Browsing Tag

digital debut

ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି କିଙ୍ଗ୍‌ ଖାନ୍‌, ଡିଜ୍‌ନୀର ୱେବ୍‌ ସିରିଜରେ ଆସିବେ ନଜର

ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି କିଙ୍ଗ୍‌ ଖାନ୍‌। କିଛି ଦିନ ହେଲା ରୂପେଲି ପରଦାରେ ନଜର ଆସିନଥିବା ଶାହାରୁଖ ଖାନ୍‌ଙ୍କୁ ଏବେ ଦର୍ଶକେ ଡିଜିଟାଲ ପ୍ଲାଟଫର୍ମରେ ଦେଖିବାକୁ ପାଇବେ। ଅନ୍ୟ ବଡ଼ ବଡ଼ ଷ୍ଟାରଙ୍କ ଭଳି ଶାହାରୁଖ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ…

ୱେବ ସିରିଜ ରୁଦ୍ରରୁ ଡିଜିଟାଲରେ ଏଣ୍ଟ୍ରି ମାରିବେ ଅଭିନେତ୍ରୀ ଈଶା, ଅଜୟଙ୍କ ସହ କରିବେ ସ୍କ୍ରିନ ସେୟାର

ବଲିଉଡ଼ ଅଭିନ୍ରେତୀ ଈଶା ଦେୱଲ ଖୁବ ଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଖବର ସମ୍ପର୍କରେ ସେ ନିଜ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି । ତେବେ ଏହି ପୋଷ୍ଟରେ ଅଜୟ ଦେବଗନଙ୍କ ଅପକମିଙ୍ଗ ୱେବ ସିରିଜ ବିଷୟରେ କୁହାଯାଇଛି । ଅଜୟ ଦେବଗନ ଅପକମିଙ୍ଗ ୱେବ…

ଡିଜିଟାଲ୍ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଲେ ଜୟା ବଚ୍ଚନ

ରାଜନୀତି ପରେ ଏବେ ଆଉ ଏକ ନୂଆ ଦୁନିଆରେ ପାଦ ରଖିଛନ୍ତି ବଲିଉଡରେ ବର୍ଷିଆନ୍ ଅଭିନେତ୍ରୀ ଜୟା ବଚ୍ଚନ। ସ୍ୱାମୀ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ପରେ ମା’ ଜୟା ବଚ୍ଚନ ଏବେ ଡିଜିଟାଲରେ ଡେବ୍ୟୁ କରିବେ। ଏଥିପାଇଁ ସେ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି। ରିପୋର୍ଟ ମୁତାବକ, ଜୟା ବଚ୍ଚନ ୱେବ୍…

ଫିଲ୍ମ ପରେ ଡିଜିଟାଲ ଜଗତରେ ମଧ୍ୟ ଦବଙ୍ଗ ଗାର୍ଲ ସାଜିବେ ସୋନାକ୍ଷୀ, ସାମ୍ନାକୁ ଆସିଲା ୱେବସିରିଜର ଫାଷ୍ଟ ଲୁକ୍

ବଲିଉଡର ଦବଙ୍ଗ ଗାର୍ଲ ତଥା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ଡିଜିଟାଲ ଜଗତରେ ପାଦ ଦେବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମାଜନ୍ ପ୍ରାଇମ ଭିଡିଓ ପକ୍ଷରୁ ଏକ ୱେବସିରିଜର ଫାଷ୍ଟ ଲୁକ୍ ଜାରି କରାଯାଇଛି । ଏଥିରେ ସୋନାକ୍ଷୀ ଲିଡ ରୋଲରେ ନଜର ଆସିବେ। ୱେବ୍ ସିରିଜରେ ତାଙ୍କୁ…

ଡିଜିଟାଲ ପ୍ଲାଟଫର୍ମରେ ଲୋକଙ୍କୁ ସଚେତନ କରିବେ ସାନିଆ ମିର୍ଜା, ଖୁବଶୀଘ୍ର ୱେବସିରିଜରେ କରିବେ ଡେବ୍ଯୁ

