ଫେସବୁକ ଦେଶର ୨.୫୦ ଲକ୍ଷ ମହିଳାଙ୍କୁ ଦେବ ଟ୍ରେନିଂ, କରାଇବ ଡିଜିଟାଲ ଲେଡି
ଦୁନିଆର ସବୁଠାରୁ ବଡ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍ ଭାରତର ଆଦିବାସୀ ମହିଳାଙ୍କୁ ଟେକନିକାଲରେ ପ୍ରଶିକ୍ଷିତ କରିବା ପାଇଁ ଡିଜିଟାଲ ବେଟି ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ଫେସବୁକ ଭାରତ ସରକାରଙ୍କ ସାହାଯ୍ୟ ନେବ।
ଏହାଦ୍ୱାରା ଗ୍ରାମୀଣ ଅଞ୍ଚଳର ଆଦିବାସୀ ମହିଳାଙ୍କୁ ଇଣ୍ଟରନେଟ…