୬ ମାସରେ ୧୨ କିଲୋଗ୍ରାମ ଓଜନ ହ୍ରାସ କଲେ ଶେହନାଜ, ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ
ବଲିଉଡ୍ ଏବଂ ଟିଭି ଅଭିନେତ୍ରୀ ଶେହନାଜ ଗିଲଙ୍କୁ କିଏ ନ ଜାଣେ ? ତାଙ୍କର ସୁନ୍ଦରତା ଏବଂ ପ୍ରତିଭା ପାଇଁ ସେ ବେଶ ଜଣାଶୁଣା । ଫିଟନେସ୍ ପରିବର୍ତ୍ତନ ମଧ୍ୟ ଲୋକଙ୍କ ପାଇଁ ଏକ ପ୍ରେରଣାଠାରୁ କମ୍ ନୁହେଁ । ଓଜନ ହ୍ରାସ ପରେ ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଶେହନାଜ । ଯାହାପରେ ପ୍ରଶଂସକମାନେ…