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ନୂଆ ଅବତାରରେ ଆସିବେ। ସାନିଆ ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଡେବ୍ଯୁ କରିବାକୁ ଯାଉଛନ୍ତି। ଏମଟିଭି ନିଷେଧ ଆଲୋନ ଟୁଗେଦର’ ନାମକ ୱେବସିରିଜ ଜରିଆରେ ସାନିଆ ଡେବ୍ଯୁ କରିପାରନ୍ତି। ସାନିଆ ଏକ ବୟାନରେ କହିଛନ୍ତି, ଟିବି ବା ଯକ୍ଷ୍ମା ଆମ ଦେଶର…

ଡିଜିଟାଲ ଡେବ୍ୟୁ ପାଇଁ ୨୦ କୋଟି ଟଙ୍କାର ମୋଟା ଫିସ ଚାର୍ଜ କରୁଛନ୍ତି କପିଲ ଶର୍ମା !

ପ୍ରସିଦ୍ଧ ଟିଭି ହାସ୍ୟ ଅଭିନେତା କପିଲ ଶର୍ମା ମଧ୍ୟ ଏବେ ଡିଜିଟାଲ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି । କପିଲ ଶର୍ମା ଖୁବ ଶୀଘ୍ର ଏକ ୱେବ୍ ସିରିଜ୍ ସହିତ OTT ପ୍ଲାଟଫର୍ମରେ ନିଜର ନୂଆ ଡେବ୍ୟୁ କରିବାକୁ ଯାଉଛନ୍ତି । ଯଦିଓ କପିଲ ଶର୍ମାଙ୍କ ଡେବ୍ୟୁ ୱେବ୍ ସିରିଜ୍ ବିଷୟରେ ଅଧିକ ସୂଚନା ପ୍ରକାଶ…

ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ, ଚାଲିଛି ଜୋର ସୋରରେ ପ୍ରସ୍ତୁତି

ସୁସ୍ମିତା ସେନା ୱେବ ସିରିଜ ଜରିଆରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ‘ଆର୍ଯ୍ୟା’ ସିରିଜକୁ ଜବରଦସ୍ତ ରେସପନ୍ସ ମିଳିବା ପରେ ପୁଣି ଏହି ସିରିଜ ଫେରୁଛି। ଖବର ମୁତାବକ, ଏହି ନୂଆ ସିରିଜରେ ସୁସ୍ମିତା ସେନ ନଜର ଆସିବେ। ଆଉ ଏହାର ସୁଟିଂ ପାଇଁ ସୁସ୍ମିତା ଦୁବାଇ ଯାଇଛନ୍ତି। ସୂଚନା…

ଇରାଙ୍କ ପରେ ବଲିଉଡରେ ଏଣ୍ଟ୍ରି କଲେ ଆମରିଙ୍କ ଭାଣଜୀ ଜାୟନ, ଜ୍ୟାକଲିନଙ୍କ ସହିତ ଆସୁଛନ୍ତି ନଜର

ବଲିଉଡର ସୁପରଷ୍ଟାର ତଥା ମିଷ୍ଟର ପରଫେକନିଷ୍ଟଙ୍କ ଝିଅ ଇରାଙ୍କ ପରେ ଭାଣଜୀ ଜାୟନ ମେରୀ ଏବେ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଜାୟନ ମେରୀଙ୍କ ଡିଜିଟାଲ ଡେବ୍ୟୁ ଫିଲ୍ମ ‘ମିସେଜ ସିରିଅଲ କିଲର’ର ଏକ ଭର୍ଚୁଆଲ ପ୍ରିମିୟର…

ବଲିଉଡ ପରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ, ମେ ୧ରେ ଦର୍ଶକଙ୍କୁ ଏମିତି କରିବେ…

ଜ୍ୟାକଲିନ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଶ୍ରୀଲଙ୍ଗା ସୁନ୍ଦରୀ ବଲିଉଡରେ ଅଭିନୟ ଯାଦୁ ଦେଖାଇ ଦର୍ଶକଙ୍କ ମନକୁ କିଣିପାରିଛନ୍ତି। ବଡ ପରଦାରେ ନିଜର ଜଲୱା ଦେଖାଇସାରିବା ପରେ ଏବେ ଡିଜିଟାଲ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି ଜ୍ୟାକଲିନ। Introducing:…