛି ଦାମ

ଦେଶରେ ଅନଲକ ୧.୦ ଆରମ୍ଭ ହୋଇଯାଇଛି। ପେଟ୍ରୋଲ-ଡିଜେଲ ଦାମରେ ଲଗାତର ବଢ଼ିବାରେ ଲାଗିଛି। ଗତ ତିନି ଦିନରେ ପେଟ୍ରୋଲ ଦାମରେ ଲଗାତର ବଢ଼ିବାରେ ଲାଗିଛି। ମଙ୍ଗଳବାର ପୁଣି ଥରେ ଇନ୍ଧନ ଦାମ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ସହରରେ ପେଟ୍ରୋଲ ଏବଂ ଡିଜେଲ ଦାମ। ଆଜି ପେଟ୍ରୋଲର ଦାମ…

ସାଧାରଣ ଜନତାଙ୍କୁ ଲାଗିପାରେ ବଡ ଝଟକା ! ପେଟ୍ରୋଲ ଭରିବା ପୂର୍ବରୁ ୫ ଟଙ୍କା ଅଧିକ ଦେବାକୁ ହୋଇଯାନ୍ତୁ ପ୍ରସ୍ତୁତ

ଏବେ ଆପଣ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଗଲେ ଅଧିକ ଟଙ୍କା ଅର୍ଥାତ ୪ ରୁ ୫ ଟଙ୍କା ଅଧିକ ଦେବାକୁ ପ୍ରସ୍ତୁତ ହୋଇଯାନ୍ତୁ। କାହିଁକିନା ଆଗାମୀ ମାସ ଠାରୁ ସରକାର ତୈଳ ମାର୍କେଟିଂ କମ୍ପାନୀ ପେଟ୍ରୋଲ-ଡିଜେଲର ଦାମ ପ୍ରତିଦିନ ରିଭାଇଜ୍‌ କରିବା ପ୍ରସ୍ତୁତିରେ ଅଛନ୍ତି। ମିଡିଆ ରିପୋର୍ଟ…

ପୁଣି ମହଙ୍ଗା ମାଡ଼: ପେଟ୍ରୋଲ ଓ ଡିଜେଲର ଏକ୍ସାଇଜ୍‌ ଡ୍ୟୁଟି ଲିଟର ପ୍ରତି ୩ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ପୁଣି ମହଙ୍ଗା ମାଡ଼ । ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦର ଉପରେ ଏକ୍ସାଇଜ୍‌ ଡ୍ୟୁଟି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଓ ଡିଜେଲର ଏକ୍ସାଇଜ୍‌ ଡ୍ୟୁଟି ଲିଟର ପ୍ରତି ୩ ଟଙ୍କା ବୃଦ୍ଧି କରାଯାଇଛି । କିଛି ଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ…

ଲଗାତାର ୩ ଦିନ ହେବ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ : ଗତ ୩ ଦିନ ହେବ ଦେଶରେ ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି। ଯାହାଫଳରେ ପେଟ୍ରୋଲ ଦର ଲିଟର ପିଛା ୨୭ ପଇସା ମହଙ୍ଗା ହୋଇଛି। ସେହିଭଳି ଡିଜେଲ ଦର ୨୪ ପଇସା ବଢ଼ିଛି। ଗତକାଲି ଅର୍ଥାତ୍ ଶନିବାର ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ଦର ୧୪ ପଇସା…