ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି କିଙ୍ଗ୍ ଖାନ୍, ଡିଜ୍ନୀର ୱେବ୍ ସିରିଜରେ ଆସିବେ ନଜର
ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି କିଙ୍ଗ୍ ଖାନ୍। କିଛି ଦିନ ହେଲା ରୂପେଲି ପରଦାରେ ନଜର ଆସିନଥିବା ଶାହାରୁଖ ଖାନ୍ଙ୍କୁ ଏବେ ଦର୍ଶକେ ଡିଜିଟାଲ ପ୍ଲାଟଫର୍ମରେ ଦେଖିବାକୁ ପାଇବେ। ଅନ୍ୟ ବଡ଼ ବଡ଼ ଷ୍ଟାରଙ୍କ ଭଳି ଶାହାରୁଖ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ…