ବଦଳିଲା CBSE ଦ୍ୱାଦଶ ପରୀକ୍ଷାର ଖାତା ଯାଞ୍ଚ ପଦ୍ଧତି, ଏବେ ହେବ ଡିଜିଟାଲ୍ ମାର୍କିଂ
କଟକ : CBSE ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । ବୋର୍ଡ ପରୀକ୍ଷାରେ ବଦଳିଗଲା ଖାତା ଯାଞ୍ଚ ପଦ୍ଧତି । ଏବେ ହେବ ଡିଜିଟାଲ୍ ମାର୍କିଂ । CBSE ଦ୍ୱାଦଶ ପରୀକ୍ଷା ଖାତା ଏବେ କଂପ୍ୟୁଟରରେ ଯାଞ୍ଚ ହେବ । ୨୦୨୬ରୁ ଲାଗୁ ହେବ ନୂଆ 'ଡିଜିଟାଲ୍' ନିୟମ । ଫଳରେ ଖାତା ଦେଖାରେ ଭୁଲ୍ ହେବନି ।…