Browsing Tag

diesel prices

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ ଲିଟର ପିଛା ଆଜି କେତେ ଅଛି ଦାମ୍

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା କାଲି ତୁଳନାରେ ୩୫ ପଇସା କମି ୧୦୩ ଟଙ୍କା ୧୯ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୩୩ ପଇସା କମି ୯୪ ଟଙ୍କା ୭୬ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ…

ଆହୁରି ବଢିବ ତୈଳ ଦର: ପେଟ୍ରୋଲ୍‌ ୨. ୫୦ ଏବଂ ଡିଜେଲ୍‌ ୪ ଟଙ୍କା ହେବ ମହଙ୍ଗା

ନୂଆଦିଲ୍ଲୀ: ମହଙ୍ଗା ହେବ ତୈଳ ଦର। ଚଳିତ ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଛନ୍ତି ସରକାର। ଡିଜେଲରେ ଲିଟର ପ୍ରତି ଟଙ୍କା ଓ ପେଟ୍ରୋଲରେ ଅଢେଇ ଟଙ୍କାର ସେସ ଲାଗୁ ହୋଇଛି। ତେବେ ତୈଳ କଂପାନୀ ସେସ ପ୍ରଦାନ ଓ ସାଧାରଣ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି…

କରୋନାର ପ୍ରଭାବ, ଭାରତରେ କମି ପାରେ ତୈଳ ଦର

ନୂଆଦିଲ୍ଲୀ : କରୋନା ଭାଇରସ୍‌ ବିଶ୍ୱର ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିଛି । ହେଲେ ଗୋଟିଏ କ୍ଷେତ୍ରରେ ଅନ୍ତତଃ ଲାଭ ମିଳିଛି । ତାହା ହେଉଛି ତୈଳ କ୍ଷେତ୍ର । କରୋନା ବ୍ୟାପିବା ଯୋଗୁଁ ଚୀନ୍‌ ଅଶୋଧିତ ତୈଳ କିଣିବା କମାଇ ଦେଇଛି । ଫଳରେ ଆନ୍ତର୍ଜାତିକ ବଜାରରେ ଏହାର ଦାମ୍‌ କମିଛି ।…