ଆପଣଙ୍କ ଜରୁରୀ କାଗଜପତ୍ରକୁ ସାଥିରେ ଧରି ବୁଲନ୍ତୁନାହିଁ, ସବୁକିଛି ଜରୁରୀ ଡକ୍ୟୁମେଣ୍ଟସ ରଖନ୍ତୁ ଗୋଟିଏ ଆପରେ
ବର୍ତ୍ତମାନ ସବୁ କାମରେ ଡକ୍ୟୁମେଣ୍ଟସ ଆବଶ୍ୟକ ପଡୁଛି। ଏହି ଡକ୍ୟୁମେଣ୍ଟସକୁ ସାଥିରେ ଧରି ବୁଲିବା ଦ୍ୱାରା ବହୁତ ସମସ୍ୟା ହୋଇଥାଏ। ଯଦି ଏହି ଡକ୍ୟୁମେଣ୍ଟସରୁ ଗୋଟିଏ କେଉଁଠି ହଜିଯାଏ ତାହେଲେ ଚିନ୍ତା ଅଧିକ ବଢ଼ିଯାଏ। କାହିଁକିନା ଏହି ଡକ୍ୟୁମେଣ୍ଟ ବିନା ଆପଣ ବ୍ୟାଙ୍କ ଠାରୁ ନେଇ ଘର…